ଦେଶ ବିଦେଶ

ଗ୍ୟାଙ୍ଗଷ୍ଟାର ହାଇଦର ର କିପରି ହୋଇଥିଲା ଏନକାଉଣ୍ଟର, କଣ ଥିଲା ସେ ଦିନର ପୁରା କାହାଣୀ, ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ଖବର ଯାହା ଚହଳ ସୃଷ୍ଟି କରିଛି ସେ ହେଉଛି ଗ୍ୟା-ଙ୍ଗ-ଷ୍ଟା-ର ହା-ଇ-ଦ-ର ର ଏ-ନ-କା-ଉ-ଣ୍ଟ-ର । ତେବେ ଏହି ଘଟଣା ସମ୍ପର୍କରେ ବାଲେଶ୍ଵର ସିମିଳିଆ ଥାନା ରେ ଏ-ତ-ଲା ଦେଇଛନ୍ତି ହା-ଇ-ଦ-ର କୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସନୀ ।

ସେଦିନ ଘଟିଥିବା ଏ-ନ-କା-ଉ-ଣ୍ଟ-ର ବିଷୟ ରେ ଟିକିନିକି ନିଜ ଏଫଆଇଆର କପି ରେ ଉଲ୍ଲେଖ କରିଛନ୍ତି । ସୁରକ୍ଷା କର୍ମୀ ଙ୍କ ଜୀଵନ ବଂଚାଇବା ଲାଗି ବାଧ୍ୟ ହୋଇ ହା-ଇ-ଦ-ର ଉପରକୁ ଗୁଳି ଚଳାଇବାକୁ ପଡିଥିଲା ବୋଲି ସେ ଏତଲା ରେ ଦର୍ଶାଇଛନ୍ତି । ହା-ଇ-ଦ-ର କୁ ଚୌଦାର ଜେ-ଲ ରୁ ବାରିପଦା ଜେଲ କୁ ସ୍ଥାନାନ୍ତର କରିବା ପାଇଁ କଡା ସୁରକ୍ଷା ର ବନ୍ଦୋବସ୍ତ କରାଯାଇ ଥିଲା ।

ହା-ଇ-ଦ-ର କୁ ଧରି ୧୨:୪୦ ରେ ଛାଡିଥିଲା ଏସ୍କର୍ଟ ଟିମ । ତେବେ ଅପରାହ୍ନ ପ୍ରାୟଃ ୩:୨୦ ସମୟରେ ବାଲେଶ୍ଵର ସିମିଳିଆ ନିକଟରେ ହା-ଇ-ଦ-ର ପ-ରି-ସ୍ରା ଯିବା ପାଇଁ ଗାଡି ରୋକିବାକୁ କହିଥିଲା ଗାଡି ରଖିବା ପରେ ହା-ଇ-ଦ-ର ନିଜ ର ହାତ ଖୋଲିବାକୁ କହିଥିଲା । ସୁରକ୍ଷା କର୍ମୀ ହା-ଇ-ଦ-ର ର ହାତ ଖୋଲିବା ମାତ୍ରେ ସେ ଏହାର ଫାଇଦା ଉଠାଇ ସେମାନଙ୍କ ଠାରୁ ଏ କେ ୪୭ ଛଡାଇ ପୋଲିସ କର୍ମୀ ଉପରକୁ ବନ୍ଧୁକ ଦେଖାଇବା ସହିତ ହିନ୍ଦୀ ରେ ଗା-ଳି ଗୁ-ଲ-ଜ ମଧ୍ୟ କରିଥିଲା ବୋଲି ଏଫ ଆଇ ଆର କପି ରେ ଉଲ୍ଲେଖ ରହିଛି ।

ତେବେ ତାକୁ ଆତ୍ମ ସମର୍ପଣ ପାଇଁ ବାର ବାର ବୁଝା ଯାଇଥିଲା କିନ୍ତୁ ସେ ଏହା ଶୁଣି ନଥିଲା ଏବଂ ସୁରକ୍ଷା କର୍ମୀ ଙ୍କ ଜୀଵନ ପ୍ରତି ବିପଦ ଥିବାରୁ ବାଧ୍ୟ ହୋଇ ତା ଉପରେ ଗୁଳି ଚଳାଇବାକୁ ପଡିଥିଲା ବୋଲି ସେ ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।

ତେବେ ହା-ଇ-ଦ-ର କୁ ଚୌଦ୍ୱାର ଜେ-ଲ ରୁ ବାରିପଦା ଜେ-ଲ କୁ ନେବାର କାରଣ ହେଲା ଚୌଦ୍ୱାର ଜେ-ଲ ରେ ହା-ଇ-ଦ-ର ର ଭାଇ ର ପୁଅ ରହୁଛନ୍ତି ଏବଂ ଆହୁରି କିଛି ତାକୁ ସହଯୋଗ କରିବା ପାଇଁ ମଧ୍ୟ ଅଛନ୍ତି କାଳେ କୌଣସି ଗ୍ରୁପ କରି ଯୋଜନା କରିବାଇ ସମ୍ଭାବନା ରହିଛି ତେଣୁ ତାକୁ ସ୍ଥାନାନ୍ତର କରାଯାଇ ଥିଲା ।

ତେବେ ସିମିଳିଆ ପାଖରେ ସେ ପରିସ୍ରା ପାଇଁ କହିବାରୁ ଏହାର କଡା ବିରୋଧ କରା ଯାଇଥିଲା କିନ୍ତୁ ସେ ନିଜର ଡାଇବେଟିସ ଅଛି କହି ଜିଦ ଧରିବାରୁ ତାକୁ ଅନୁମତି ମିଳିଥିଲା ଏବଂ ପରିସ୍ରା ପାଇଁ ଗୋଟିଏ ହାତ ଖୋଲିବା ଦ୍ୱାରା ସେ ଏକେ୪୭ ନେଇ ପୁଲିସ ଉପରକୁ ଆକ୍ରମଣ କରିଥିଲା ତେବେ ଏହା ପରେ ସୁରକ୍ଷା କର୍ମୀ ତଥା ସାଧାରଣ ଜନତା ଙ୍କ ସୁରକ୍ଷା କୁ ନେଇ ତା ଉପରେ ଏ-ନ-କା-ଉ-ଣ୍ଟ-ର କରିବା ପାଇଁ ବାଧ୍ୟ ହେବାକୁ ପଡିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button