ସ୍ୱାସ୍ଥ୍ୟ

ସୁନ୍ଦରତାର ରାମବାଣ ମୁଲତାନି ମାଟି, ମଧ୍ୟ ପହଞ୍ଚାଇଥାଏ ଆପଣଙ୍କ ତ୍ବଚାକୁ ହାନି

ସୁନ୍ଦର ଏବଂ ଆକର୍ଷଣୀୟ ତ୍ବଚା ପାଇଁ ବହୁତ ଲାଭକାରୀ ହୋଇଥାଏ ମୁଲତାନି ମାଟି। ଏହା ଏକ ପ୍ରକାରର ପ୍ରାକୃତିକ ମାଟି ଯେଉଁଥିରେ ଭରପୁର ମାତ୍ରାର ଔଷଧିୟ ଗୁଣ ରହିଛି। କିନ୍ତୁ ଏହାର ବ୍ଯବହାର ପୂର୍ବରୁ ଆପଣଙ୍କୁ କିଛି ସାଧାରଣ କଥାର ଜ୍ଞାନ ରହିବା ଉଚିତ୍। ଏହା ଦ୍ବାରା ଏଥିରୁ ହୋଇଥିବା ହାନିରୁ ଆପଣ ନିଜର ତ୍ବଚାକୁ ରକ୍ଷା କରିପାରିବେ।

multani

-ଯେଉଁ ବ୍ଯକ୍ତିଙ୍କ ତ୍ବଚା ଶୁଷ୍କ ହୋଇଥାଏ ତାଙ୍କୁ ଭୁଲରେ ମଧ୍ୟ ମୁଲତାନି ମାଟିର ବ୍ଯବହାର କରିବା ଉଚିତ ନୁହଁ। ଏହା ଦ୍ବାରା ଅଧିକ ଅସୁବିଧା ହୋଇଥାଏ।

-କେବେ ମଧ୍ୟ ନିଜ ତ୍ବଚାରେ ଅଧିକ ମାତ୍ରାର ତଥା ମୋଟା ପରସ୍ତର ମୁଲତାନି ମାଟି ଲଗାନ୍ତୁ ନାହିଁ। ଏହା ଦ୍ବାରା ତ୍ବଚା କୁଞ୍ଚିତ ହେବା ସହ ଏହାର ଚମକ ଦୂର ହୋଇଯାଇଥାଏ।

-ମୁଲତାନି ମାଟି ଥଣ୍ଡା ହୋଇଥାଏ। ଏଣୁ ଥଣ୍ଡା କିମ୍ବା ଜ୍ବର ହେବା ସମୟରେ ଭୁଲରେ ମଧ୍ୟ ମୁଲତାନି ମାଟି ଲଗାନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button