ପାକିସ୍ତାନକୁ ଜବାବ ଦେଲା ଶ୍ରୀଲଙ୍କା,ହାରିବା ପରେ ମୁଣ୍ଡକୁ ତଳକୁ କରି କାନ୍ଦିଲା ପାକିସ୍ତାନ
ହାରିଲା ପରେ ପଡିଆ ମଝିରେ କାନ୍ଦିଲା ପାକିସ୍ତାନ । ସଂଘର୍ଷ କରିଲା ପରେ ସେମି ଫାଇନାଲ ରେ ହାରିଲା । ପାକିସ୍ତାନ କୁ ଜବାବ ଦେଲା ଶ୍ରୀଲଙ୍କା ଦଳ । ହଁ ଦର୍ଶକ ବନ୍ଧୁ ମ୍ଯାଚ ହାରିବା ପରେ ମୁଣ୍ଡକୁ ତଳକୁ କରି କାନ୍ଦିଲା ପାକିସ୍ତାନ । ଡିଫେନ୍ଟିଙ୍ଗ ଚାମ୍ପିୟାନ ପାକିସ୍ତାନ କୁ ଧୂଳିସାତ କରିଲା । ଏବେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କରାଯିବ ଫାଇନାଲ ମ୍ଯାଚ । ଆଉ ସେହି ଫାଇନାଲ ମ୍ୟାଚ ପୁରା ଦେଖିବା ଭଳି ହୋଇଥିଲା ।
ଜୋରଦାର ପ୍ରତିଯୋଗୀତା ପରେ ଚାଲିଥିଲା ମ୍ଯାଚ । ଶେଷ ଓଭର ଯାଏଁ ଖେଳ ଚାଲିଥିଲା । ପୁରା ଟକରା ଟକରୀ ଉପରେ ଥିଲା ସେମି ଫାଇନାଲ ର ମ୍ଯାଚ । କିନ୍ତୁ ଶେଷରେ ବାଜି ମାରିଲା ଶ୍ରୀଲଙ୍କା । ପାକିସ୍ତାନ କୁ ଶେଷ ଓଭର ରେ ଚୌକା ମାରି ଚକମା ଦେଲା ଶ୍ରୀଲଙ୍କା । ହାରିଲା ପରେ ପଡିଆ ମଝିରେ ମୁଣ୍ଡ ତଳକୁ କରି କାନ୍ଦିଲେ ପାକିସ୍ତାନ ଖେଳାଳି । ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଥିଲା ସେମି ଫାଇନାଲ ମ୍ଯାଚ ।
ଆଉ ଏହି ମ୍ଯାଚରେ ଯିଏ ଜିତି ଥାନ୍ତା ସେ ଯାଇଥାନ୍ତା ଫାଇନାଲ କୁ । ତେବେ ବର୍ଷା କାରଣରୁ 42 ଓଭର ର ମ୍ଯାଚ ଖେଳା ଯାଇଥିଲା । ପାକିସ୍ତାନର ବ୍ୟାଟିଙ୍ଗ ପରେ ଶ୍ରୀଲଙ୍କାକୁ 252 ରନ କରିବାର ଥିଲା । ଯାହା ଶ୍ରୀଲଙ୍କା ପାଇଁ ଥିଲା ବହୁତ ସଂଘର୍ଷପୂର୍ଣ୍ଣ । ଯାଚ ଜିତିବା ପାଇଁ ଉଭୟ ଦଳ ସଂଘର୍ଷ କରିଥିଲେ । ହେଲେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଏହି ମ୍ଯାଚକୁ ହାତେଇ ନେଇଥିଲେ ।
ଶେଷ ଓଭର ଯାଏଁ ଯାଇଥିଲା ଖେଳ । ଶେଷ ଯାଏଁ ଠିକ ନ ଥିଲା କି ମ୍ଯାଚ କିଏ ଜିତିବ ? ହେଲେ ଶେଷ ବଳ ରେ ଚୌକା ମାରି ମ୍ଯାଚ କୁ ହାତେଇ ନେଇଥିଲା ଶ୍ରୀଲଙ୍କା । ଏହା ପରେ ପଡିଆ ମଝିରେ ଏକ ଭାବ ବିହ୍ଵଳ ଚିତ୍ର ଦେଖିବାକୁ ମିଳିଥିଲା । ଗୋଟେ ପରେ ଶ୍ରୀଲଙ୍କା ବିଜୟୀ ହୋଇଥିବା ବେଳେ ପାକିସ୍ତାନ ପଡିଆ ମଝିରେ ଠିଆ ହୋଇ କାନ୍ଦିଥିଲା ।
ସେପଟେ ଦେଖିଲେ ଆସନ୍ତା 17 ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଯାଉଛି ମ୍ଯାଚ । ଭାରତୀୟ ଦଳ ଟ୍ରଫି ଜିତିବାକୁ ପୁରା ପ୍ରସ୍ତୁତ କରି ସାରିଲାଣି । ତେବେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଖେଳ ହେବାକୁ ଯାଉଛି ଶେଷ ସୁପରଓପ ମ୍ଯାଚ । ହେଲେ ଏଥିରେ ହାର ଜିତ ର ପ୍ରଭାବ ଭାରତ ଉପରେ ପଡିବ ନାହିଁ । କାରଣ ବାଙ୍ଗାଲାଦେଶ ପୂର୍ବରୁ 2ଟି ମ୍ଯାଚ ଖେଳି ସାରିଛି ।