ଦେଶ ବିଦେଶ

ଏହି ଝିଅଟି ପୁରା ଦୁନିଆକୁ ବୋକା ବନେଇ ଦେଲା, ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ ଦେବନି, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ଏହି ଭାଇରାଲ ଭିଡିଓ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି କିନ୍ତୁ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ସବୁ ଭାଇରାଲ ଭିଡିଓ ସତ ହୋଇ ନଥାଏ କିଛି ଭାଇରାଲ ଭିଡିଓ ଏପରି ଥାଏ ଯାହା ସମ୍ପୂର୍ଣ୍ଣ ଭାବେ ମିଛ ଥାଏ ଏବଂ ତାହାକୁ ଏଡିଟ କରି ଲୋକ ମାନଂକୁ ବୋକା ବନାଇ ଦିଆ ଯାଏ । ତେବେ ଆଜି ଆମେ ସେହି ଫେକ୍ ଭାଇରାଲ ଭିଡିଓ ସମ୍ପର୍କରେ ଆଲୋଚନା କରିବା ଯାହା ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ହୋଇ ଯାଇଥିଲା ।

୧- ପ୍ରଥମ ଭିଡିଓ ରେ ଦୁଇଜଣ ଦମ୍ପତ୍ତି ଅଷ୍ଟ୍ରେଲିଆ ର ସିଡନୀ ର ତମରାମା ସମୁଦ୍ର ତଟ ରେ ବୁଲୁଥିଲେ ସେଥି ମଧ୍ୟରୁ ମହିଳା ଜଣକ ସମୁଦ୍ର ତଟ ନିକଟ କୁ ଚାଲିଗଲେ ଏବଂ ତାଙ୍କ ପାର୍ଟନର ସେହି ଦୃଶ୍ୟ କୁ ନିଜ କ୍ୟାମେରା ରେ ସୁ-ଟ କରୁଥିଲେ ତେବେ ଠିକ ସେତିକି ବେଳେ ବହୁତ ଜୋର ରେ ବିଜୁଳି ମାରିଥିଲା ଏଵଂ ସେ ଫୁଣି ସେହି ଝିଅ ପାଖରେ । ଏହି ଭିଡିଓ ଟି ବହୁତ ଶୀଘ୍ର ଭାଇରାଲ ହୋଇଗଲା ନ୍ୟୁଜ ଚ୍ୟାନେଲ ରେ ମଧ୍ୟ ପ୍ରସାରିତ କରା ଯାଇଥିଲା ।

କିନ୍ତୁ ଏହି ଭିଡିଓ ଟି ଥିଲା ସମ୍ପୂର୍ଣ୍ଣ ଭାବେ ଫେକ୍ । ଏହି ଭିଡିଓ ପଛରେ ଅଷ୍ଟ୍ରେଲିଆ କମ୍ପାନୀ ଦି ଉଲଶେଡ଼ କମ୍ପାନୀ ର ହାତ ଥିଲା । ସୂଚନା ଅନୁସାରେ ସେମାନେ ଆହୁରି ଅନେକ ଫେକ୍ ଭିଡିଓ ବନେଇ ଛନ୍ତି ଏହା ତାଙ୍କର ଏକ ପ୍ରକାର ପରୀକ୍ଷା କିମ୍ବା ଏକ୍ସପେରିମେଂଟ ।

୨- ଦ୍ୱିତୀୟ ଭିଡିଓ ରେ ଜଣେ ମହିଳା ଏବଂ ଜଣେ ପୁରୁଷ ଏକ ସିଂହ କୁ ମାରି ନିଜର ଫୋଟୋ ଉଠାଉ ଥିଲେ ଠିକ ସେହି ସମୟରେ ଆଉ ଏକ ସିଂହ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ତେବେ ଏହା ବନ୍ୟ ଜନ୍ତୁ ଙ୍କୁ ବଞ୍ଚାଇ ବା ପାଇଁ ଏକ ପ୍ରକାର ପ୍ରୟାସ ଥିଲା । ସେହି ଭିଡିଓ ଟି ସମ୍ପୂର୍ଣ୍ଣ ଭାବେ ଫେକ୍ ଥିଲା । କିନ୍ତୁ ବିଚାର ବହୁତ ଭଲ ଥିଲା ।

୩- ତୃତୀୟ ଭିଡିଓ ରେ କାନାଡ଼ା ର ଏକ ପାର୍କ ରେ ଗୋଟିଏ ଇଗଲ ଉଡୁଥିଲା ଏବଂ ସେହି ପାର୍କ ରେ ଥିବା ଏକ ଛୋଟ ଛୁଆ କୁ ହଠାତ ସେ ଉଠେଇବା ପାଇଁ ଚେଷ୍ଟା କରିବାକୁ ଲାଗିଲା କିନ୍ତୁ ସେ ସେହି କାର୍ଯ୍ୟ ରେ ବିଫଳ ହୋଇଥିଲା ତେବେ ଏହି ଭିଡିଓ ଟି ଭାଇରାଲ ହେଲାପରେ ସମସ୍ତେ ଡ-ରି ମଧ୍ୟ ଯାଇଥିଲେ । କିନ୍ତୁ ଏହି ଭିଡିଓ ଟି ମଧ୍ୟ ଫେକ୍ ଏଡିଟ କରାଯାଇ ଥିଲା ।

୪- ଚତୁର୍ଥ ଭିଡିଓ ରେ ରୋବ କ୍ୟାଣ୍ଟର ୟୁଟିୟୁବର ଜୁଲାଇ ୨୦୧୪ ରେ ନିଜ ଚ୍ୟାନେଲ ରେ ଏକ ଭିଡିଓ ଅପଲୋଡ଼ କରିଥିଲେ । ଯେଉଁ ଥିରେ ସେ ଗୋଟିଏ ଗୀତ କୁ ୨୯ ଅଲଗା ଅଲଗା ସେଲିବ୍ରେଟି ଙ୍କ ଭଏସ ସହ ଏକ୍ସପ୍ରେସନ ସହ ଗାଇବେ । ଏହି ଭିଡିଓ ପରେ ତାଙ୍କର ଭିୟୁ ଏବଂ ତାଙ୍କ ଫ୍ୟାନ ବଢିବାକୁ ଲାଗିଲେ ଏବଂ ସେ ଭାଇରାଲ ମଧ୍ୟ ହୋଇଗଲେ ।

 

କିନ୍ତୁ ଏହା ବି ଏକ ଫେକ୍ ଭିଡିଓ ଥିଲା ସେ ନିଜେ ହିଁ ପରେ ଜଣାଇ ଥିଲେ କି ସେହି ଭିଡିଓ ପଛରେ ୧୨ ଜଣ ଅନ୍ୟ ଲୋକଙ୍କ ଭଏସ ଦେଉଥିଲେ ଯେଉଁମାନେ ଭଏସ ଆର୍ଟିଷ୍ଟ ମଧ୍ୟ । ତେବେ କିଛି ଲୋକ ସେହି ଫେକ୍ ଭିଡିଓ କୁ ସତ ବୋଲି ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଭାବୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button