ଦେଶ ବିଦେଶ

କିପରି ହୋଇଥିଲା Michal Jackson ଙ୍କ ମୃତ୍ୟୁ, 90 % ଲୋକ ଜାଣି ନଥିବେ ଏହାର ସତ୍ୟତା…

ବନ୍ଧୁଗଣ ବଡ ବଡ ଲୋକଙ୍କ ଘରେ 24 ଘଣ୍ଟା ଗାର୍ଡ ମାନେ ରହିଥାନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଘର ବାହାରେ 24 ଘଣ୍ଟା ଡାକ୍ତର ମାନେ ଉପସ୍ଥିତ ରହୁଥିଲେ । ଏହି ବ୍ୟକ୍ତି ଖାଦ୍ୟ ଖାଇବା ପୂର୍ବରୁ ନିଜ ଖାଦ୍ୟକୁ ଚେକ୍ କରାଉ ଥିଲେ । ଏହି ବ୍ୟକ୍ତି ପାଣି ପିଇବା ପୂର୍ବରୁ ପାଣିର ଟେଷ୍ଟିଙ୍ଗ କରାଉ ଥିଲେ । ଏହି ବ୍ୟକ୍ତିଙ୍କ ଘରେ ଏସି ଜାଗାରେ ଆକ୍ସିଜେନ ଚ୍ୟାମ୍ବର ଥିଲା ।

ଏହି ବ୍ୟକ୍ତିଙ୍କ ପାଦ ଉଠିଲେ ପୁରା ଦୁନିଆ ଝୁମି ଯାଉଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ମାଇକେଲ ଜାକ୍ସନ । ବନ୍ଧୁଗଣ ମାଇକେଲ ଜାକ୍ସନ ନାମ ଶୁଣିଲେ ଆମ ମନରେ ରକ ଷ୍ଟାରର ଛବି ସୃଷ୍ଟି ହୋଇଯାଏ । ମାଇକେଲ ଜାକ୍ସନଙ୍କ ନାମ ଶୁଣିଲେ କୋଟି କୋଟି ଡ୍ୟାନ୍ସର ନିଜ ମୁଣ୍ଡ ନୂଆଇ ଥାନ୍ତି ।

ହେଲେ ବନ୍ଧୁଗଣ ମାଇକେଲଙ୍କ ଜୀବନରେ ଏମିତି କଣ ହେଲା ଯେ ସେ ବହୁତ କମ ବର୍ଷରେ ଏ ଦୁନିଆ ଛାଡି ଦେଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ମାଇକେଲଙ୍କୁ ସବୁବେଳେ ଗ୍ଲୋବ୍ସରେ ଦେଖିଥିବେ ସେ ଗ୍ଲୋବ୍ସ ଏଥିପାଇଁ ପିନ୍ଧନ୍ତି କାରଣ ସେ କାହାକୁ ଛୁଇଁବା ପାଇଁ ଚାହିଁ ନଥାନ୍ତି । ମାଇକେଲ ସବୁବେଳେ ନିଜ ମୁଣ୍ଡରେ କେପ୍ ଲଗାଇ ଥାନ୍ତି କାରଣ ସେ ସବୁବେଳେ ନିଜ ମୁହଁ ଲୁଚାଇବା ପାଇଁ ଚାହିଁ ଥାନ୍ତି ତେଣୁ ମାଇକେଲଙ୍କ ଘରେ ଗୋଟେ ବି ମିରର ନାହିଁ ।

କୁହାଯାଏ ମାଇକେଲ ଦିନକୁ ବହୁତ ଇଞ୍ଜେକ୍ସନ ନିଜ ଦେହରେ ଲଗାଉ ଥିଲେ କାରଣ ତାଙ୍କୁ ଇନଫେକ୍ସନ ପାଇଁ ବହୁତ ଭୟ ଥିଲା । ବନ୍ଧୁଗଣ ମାଇକେଲ ନିଜ ମୁହଁକୁ ଘୃଣା କରୁଥିଲେ ସେ ଭାବୁଥିଲେ ସେ ଦୁନିଆର ସବୁଠାରୁ ଅସୁନ୍ଦର ମଣିଷ । ମାଇକେଲଙ୍କ ପାଖରେ ବଡ ନାମ, ଟଙ୍କା ଓ ଫେମ ଥିଲା ସେଥିପାଇଁ ସେ ଅନେକ ଥର ପ୍ଲାଷ୍ଟିକ ସର୍ଜରୀ ବି କରିଛନ୍ତି । ସେ ନିଜ ଚେହେରାର ରଙ୍ଗ ବି ବଦଳାଇ ଦେଇଥିଲେ ।

ପିଲା ଦିନରେ ତାଙ୍କ ରଙ୍ଗ ଶ୍ୟାମଳ ଥିଲା ହେଲେ ପ୍ଲାଷ୍ଟିକ ସର୍ଜରୀ କରିବା ପରେ ସେ ଗୋରା ହେଇଗଲେ । ମାଇକେଲ 150 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁ ଥିଲେ ସେଥିପାଇଁ ତାଙ୍କ ଘରେ ଅନବରତ ଡାକ୍ତର ମାନେ ରହୁଥିଲେ । ତାଙ୍କ ଖାଦ୍ୟ ଆଉ ପାଣି ଚେକ୍ କରାଯାଉଥିଲା ତା ପରେ ମାଇକେଲ ଖାଉଥିଲେ । ଯେତେବେଳେ ମାଇକେଲ ଜାଣିଲେ ଆକ୍ସିଜେନ ଚ୍ୟାମ୍ବର ଭିତରେ ରହିବା ଦ୍ଵାରା ମଣିଷର ବୟସ ବଢେ ସେତେବେଳେ ମାଇକେଲ ଆକ୍ସିଜେନ ଚ୍ୟାମ୍ବର ନିଜ ଘରେ ବନେଇ ଦେଲେ ।

ହେଲେ ବନ୍ଧୁଗଣ ମାଇକେଲ ଯେତେବେଳେ ଏ ଦୁନିଆ ଛାଡି ଚାଲିଗଲେ ସେତେବେଳେ ଡାକ୍ତର ମାନେ ପୋଷ୍ଟ ମୋଟର୍ମ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ଶରୀରର ଅନେକ ହାଡ ଭାଙ୍ଗି ଯାଇଥିଲା । ପରେ ଜଣା ପଡିଥିଲା ଯେ ମାଇକେଲ ଅନେକ ଥର ପ୍ଲାଷ୍ଟିକ ସର୍ଜରୀ କରିବାରୁ ତାଙ୍କୁ ପୀଡା ହେଉଥିଲା । ଏହି ପୀଡାରୁ ମୁକ୍ତ ହେବା ପାଇଁ ସେ ଟ୍ୟାବଲେଟ ଖାଉଥିଲେ ହେଲେ ଓଭର ଡୋଜ ପାଇଁ ତାଙ୍କ ଶରୀର ଖରାପ ହେଇଗଲା ଯାହାଫଳରେ ସେ ମୃତ୍ୟୁ ବରଣ କରିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button