କ୍ରାଇମ

ନିଯୁକ୍ତି ନାଁ ରେ ଚାଲିଛି ଜାଲିଆତି, ଯୁବକ ଜଣକ କଣ କହୁଛନ୍ତି ଥରେ ଶୁଣନ୍ତୁ, ଆପଣଙ୍କ ଅକଲ ଗୁଡୁମ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ପିଏସ୍ ବିରଞ୍ଚି ସାହୁ ନିଜର ଦୁ-ର୍ନୀ-ତି ପାଇଁ ଏବେ ଧରା ପଡିବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାକୁ ଲାଗୁଛି । ତେବେ ବର୍ତ୍ତମାନ ବିରଞ୍ଚି ସାହୁଙ୍କ ନାମ ରେ ଆଉ ଏକ ଅଭିଯୋଗ ଆସୁଛି ।

ଜଣେ ଯୁବକ ଏହା ଅଭିଯୋଗ କରିଛନ୍ତି କି ପିଏସ ତାଙ୍କ ଠାରୁ ପଇସା ନେଇ ଚାକିରୀ କରିବେ ବୋଲି କହୁଥିଲେ ଏବଂ ଟଙ୍କା ଛଡା ଅନ୍ୟ ଜିନିଷ ମଧ୍ୟ ନେଉଥିଲେ କୌଣସି ନା କୌଣସି ବାହାନା ରେ ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ଟି ସଂପର୍କ ରେ । ପିଏସ୍ ଙ୍କ ଘରେ ଛାତ୍ର ମାନଙ୍କ ର ଆଡ଼ମିଟ କାର୍ଡ଼ ମିଳିଥିଲା ଯାହାକୁ ନେଇ ଅନେକ ତ-ଦ-ନ୍ତ ମଧ୍ୟ କରାଯାଉଛି ଏହାରି ଭିତରେ ଜଣେ ଛାତ୍ର ସିଧାସଳଖ ଭାବେ ମୁହଁ ଖୋଲିଛନ୍ତି ଏବଂ ଚାକିରୀ ପାଇଁ ତାଙ୍କୁ ଦଶ ଲକ୍ଷ ଟଙ୍କା ମଧ୍ୟ ମାଗୁଥିଲେ ।

ଛାତ୍ର ଜଣକ ଙ୍କ ଅନୁସାରେ ସେ ୨୦୧୪ ରେ ସବୁ ଓଏସସି ର ପରୀକ୍ଷା,ସର୍ଵ ଭାରତୀୟ ପରୀକ୍ଷା ଦେଇ ଆସୁଥିଲେ । ସେ ବାଣୀବିହାର ରେ ପାଠ ପଢିବା ପରେ ତାଙ୍କୁ ଚାକିରୀ କରିବା ପାଇଁ ଅଧିକ ଇଣ୍ଟରେଷ୍ଟ ଆସିଲା । ତେବେ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ମେରିଟ ଲିଷ୍ଟ ବାହାରି ନଥିଲା ତେବେ ସେ ଅଫିସ ରେ ଏହା ବିଷୟ ରେ ପଚାରିବା ଯୋଗୁଁ ବିରଞ୍ଚି ଉତ୍ତର ରେ କହିଲେ କି ଏଠାରେ କୌଣସି ମେରିଟ ଲିଷ୍ଟ ବାହରେନି ଡ଼ାଇରେକ୍ଟ ଚାକିରୀ ହୋଇଥାଏ ।

ତେବେ ପିଏସ ସେହି ଯୁବକ କୁ କହିଥିଲେ କି ଚାକିରୀ ଦରକାର ତେବେ ଦଶ ଲକ୍ଷ ଟଙ୍କା ଆଣି ଦେଇଦିଅ ତେବେ ଏତେ ଟଙ୍କା କେଉଁଠି ଆଣିବେ ପଚାରିବାରୁ ସେ କହିଲେ କି ମୁଁ କଣ ଏଠାରେ ଏକା ନେଉ ନାହିଁ । ଏହା ମହାଦେବ ମନ୍ଦିର କେଉଁଠି ଧୂପ, କେଉଁଠି ଦୀପ, କେଉଁଠି ନଡ଼ିଆ ଦିଆଯିବ ତାହା ମୁଁ କଣ ଜାଣିବି ତେଣୁ ମୋତେ ଦେଇଦିଅ ମୁଁ କରେଇ ଦେବି ।

ତେଣୁ ସେ ପଇସା ପାଇଁ ତାଙ୍କ ବିଲ ମଧ୍ୟ ବିକ୍ରି କରିବାକୁ ବାହାରି ଥିଲେ । ତେବେ ଦିନେ ପିଏସ ତାଙ୍କ ବାପାଙ୍କ ବିଷୟ ରେ ପଚାରିଲେ ଏବଂ କନ୍ଧମାଳ ଶୁଣି କହିଲେ କି କନ୍ଧମାଳ ର ହଳଦୀ ବହୁତ ଭଲ ମୋ ସ୍ତ୍ରୀ ପାଇଁ ଆଣୁନ । ତେବେ ହଳଦୀ ମଧ୍ୟ ସେ ପି ଏସ ଙ୍କୁ ଆଣି ଦେଇଥିଲେ । ବିରି ମଧ୍ୟ ଦେଇଥିଲେ । ଅନେକ ପରିବା ପତ୍ର ମଧ୍ୟ ଦେଇଥିଲେ । ଏହା ସେ ସମ୍ପର୍କ ବଢାଇବା ପାଇଁ କରୁଥିଲେ କିନ୍ତୁ ଯେପର୍ଯ୍ୟନ୍ତ ଦଶ ଲକ୍ଷ ଟଙ୍କା ମିଳିନି ସେପର୍ଯ୍ୟନ୍ତ ଚାକିରୀ ହୋଇ ପାରିବ ନାହିଁ ।

ତେବେ ସେହି ଛାତ୍ର ଜଣକ ଙ୍କ ଅନୁସାରେ ସେ ଯେତେ ସବୁ ପରୀକ୍ଷା ଦେଇଥିଲେ କୌଣସି ର ବି ନମ୍ବର ଦେଖା ଯାଉ ନଥିଲା । ଏହାଛଡା ଯେଉଁ ମାନେ ଅଯୋଗ୍ୟ ସେମାନଙ୍କୁ ଚାକିରୀ ମିଳୁଛି କିନ୍ତୁ ଯୋଗ୍ୟ ପିଲା ପଇସା ଅଭାବ ରୁ ଘରେ ବସି ରହୁଛନ୍ତି । ତେବେ ସେ ଦାବି କରିଛନ୍ତି କି ତୁରନ୍ତ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button