ବନ୍ଧୁଗଣ, ସୂଚନା ଅନୁଯାୟୀ କୌଣସି ଏକ ଗ୍ରାମରେ ଏକ ପରିବାରର ରୋଷେଇ ଘର ଭିତରେ ଚନ୍ଦ୍ର ନାଗ ନାମକ ଏକ ସାପ ପଶିଯାଇଥିଲା । ପରିବାର ଲୋକେ ଦେଖିବା ପରେ ଏ ନେଇ ସମସ୍ତ ବିବରଣୀ ସମ୍ବନ୍ଧରେ ଜାଣିବା ପରେ ସେମାନେ ସାପ ଉଦ୍ଧାରକାରୀ ଟିମ କୁ ଖବର ଦେଇଥିଲେ । ଏହାପରେ ସେମାନେ ଘରକୁ ଆସି ସାପ ଟିକୁ ଖୋଜିବାକୁ ଲାଗିଲେ । ସାପଟି ରୋଷେଇ ଘରେ ଥିବା ସିଲିଣ୍ଡର ପଛପଟେ ଲୁଚିଥିଲା । ସିଲିଣ୍ଡର କୁ ହଟାଇବାରୁ ସେ ସଙ୍ଗେ ସଙ୍ଗେ ସେଠାରୁ ଆଉ ଏକ ସ୍ଥାନକୁ ଯାଉଥିଲା ମାତ୍ର ତାହାର ଗର୍ଜନ ପ୍ରବଳ ଥିଲା ଏବଂ ସମସ୍ତେ ଦେଖି ଭୟଭୀତ ହୋଇଯାଇଥିଲେ । ସାପ ଉଦ୍ଧାରକାରୀ ଟିମ ଆଙ୍କୁଡା ସାହାର୍ଯ୍ୟରେ ସାପ ଟିକୁ କଢୁଥିବା ସମୟରେ ସାପ ଟି ଫଁ ଫଁ କରି ବିଷ କାଢୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ସାପ ବହୁତ ରାଗି ହୋଇଥିବା ବେଳେ ଏମାନଙ୍କ ବିଷ ମଧ୍ୟ ବହୁତ ମାରାତ୍ମକ ଅଟେ । A Millionaire From Bhubaneswar Shows How She Earns ₹1,440,000 Per Week BTC Income Viewers Had To Look Away When This Happened On Live Tv Buzz Day Prince William Wants His Mistress To Be Accepted By Royal Family Buzz Day World’s Strongest Typhoon Hits – Millions Left Reeling Buzz Day ଏମାନେ ସହଜରେ କାହାର ଜୀବନ ନେବାକୁ ବେସି ସମୟ ନେଇ ନଥାନ୍ତି । ତେବେ ବହୁତ ଚେଷ୍ଟା ଫଳରେ ସାପ ଉଦ୍ଧାରକାରୀ ଟିମ ଏହି ବିଷଧର ସାପଟିକୁ ଧରିବାରେ ସକ୍ଷମ ହେଲା । ସେ କହିଥିଲେ ଯେ ଏହିଭଳି ସାପ କୁ ଯଦି ଧରିବାକୁ ଜାଆନ୍ତି ତେବେ କିଛି ଭୁଲ ହେଲେ ଏହା ସଙ୍ଗେ ସଙ୍ଗେ କାମୁଡି ଦେଇଥାଏ । भुबनेश्वर: 75 साल की महिला ने बताया मधुमेह को हराने का घरेलु उपाय Insulux Diabetic Support Viewers Had To Look Away When This Happened On Live Tv Buzz Day Prince William Wants His Mistress To Be Accepted By Royal Family Buzz Day Ellen DeGeneres’s Partner: Shocking Facts You Didn’t Know Buzz Day ଏହି ସାପଟି ଘରେ ପ୍ରେବେଶ କରିଥିଲା ମାତ୍ର ଭାଗ୍ୟବଶତ କାହାର କ୍ଷତି ହୋଇନାହିଁ । କୋବ୍ରାର ଶରୀର ସଂପୂର୍ଣ୍ଣ ଭାବରେ ଅଲଗା ରହିଥାଏ । ତେବେ ପ୍ରତ୍ୟକ ବ୍ୟକ୍ତି ଙ୍କୁ ଜଣାଥାଏ ଯେ ଏହାର ଦୁଇ ପ୍ରକାରର ଜହର ରହିଥାଏ, ଗୋଟିଏ ହେଉଛି ନ୍ୟୁରୋ ଟକସିକ ଏବଂ ସାଇକୋ ଟକସିକ । ଏହା ଯେତେବେଳେ ମଧ୍ୟ ନିଜର ପାଟି ଖୋଲିଥାଏ ସେତେବେଳେ ସେ ଜହର ନିଶ୍ଚିତ ଭାବରେ ପକାଇଦେଇଥାଏ । ଏବଂ ଆଖି ଉପରେ ଏହା ବିଶେଷ ଭାବରେ ଜହର ପକାଇବାକୁ ପ୍ରୟାସ କରିଥାଏ । ଏଭଳି ହେଲେ ବ୍ୟକ୍ତି ଅନ୍ଧ ହୋଇଯାଇଥାଏ । ଏହା ବିଶେଷ କରି ଓଡିଶା ର ଭଦ୍ରକ ରେ ଦେଖିବାକୁ ମିଳିଥାଏ । ବହୁତ ବିଷଧର କୋବ୍ରା ମିଳିଥାଏ । ମାତ୍ର ଆଗରୁ ସାପ କୁ ମାରି ଦେଉଥିଲେ କିନ୍ତୁ ବର୍ତ୍ତମାନ ସାପ କୁ ମାରୁ ନାହାଁନ୍ତି, ସୋ-ସି-ଆ-ଲ ମି-ଡି-ଆ କାରଣରୁ ସାପ କୁ ବଞ୍ଚାଯାଉଛି । ଆପଣ ଘର ଆଖ ପାଖ ସଫା ରହିବା ସହିତ ନିଜେ ସାବଧାନତା ସହିତ ଜୀବନ ଜାପାନ କରନ୍ତୁ । ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଆପଣଙ୍କ ଘରେ ଛୋଟ ଛୋଟ ପିଲା ମାନଙ୍କ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ । କାରଣ ଏହିଭଳି ସାପ ଦଂଶନରେ ଅନେକ ଶିଶୁ ଙ୍କ ଜୀବନ ଚାଲି ଯାଇଥିବାର ସୂଚନା ମିଳିଛି ।

ବନ୍ଧୁଗଣ, ସୂଚନା ଅନୁଯାୟୀ ଡ଼ିରେକ୍ଟର ସୁଧାକର ବସନ୍ତ ଙ୍କ ଫଟୋ ଅର୍ଚ୍ଚନା ଙ୍କ ସହିତ ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଏହାକୁ ନେଇ ସେ କହିଛନ୍ତି ଯେ ଗୋଟିଏ ଦିନରେ ୧୦ ରୁ ୧୫ ଲୋକ ଆସି ଫଟୋ ନେଉଛନ୍ତି । ସେହିଭଳି ଅର୍ଚ୍ଚନା ମଧ୍ୟ ତାଙ୍କ ସହିତ ଫଟୋ ନେଇଛନ୍ତି । କରୋନା ପରେ ସତ୍ୟବିହାରରେ ତାଙ୍କ ସାଙ୍ଗ ଙ୍କର ଗୋଟିଏ ଷ୍ଟୂଡିଓ ଥିଲା ଏଡିଟିଂ ଷ୍ଟୂଡିଓ ତାହା ଥିଲା ।

ଏଡିଟିଂ କରିଲା ବେଳକୁ ଗୋଟିଏ ଭଲ ରିଚ ଘର ଦେଖିବାକୁ ମିଳିଥିଲା । ଭିତରକୁ ଯାଇ ଦେଖିଲା ବେଳକୁ ସେଠାରେ ଅର୍ଚ୍ଚନା ରହିଥିଲା । ଘର ବହୁତ ଭଲ ଥିଲା ତଥା ସୁ-ଟି-ଙ୍ଗ ନିମନ୍ତେ ବହୁତ ସୁବିଧା ମଧ୍ୟ ଥିଲା । “ପ୍ରେମିକାୟ ନମଃ” ଗୋଟିଏ ଫିଲ୍ମ ରେ ଏହିଭଳି ଘରର ଆବଶ୍ୟକତା ଥିଲା । ଏଣୁ ସେହି ଘର ନିମନ୍ତେ ଅର୍ଚ୍ଚନା ଙ୍କୁ କହିଥିଲେ ଏବଂ ସେଠାରେ ସୁ-ଟି-ଙ୍ଗ ମଧ୍ୟ କରିଥିଲେ କେବଳ ଗୋଟିଏ ଦିନ ବୋଲି କହିଛନ୍ତି ସୁଧାକର ବସନ୍ତ ।
ସେ କହିଛନ୍ତି ଯେ ଅନ୍ୟ ପ୍ରଡ୍ୟୁସର ଯେଉଁଭଳି ଭାବରେ ପଶିଛନ୍ତି, ସେହିଭଳି ଭାବରେ ଅର୍ଚ୍ଚନା କୌଣସି ପ୍ରକାରର ଅଫର ଦେଇନଥିଲେ । କେବଳ ୧ ରୁ ୨ ଦିନ ମଧ୍ୟରେ ଭେଟା ହୋଇଥିଲା ଉଭୟଙ୍କର । ଅର୍ଚ୍ଚନା ସକାଳେ ଆସି ରୁମ ସବୁ ଖୋଲା କରିଦେଲେ ଏବଂ ଏହାପରେ ଉପରକୁ ଚାଲିଯାଇଥିଲେ । ମାତ୍ର ସମୁଦାୟ କେତେଜଣ ଏହି କେସ ରୁ ବାହାରିଲେଣି ତାହା କହିବା ଅସମ୍ଭବ ।
ଏହାକୁ ନେଇ ସୁଧାକର କହିଛନ୍ତି ଯେ ସିନେମା ଅଲଗା ଏବଂ ଏହି ଜିନିଷ ସଂପୂର୍ଣ୍ଣ ଭାବରେ ଅଲଗା । ମାତ୍ର ଏ ସମ୍ବନ୍ଧରେ ସେ ବିଶେଷ କିଛି କହିବାକୁ ଚାହୁଁନାହାଁନ୍ତି, କାରଣ ପୋଲିସ ଏ ସମ୍ବନ୍ଧରେ ତଦନ୍ତ କରୁଛି । ଏହି କଥାରେ କେତେ ସତ୍ୟତା ରହିଛି ତଥା କେତେ ମିଥ୍ୟା ରହିଛି ତାହା ପୋଲିସ ନିଶ୍ଚିତ ଭାବରେ ବାହାର କରିବ ।

ମାତ୍ର ଅନ୍ୟ ଡ଼ିରେକ୍ଟର କହିଛନ୍ତି ଯେ ନୋନଓଡିଆ ଡ଼ିରେକ୍ଟର ଆସିବା ଫଳରେ ଏହିଭଳି ଓଡିଆ ଇଣ୍ଡଷ୍ଟ୍ରୀ ଆଗକୁ ଯାଇ ପାରୁ ନାହିଁ, ତେବେ ଏହି କଥା ଶୁଣି ସୁଧାକର କହିଲେ ଯେ ନୋନଓଡିଆ ଡିରେକ୍ଟର ଆଗରୁ ମଧ୍ୟ ଥିଲେ, ଏବଂ ସେମାନେ ବହୁତ ଭଲ ଫିଲ୍ମ ମଧ୍ୟ ଦେଇଛନ୍ତି ।
ଟ୍ୟାଲେଣ୍ଟ ନଥିଲେ କେହି କିଛି କରି ପାରିବେ ନାହିଁ । ତେବେ ଅର୍ଚ୍ଚନା ସହିତ ଫଟୋ କୁ ନେଇ କହିଛନ୍ତି ଯେ ଅଯଥାରେ କାହା ସହିତ ଫଟୋ ଉଠାଇବା କଥା ନୁହେଁ, କାରଣ କିଏ କେତେବେଳେ କଣ କରୁଛି ତାହା ଆମ୍ଭେ ଜାଣି ନଥାଉ ଏଣୁ ସାବଧାନ ରୁହନ୍ତୁ ।



