ଜୀବନଶୈଳୀ

ଯେତେବେଳେ ଗରିବ ମହିଳାଙ୍କ ଝୁମ୍ପୁଡିକୁ ଚେକିଙ୍ଗ ପାଇଁ ଗଲେ Collector, ଆଉ ତା’ପରେ ଯାହା ହେଲା ଶୁଣି ଚମକି ପଡିବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜୁଳି ପଇସା ଦେବା ପାଇଁ ଏହି ମହିଳା ଙ୍କ ନିକଟରେ ପଇସା ନଥିଲା । ଯେତେବେଳେ କଲେକ୍ଟର ତାଙ୍କୁ ଦେଖିଲେ ଏବଂ ତାଙ୍କ ଘରକୁ ଗଲେ ଏବଂ ଯେତେବେଳେ ଅନ୍ଧକାର ଦେଖିଲେ ସେତେବେଳେ କରିଲେ ଏଭଳି କିଛି ଯେ ଆପଣ ମଧ୍ୟ ଜାଣି ବାଃ ବାଃ କରିବାକୁ ଲାଗିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଘଟଣା ଟି ହେଉଛି ଛତିଶଗଡ ର ରାଜନନ୍ଦ ଗାଁ ର ।

ଏହି ଅଞ୍ଚଳର ଭୀମ ସିଂ ନାମକ ଜଣେ କଲେକ୍ଟର ସବୁ ଜାଗାକୁ ଯାଇ ନିରକ୍ଷଣ କରୁଥିଲେ । ସେ ସେହି ଗାଁ ର ଜଣେ ମହିଳା ଙ୍କୁ ବାହାରେ ବସିଥିବାର ଦେଖିବାକୁ ପାଇଲେ । ଏବଂ ସେହି ମହିଳା ଜଣକ ବହୁତ ଚିନ୍ତିତ ନଜର ଆସୁଥିଲେ । ସେ ସମସ୍ତଙ୍କ ସହିତ କଥା ହେଉଥିଲେ । ମାତ୍ର ମହିଳା ଜଣକ ମାଟିରେ ଘର ବାହାରେ ବସିଥିବା ର ଦେଖି କଲେକ୍ଟର ଭିମ ସିଂ ମହିଳା ଙ୍କ ପାଖକୁ ଗଲେ ।

ତାଙ୍କୁ ପଚାରିଲେ ତୁମେ କାହିଁକି ଏଠାରେ ବସିଛ ? ଏହାପରେ ମହିଳା ଜଣକ କୁହନ୍ତି ଯେ ମୋ ଘର ସଂପୂର୍ଣ୍ଣ ଭାବରେ ନଡିଆ ଗଛ ରେ ଢାଙ୍କି ହୋଇ ରହିଅଛି ଏବଂ ତାହା ଉପରେ ମାଟି ଲାଗିଛି ଏବଂ ଯେତେବେଳେ ବର୍ଷା ଆସୁଛି ସେତେବେଳେ ବହୁତ ଖରାପ ସ୍ଥିତି ହୋଇ ଯାଉଅଛି । ଏହାପରେ କଲେକ୍ଟର ମହିଳା ଙ୍କ ଘରକୁ ପଶିଗଲେ ।

ସେଠାରେ ସେ ଦେଖିବାକୁ ପାଇଲେ ଯେ ସତରେ ସେଠାରେ ବହୁତ ଅନ୍ଧକାର ଏବଂ ଏତେ ଛୋଟ ରୁମ ରେ ବହୁତ କଷ୍ଟ ରେ ରହୁଥାନ୍ତି ମହିଳା ଜଣକ । କଲେକ୍ଟର ମହିଳା ଜଣଙ୍କୁ ପଚାରିଲେ ଯେ ଏହା କଣ ତୁମ୍ଭେ ଜାଣିନାହଁ ଯେ ସରକାର ଙ୍କ ତରଫରୁ ବୃଦ୍ଧ ମହିଳା ଙ୍କ ନିମନ୍ତେ କିଛି ବିଶେଷ ସୁବିଧା ଉପଲବ୍ଧ ଅଛି ଯେ ମହିଳା ମାନଙ୍କୁ ନିର୍ଦ୍ଧିଷ୍ଟ ବିଜୁଳି ଫ୍ରି ରେ ଦିଆଯାଉ ଅଛି ।

ମହିଳା ଜଣଙ୍କ କୁହନ୍ତି ଯେ ଏହି ଯୋଜନା ସମ୍ବନ୍ଧରେ ମୁଁ ଜାଣିଛି ଏବଂ ମୋ ପୁଅ ଏହା କରି ନିଜ ଘରେ ବିଜୁଳି ନେଇ ଜାଳୁଛି । ଏହାପରେ କଲେକ୍ଟର ରାଗିଗଲେ । ପ୍ରଥମେ ସେ ମହିଳା ଜଣଙ୍କୁ ବିଜୁଳି ବ୍ୟବସ୍ଥା କରାଇଲେ । ଏହାପରେ ନିର୍ଦ୍ଧେଶ ଦେଇ ମହିଳା ଜଣଙ୍କର ପେନସନ ର ସୁବିଧା କରାଇଲେ ।

ବର୍ତ୍ତମାନ ମହିଳା ଜଣକ ନିଜେ ସକ୍ଷମ ଯେ ବିଜୁଳି ପଇସା ଦେଇ ନିଜେ ଭଲରେ ଖାଇ ବଞ୍ଚି ପାରିବ । ଏହି ଦୃଶ୍ୟ ଗାଁ ଲୋକେ ଦେଖି କହୁଛନ୍ତି ଯେ ଏହିଭଳି କଲେକ୍ଟର ସବୁ ଜିଲ୍ଲା ରେ ହେବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button