କ୍ରାଇମ

ଦିନ ଦ୍ବିପହରେ ରାଜଧାନୀରେ ବୁଲିଲା ଖଣ୍ଡା, ରକ୍ତ ରଞ୍ଜିତ ହୋଇଗଲା ମାଷ୍ଟରକ୍ୟାଣ୍ଟିନ୍ ଛକ, ଶୁଣନ୍ତୁ କଣ କହୁଛନ୍ତି ଏହି ପ୍ରତ୍ଯେକ୍ଷଦର୍ଶୀ, ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପୁଣିଥରେ ଏକ ଆ-ତ-ଙ୍କି-ୟ ଖବର ସାମ୍ନା କୁ ଆସିଛି । ଦିନ ଦ୍ଵିପହର ରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ରେ ବୁଲିଲା ଖ-ଣ୍ଡା ଏବଂ ଲୁହା ର ରଡ଼ ।

କିଛି କଥା ଭାବିବା ପୂର୍ବରୁ ର-କ୍ତ ର-ଞ୍ଚି-ତ ହୋଇଗଲା ମାଷ୍ଟର କ୍ୟାଣ୍ଟିନ ଛକ । ଦୁଇ ଗୋଷ୍ଠୀ ବିବାଦ କୁ ନେଇ ଆରମ୍ଭ ହୋଇଥିଲା ହ-ଣା କ-ଟା । ମିଡିଆ ସେହି ସ୍ଥାନରେ ଯାଇ ପହଁଚି ଥିଲା । ସେଠାରେ ଥିବା ପ୍ରତ୍ୟକ୍ଷ ଦର୍ଶୀ ଙ୍କୁ ମିଡିଆ ପ୍ରଶ୍ନ କରିଥିଲା ଏବଂ ସେହି ବ୍ୟକ୍ତି ଜଣକ କହିଥିଲେ ଯେ, ମାଳିସାହି ର ଟୋକା ଆସି ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହା-ଣି-ଛ-ନ୍ତି ।

ସୂଚନା ଅନୁସାରେ, ବ୍ୟକ୍ତି ଜଣକ କହିଥିଲେ ଯେ, ୧୨ ଜଣ ବ୍ୟକ୍ତି ଆସିଥିଲେ ଏବଂ ୫ ଜଣକୁ ଆଘାତ କରିଥିଲେ । ସେଥି ମଧ୍ୟରୁ ୩ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ ଗୁରୁ-ତ-ର ଅବସ୍ଥାରେ ଅଛନ୍ତି । ତାଙ୍କୁ ହା-ଣି ମା-ରି-ବା-କୁ ଚେଷ୍ଟା କରିଥିଲେ । ଯେତେବେଳେ ମିଡିଆ ପ୍ରଶ୍ନ କରିଥିଲା ଗୋଷ୍ଠୀ ହୋଇ ଆସିଥିବା ବ୍ୟକ୍ତି ମାନଙ୍କ ହାତ ରେ କଣ ସବୁ ହ-ତି-ଆ-ର ଥିଲା । ସେ କହିଥିଲେ ଯେ, ସେମାନେ ଖ-ଣ୍ଡା ସହିତ ର-ଡ଼ ନେଇ ସାଙ୍ଗରେ ଆସିଥିଲେ ।

ବ୍ୟକ୍ତି ଜଣକ କହିବାନୁଯାୟୀ, ଉଭୟ ପକ୍ଷ ଙ୍କ ପୂର୍ବରୁ କୌଣସି କଥାକୁ ନେଇ ଗଣ୍ଡଗୋଳ ରହିଥିଲା । ଯେଉଁ କାରଣରୁ ଆଜି ଏଭଳି ଘଟଣା ଘଟିଛି । ବାର ଜଣ ଆସି ଗୋଡ଼ାଇ ଗୋଡ଼ାଇ ହା-ଣି–ବାକୁ ଚେଷ୍ଟା କରିଛନ୍ତି । ବ୍ୟକ୍ତି ଜଣକ କହିଥିଲେ ଯେ, ରାଜା ଓ ନରେଶ ବୋଲି ଦୁଇ ଜଣ ବ୍ୟକ୍ତି ଙ୍କ ସହିତ ମାଳି ସାହି ପିଲା ଙ୍କ ଝଗଡ଼ା ହୋଇଥିଲା ।

ଯେଉଁ କାରଣରୁ ସେମାନେ ଖ-ଣ୍ଡା ଓ ର-ଡ଼ ଧରି ହା-ଣି-ବା-କୁ ଆସିଥିଲେ ଏବଂ ଜୀବନ ରୁ ମା-ରି-ବା-କୁ ଚେଷ୍ଟା କରିଥିଲେ । ପାଖାପାଖି ୧୨ ରୁ ୧୪ ଜଣ ବ୍ୟକ୍ତି ହାତରେ ଖ-ଣ୍ଡା, ଭୁ-ଜା-ଲି, ର-ଡ଼ ଆଦି ଧରି ଆସିଥିଲେ ଏବଂ ୩ ଜଣ ଙ୍କୁ ଗୋଡ଼ାଇ ଗୋଡ଼ାଇ ହା-ଣି ମା-ରି-ଥି-ଲେ ।

କିନ୍ତୁ ସେହି ତିନି ଜଣ ବ୍ୟକ୍ତି କିଏ ବୋଲି ପଚାରିବାରୁ ପ୍ରତ୍ୟକ୍ଷଦର୍ଶୀ ଜଣକ ଚିନ୍ହି ନାହାନ୍ତି ବୋଲି କହିଥିଲେ । ଯେଉଁ ମାନଙ୍କ ପାଇଁ ଗଣ୍ଡଗୋଳ ହୋଇଥିଲା ସେମାନେ କେହି ଆଘାତ ହୋଇ ନାହାନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ତେବେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ରୋଡ଼ ରେ ଦିନ ଦ୍ଵିପହର ରେ ଏଭଳି ଘଟିଥିବା ଘଟଣା ସମସ୍ତଙ୍କୁ ଭୟଭୀତ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button