କ୍ରାଇମ

ଦେହ ଦେଖେଇଲା…ମୁହଁ ଦେଖାଇଲାନି, ମୁଁ କହିଲି କଣ ଖାଲି ତୋର ଅଛି ଆଉ କାହାର ନାହିଁ…’ ଯୁବକ ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିଛନ୍ତି ତେବେ ଏହି ଘଟଣାଟି ତାଙ୍କ ସହ ଘଟିଛି ।

ସେ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତେବେ ବ୍ୟକ୍ତି ଜଣକ କହୁଛନ୍ତି-‘ଚାରି ପାଞ୍ଚ ସପ୍ତାହ ତଳେ ଗୋଟେ ମୋ ପାଖକୁ ଗୋଟେ ଖରାପ ଭିଡିଓ ଆସିଲା ମୁଁ ତାକୁ ସଙ୍ଗେ ସଙ୍ଗେ କାଟି ଦେଲି । ଭିଡିଓରେ ତାର ମୁହଁ ଦେଖା ଯାଉନି ଖାଲି ଉଳଘ୍ନ ଶରୀର ଦେଖା ଯାଉଛି ।

ମୁଁ ବାଟରେ ଫେଉଥିଲି ସେଥିପାଇଁ ମୁଁ କାଟି ଦେଲି । ଦୁଇ ଦିନ ପରେ ମୁଁ ଘରେ ବସିଛି ମୋ ସ୍ତ୍ରୀ ସହ ପୁଣି ଆଉ ଗୋଟେ ଭିଡିଓ ଆସିଲା । ମୁଁ ତାକୁ ବହୁତ ଗାଳି କରିଲି ସେ ହିନ୍ଦୀରେ କହୁଛି ମୁଁ ଓଡିଆରେ କହୁଛି । ମୋ ସ୍ତ୍ରୀ ବସିଥିଲା ମୁଁ ତାକୁ ଓଡିଆରେ କହିଲି ଆରେ ତୋର କଣ ଏକୁଟିଆ ଅଛି ଆମର କାହାର ନାହିଁ ନା କଣ । ଏତିକି କଥା ତା ପରେ ସେ ମୋର ଗୋଟେ ଫଟୋକୁ ଏଡିଟି କରି କହୁଛି ମୋତେ ଏତିକି ପଇସା ଦିଅ ।

ମୁଁ କହିଲି ମୁଁ ତତେ କାହିଁକି ପଇସା ଦେବି । ତା ପରେ ପୁଣି ସାଇବର ଥାନାରୁ ଗୋଟେ କଲ୍ ଆସିଲା ଏମିତି ଗୋଟେ ଆସିଛି ମୁଁ କହିଲି ସିଏ କରିଲା ତେଣୁ ମୁଁ କଲି ଅସୁବିଧା କଣ ଅଛି ତମର । ମୁଁ କହିଲି ଏକୁଟିଆ ତୋ ଦେହରେ ଅଛି ଆଉ କାହା ଦେହରେ ନାହିଁ ନା କଣ । ମୋ ପାଖରେ ସ୍ତ୍ରୀ ବସିଥିଲା ତେଣୁ ମୁଁ ତାକୁ ଗାଳି ଦେଇ କାଟି ଦେଲି । ତାର ମୁହଁ ତଳ ଉପର ସବୁ କଳା ଅନ୍ଧାରରେ ଥିଲା ।

ସେ କହିଲା ମୋର ୟୁଟ୍ଯୁବରେ ଅପଲୋଡ କରିବ ମୁଁ କହିଲି ମୁଁ କିଛି କରିନି ତୁ ଯାହା କରିବାର ଅଛି କର’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button