କ୍ରାଇମ

ବାବା କହିଲେ ରୋମାନ୍ସ କଲେ ଦେହ ଭଲ ହୋଇଯିବ, ଅନ୍ଧାର ରୁମ୍କୁ ନେଇ ୧୦ ମିନିଟ୍ ଧରି ନୂଆ ବୋହୁ ସହ ଏହି ଭଣ୍ଡ ବାବା ଯାହା କଲା ନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବା ଜଣେ କହିଛନ୍ତି ଯେ ରୋମାନ୍ସ କରିଲେ ଦେହ ଭଲ ହୋଇଯିବ । ଅନ୍ଧାର ରୁମକୁ ନେଇ ୧୦ ମିନିଟ ଦୁଉଷ୍କଅର୍ମ କରିଲା ପରେ କାଳେ ଯେତେସବୁ ରୋଗଥିବ ସବୁ ଭଲ ହୋଇଯିବ । ତେବେ ଏହିଭଳି ଘଟଣା ବରଗଡ ଭଟଳିଥାନା ଅନ୍ତର୍ଗତ ପାର୍ଲାଝୁରି ଗାଁ ରୁ ଆସିଛି ଏବଂ ବାବା ଜଣକ ହେଉଛନ୍ତି ସରକାରୀ ହାଇସ୍କୁଲର ଶିକ୍ଷକ ବିଜୟ ନାୟକ । ବାବୁ ବିଜୟ ଶିକ୍ଷକତା ସହିତ କମଗାଁ କମଗେଇ ମନ୍ଦିରରେ ବାବା ଭାବରେ ବେସ ପରିଚିତ । ମାତ୍ର ବର୍ତ୍ତମାନ ଏହି ବାବା ଜଣକ ବେସ ପରିଚିତ ।

କାରଣ ଜଣେ ମହିଳାଙ୍କୁ ସୁସ୍ଥ କରିଦେବା ନାଁରେ ବାବା ବିଜୟ ଦୁଉଷ୍କଅର୍ମ କରିଥିବା ଅଭିଯୋଗ ହୋଇଅଛି । ବେସ ପ୍ରଶିଦ୍ଧ ବିଜୟ ବାବା ଙ୍କ ଦେହରେ ମା’ କାମଗେଇ ପ୍ରକଟ ହୁଅନ୍ତି । ଏହା ଫଳରେ କୁଆଡେ ଅନେକ ଲୋକଙ୍କ ଦୁଖଃ ହରି ପାରନ୍ତି ସେ । ଏଣୁ ତାଙ୍କୁ ଗୁହାରି କରିବା ନିମନ୍ତେ ସହ ସହ ଭକ୍ତ ଛୁଟି ଆସନ୍ତି । ମାତ୍ର ବାବା ନିଜେ ରାବଣ ହୋଇ ରାମମୁଖା ପିନ୍ଧି ଭକ୍ତଙ୍କୁ ସାହାର୍ଯ୍ୟ କରନ୍ତି ।

ଯେମିତି ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ସହିତ ବରୁଆ ବାବାଙ୍କ ପାଖକୁ ଆସିଥିଲେ । ପ୍ରେମ ବିବାହ ପରେ ଦୀର୍ଘ ଦିନ ହେବ ନିଜ ଦେହ ବାରମ୍ବାର ଅସୁସ୍ଥ ହୋଇଥିବାରୁ କିପରି ସୁସ୍ଥ ହେବ ବୋଲି ବାବାଙ୍କୁ ଗୁହାରି କରିଥିଲେ ମାତ୍ର ବାବା ବିଜୟ ମହିଳାଙ୍କୁ ଦେଖିବା କ୍ଷଣି ତାଙ୍କୁ ଭଲ କରିଦେବେ ବୋଲି କହିଥିଲେ ଏବଂ କହିଥିଲେ ଯେ ମହିଳା ଦେହରେ କଳିଦେବୀ ଅଛନ୍ତି ସେଥିପାଇଁ ଅନ୍ଧାର ସ୍ଥାନକୁ ଯିବାକୁ ପଡିବ ।

ଏହାପରେ ଘର ପଛପଟକୁ ନେଇ ଅନ୍ଧାରରେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଏହିଭଳି ଧର୍ଷଣ କରିଛନ୍ତି ଏହି ବାବା ଜଣକ । ଏହାପରେ ଥାନାରେ ଆସି ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଅଭିଯୋଗ ପରେ ପୋଲିସ ବାବା ବିଜୟକୁ ଡାକ୍ତରୀ ପରୀକ୍ଷା କରି ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛି । ପୋଲିସର ଅଧିକ ତଦନ୍ତ ପରେ ବାବାର ଭାଣ୍ଡାମି ପଦାକୁ ଆସିପାରେ ବୋଲି ଲୋକେ କହୁଛନ୍ତି ।

ତେବେ ଏହିଭଳି ଯେ କେତେ ଯୁବତୀ ତଥା ମହିଳାଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ଶୋଷଣ କରିଥିବେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button