ଜୀବନଶୈଳୀ

ମା’ଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହେଲା ଝିଅ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର କଳିଯୁଗ ରେ କିଛି ବି ସମ୍ଭବ ହୋଇ ପାରୁଛି ଏବଂ ଏହା ସତ୍ୟ ମଧ୍ୟ କି ଏହି ଦୁନିଆରେ କାହା ଉପରେ ବିଶ୍ୱାସ କରିବା କଥା ନୁହେଁ । ତେବେ ଯାହା ଯେତେ ବି ହେଉ ଛୁଆ ମାନେ ସର୍ଵଦା ନିଜ ମାଆ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କ ଉପରେ ବିଶ୍ୱାସ ମଧ୍ୟ କରିଥାନ୍ତି ।

କିନ୍ତୁ ସେତେବେଳେ କଣ ହେବ ଯେତେବେଳେ ଏହି ମାଆ ନିଜ ଛୁଆ ମାନଙ୍କ ଉପରେ ଅ-ତ୍ୟା-ଚା-ର ଆରମ୍ଭ କରିଦିଏ । ତେବେ ସେହିଭଳି ଅଭିଯୋଗ କୁ ଚନ୍ଦ୍ରଶେଖର ପୁର ଥାନା ରେ ଦୁଇ ଭାଇ ଭଉଣୀ ଆଣିଛନ୍ତି ନିଜ ମାଆ ଙ୍କ ନାମ ରେ । ତେବେ ଘଟଣା ଟି କଣ ଏବଂ ସେମାନେ କଣ ଚାହାନ୍ତି ଆସନ୍ତୁ ଜାଣିନେବା ।

ସେମାନଙ୍କ ଅଭିଯୋଗ ଅନୁସାରେ ୨୦୧୭ ରେ ତାଙ୍କ ବାପାଙ୍କ ଜେଲ କୁ ପଳାଇଥିଲେ ଏବଂ ତାପରେ ତାଙ୍କ ମାଆ ଫେସବୁକ ଅନ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ହେବାକୁ ଲାଗିଲେ ଏବଂ ଅନେକ ପୁରୁଷ ସାଙ୍ଗ ମଧ୍ୟ ବନାଇଲେ । ତେବେ ସେମାନେ ଧୀରେ ଧୀରେ ଘରକୁ ଆସିବାକୁ ଲାଗିଲେ ଏବଂ ତାଙ୍କ ମାଆ ସେମାନଙ୍କ ସହ ଅନୈତିକ ସମ୍ପର୍କ ମଧ୍ୟ ରଖିଲେ ତେବେ ଏହାର ପ୍ରତିବାଦ କରିଲେ ଦୁଇ ଜଣ ଙ୍କୁ ରୁମ ଭିତରେ ବନ୍ଦ କରି ରଖାଯାଏ ଏବଂ ତାଙ୍କ ମାଆ ସେମାନ ଙ୍କୁ ମାରଧର କରି କ୍ଷତ ମଧ୍ୟ କରେଇଛନ୍ତି ।

ଏହା ଛଡା ମାଆ ଙ୍କ ର ପୁରୁଷ ସାଙ୍ଗ ଚନ୍ଦନ ବେହେରା ଏବଂ ସଂଗ୍ରାମ । ସେମାନେ ତାଙ୍କୁ ଆବ୍ୟୁଶ କରିଛନ୍ତି ସେ ତାଙ୍କ ପୋଷାକ ଫାଡ଼ି ତାଙ୍କ ଗୁପ୍ତ ଅଙ୍ଗ କୁ ଛୁଇଁ ବାକୁ ମଧ୍ୟ ଚେଷ୍ଟା କରିଥିଲେ ତେବେ ଠିକ ସମୟରେ ତାଙ୍କ ଭାଇ ଆସି ତାଙ୍କୁ ବଞ୍ଚାଇ ଦେଲେ

ତେବେ ଏହି ଘଟଣା ସମ୍ପର୍କରେ ଯେତେବେଳେ ମାଆ ଙ୍କୁ କୁହାଯାଏ ସେତେବେଳେ ସେ କୌଣସି ଆକ୍ସନ ନିଅନ୍ତି ନାହିଁ ଏବଂ ଦରକାର ପଡ଼ିଲେ ଶୋଇବାକୁ ହେବ ବୋଲି ମଧ୍ୟ କୁହନ୍ତି ।ତେବେ ସେପଟେ ମାଆ ନିଜ ଝିଅ ଙ୍କ ନାମ ରେ ଓଲଟା ଅଭିଯୋଗ କରିଛନ୍ତି କି ତାଙ୍କ ଝିଅ ଅନୈତିକ ସମ୍ପର୍କ ରଖୁଛନ୍ତି ଏବଂ ବିରୋଧ କଲେ ସେ ଏହି ଅଭିଯୋଗ ତାଙ୍କ ନାମ ରେ କରିଛନ୍ତି ।

ଏହା ଛଡା ତାଙ୍କ ଝିଅ ଏହା ମଧ୍ୟ କହିଛନ୍ତି କି ତାଙ୍କ ପରିବାର ଲୋକେ ଏବଂ ଏମିତିକି ତାଙ୍କ ବାପା ମଧ୍ୟ କୌଣସି ସାହାର୍ଯ୍ୟ କରି ନାହାନ୍ତି ତେବେ କିଏ ସତ କହୁଛି ଏବଂ କିଏ ମିଛ ଖୁବ ଶୀଘ୍ର ପୋଲିସ ର ତଦନ୍ତ ରେ ଜଣା ପଡିଯିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button