ଓଡିଶା

ରାସନ କାର୍ଡକୁ ନେଇ ଆସିଲା ବଡ ଖବର, Ration Card ଥିଲେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଏବେ ରାସନ କାର୍ଡଧାରୀଙ୍କ ପାଇଁ ଏକ ଜରୁରୀ ସୂଚନା ସାମ୍ନାକୁ ଆସିଛି । ଯଦି ଆପଣ ମାନଙ୍କ ପାଖରେ ରାସନ କାର୍ଡ ରହିଛି ତା ହେଲେ ଆପଣ ମାନଙ୍କ ପାଇଁ ଏହି ସୂଚନାଟି ଅତି ଗୁରୁତ୍ଵପୂର୍ଣ୍ଣ । ତେବେ ବନ୍ଧୁଗଣ ରାସନ କାର୍ଡକୁ ନେଇ ଏବେ ଆସୁଛି ଏକ ବଡ ଅପଡେଟ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ କିଛି ଲୋକଙ୍କ ରାସନ କାର୍ଡ ହୋଇପାରେ ବନ୍ଦ ଏନେଇ ସରକାରଙ୍କ ପକ୍ଷରୁ ଆସିଛି ନୂଆ ନିୟମ । ଯଦି ଆପଣ ଜଣେ ରାସନ କାର୍ଡ ଧାରକ ତା ହେଲେ ଏହା ଆପଣଙ୍କ ପାଇଁ ବଡ ଖବର ଅଟେ । ସରକାରଙ୍କ ପକ୍ଷରୁ କିଛି ନିୟମବଳିକୁ ରାସନ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ କୁହାଯାଇଛି । ଏହି ନିୟମକୁ ନେଇ ଆପଣ ଯଦି ଅଣ ଦେଖା କରନ୍ତି ତେବେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି ।

ଏହା ସହ ଆପଣଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରେ । କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଗରିବ ଲୋକ ମାନଙ୍କୁ ମାଗଣାରେ ରାସନ କାର୍ଡ ପ୍ରଦାନ କରଯାଇଥିଲା । ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମ ଗରିବ ପରିବାରଙ୍କ ପାଇଁ ବର୍ତ୍ତମାନ ମଧ୍ୟ ଲାଗୁ ରହିଛି । କିନ୍ତୁ ସରକାରୀ ସୂଚନା ଅନୁସାରେ ଜଣା ପଡିଛି ଯେ, ଅଧିକାଂଶ ଖାତା ଧାରକ ଏଥିପାଇଁ ଯୋଗ୍ୟ ନୁହନ୍ତି ଓ ମାଗଣାରେ ରାସନ ପାଇବାର ଲାଭ ଉଠାଉଛନ୍ତି ।

ଏହି ଯୋଜନା ଅନୁସାରେ ଅଧିକାଂଶ ଖାତା ଧାରକ ଏହି ସୁଯୋଗ ପାଇ ପାରୁ ନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ମାନେ ନିୟମ ବିରୋଧରେ ରାସନ କାର୍ଡର ବ୍ୟବହାର କରୁଛନ୍ତି ସେମାନେ ତୁରନ୍ତ କାର୍ଡଟିର ସରେଣ୍ଡର କରନ୍ତୁ ନଚେତ ସରକାରୀ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ ସମୟରେ ଜଣା ପଡିଲେ ଆପଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଏହା ସହିତ ଆପଣଙ୍କ କାର୍ଡକୁ କ୍ୟାନସେଲ ମଧ୍ୟ କରାଯିବ । ଏନେଇ ସରକାର ମଧ୍ୟ ନୂଆ ନିୟମ ଜାରି କରିଛନ୍ତି । ଯଦି ଆପଣ ଜଣେ ରାସନ କାର୍ଡଧାରୀ ଯୋଗ୍ୟ ହିତାଧିକାରୀ ନୁହନ୍ତି ଆଉ ରାସନ ଆପଣ ନେଉଛନ୍ତି ତା ହେଲେ ମଧ୍ୟ ଆପଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button