ବିଚାର

ଗରିବ ହବାରୁ ଏବଂ ଅଘଟଣରୁ ବଞ୍ଚିବା ପାଇଁ ଜାଣନ୍ତୁ ବୁଧବାରକୁ କେଉଁ ୮ଟି କାମ କରିବା ଉଚିତ ନୁହେଁ

ସପ୍ତାହ ରେ ୭ଟି ଦିନ ହୋଇ ଥାଏ ପ୍ରତେକ ବାର କିଛି ନା କିଛି ପାଇଁ ବିଶେଷ ହୋଇ ଥାଏ, ଯାହାର ପ୍ରଭାବ ଆମ ଜାତକ ଏବଂ ଗ୍ରହ ନକ୍ଷତ୍ର ଉପରେ ପଡି ଥାଏ । ଶାସ୍ତ୍ର ଅନୁଯାଇ ବୁଧବାର ଦିନ ଭଗବାନ ଗଣେଶଙ୍କ ଉପାସନା ପାଇଁ ଉତ୍ତମ ବୋଲି କୁହା ଯାଇଛି, ଏହି ଦିନ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରା ଯାଇ ଥାଏ ଏବଂ ଏହା ସହ ସବୁ ପ୍ରକାର କଷ୍ଟ ନିବାରଣ କରିବା ପାଇଁ ବିଶେଷ ଅନୁରୋଧ ମଧ୍ୟ କରା ଯାଇ ଥାଏ ।

ବୁଧବାର ଦିନ ଗଣେଶ ଠାକୁରଙ୍କ ସହ ବୁଧ ଦେବଙ୍କର ମଧ୍ୟ ପୂଜା ହୋଇ ଥାଏ ।

ଯେମିତି ଗଣେଶ ଠାକୁରଙ୍କ ପୂଜା ବିଧାନ ଅଲଗା ପ୍ରକାର ହୋଇ ଥାଏ ସେମିତି ବୁଧଦେବଙ୍କ ପୂଜା ପାଇଁ ଅଲଗା ବିଧାନ ଅଛି, ବୁଧବାର ଦିନ ବୁଧଦେବଙ୍କ ପୂଜା ଅର୍ଚନା କରି ତାଙ୍କୁ ପ୍ରଶନ କରା ଯାଇ ପାରେ ଏବଂ ବୁଧ ଠାକୁରଙ୍କ ଦ୍ଵାରା ବୁଦ୍ଧି, ବଳ ଏବଂ ଧନ ପ୍ରାପ୍ତି କରା ଯାଇ ପାରେ ।

ଆସନ୍ତୁ ଏବେ ଜାଣିବା ବୁଧବାର ଦିନ କଣ ନକରିବା ଉଚିତ :

– ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ବୁଧବାର ଦିନ ପାନ ଇତ୍ୟାଦି ସେବନ କରିବା ଉଚିତ ନୁହେଁ ।

– ଯଦି ଆପଣ ନୂଆ ଜୋତା ବା କପଡା କିଣିବା ପାଇଁ ଯାଉଛନ୍ତି ତେବେ ବିଶେଷ କରି ଧ୍ୟାନ ରଖନ୍ତୁ ଯେ ସେହି ଦିନ ବୁଧବାର ନଥାଉ ।

– ବୁଧବାର ଦିନ ଭୁଲରେ ବି କନ୍ୟାକୁ ଅପମାନିତ କରନ୍ତୁ ନାହିଁ, ଯଦି ପାରୁଛନ୍ତି ତେବେ ଛୋଟ ଝିଅଙ୍କୁ ବୁଧବାର ଦିନ ଉପହାର ଦିଅନ୍ତୁ ନଚେତ ଅଳପ ଟଙ୍କା ମଧ୍ୟ ଦେଇ ଦିଅନ୍ତୁ ।

– ବୁଧବାର ଦିନ ଭୁଲରେ ବି କୌ କିନ୍ନରମାନଙ୍କ ମଜା ଉଡାନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଭଉତ ଖରାପ ହୋଇ ପାରେ ।

– ବୁଧବାର ଦିନ ଭୁଲରେ ମଧ୍ୟ କ୍ଷୀର ପୋଡନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ଅଟେ ।

– ଏହା ମଧ୍ୟ କୁହା ଯାଇଛି ଯେ ବୁଧବାର ଦିନ ଟୁଥପେଷ୍ଟ, ବ୍ରସ ବା ଅନ୍ୟ ଦେହ ଲଗା ଜିନିଷ କିଣନ୍ତୁ ନାହିଁ ।

– ବୁଧବାର ଦିନ ଝିଅ ବିଦା କରିବା ଆପଣଙ୍କ ଓ ଆପଣଙ୍କ ଝିଅ ପାଇଁ ଦୁଖ ଖବର ହୋଇ ପାରେ ସେଥିପାଇଁ ବୁଧବାର ଦିନ ଝିଅ ବିଦା କରନ୍ତୁ ନାହିଁ ।

– ସବୁ ଠାରୁ ମହତ୍ଵପୂର୍ଣ କଥା ପୁରୁଷଙ୍କୁ କେବେ ବି ନିଜ ଶଶୁର ଘରେ ବୁଧବାର ଦିନ ଯିବା ଉଚିତ ନୁହ, ଏମିତି କଲେ ତାଙ୍କ ଇଜତ କମି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button