ରାଶିଫଳ

ଜାଣନ୍ତୁ କାହିଁକି ହୋଇଥାଏ ସବୁବେଳେ ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ଝଗଡା?

ଜାଣନ୍ତୁ କାହିଁକି ହୋଇଥାଏ ସବୁବେଳେ ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ଝଗଡା।

ଯେତେବେଳେ କେହି ପ୍ରେମ କରେ ଆରମ୍ଭରେ ତାଙ୍କୁ ସବୁକଥା ଭଲ ଲାଗିଥାଏ କିନ୍ତୁ ସମୟ ବିତିବା ସହ ଏହା ବଦଳିବାକୁ ଲାଗିଥାଏ .କାରଣ ପ୍ରେମ ଭାବି ଚିନ୍ତିକି କରାଯାଏ ନାହିଁ . କିନ୍ତୁ ଯେବେ ପ୍ରେମର ପ୍ରକୃତ କଥା ସାମ୍ନା କୁ ଆସେ ସେତେବେଳେ ପ୍ରେମରୁ ହିଁ ବିଶ୍ୱାସ ଉଠିଯାଇଥାଏ . ତେବେ ଏସବୁ ହେବ ପଛରେ ରାଶିମାନଙ୍କର ବହୁତ ବଡ ହାତ ଥାଏ. ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିରେ ପ୍ରେମ ହେଲେ କଣ ହୁଏ

 

ଦୁଇ ରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ଝଗଡା।

1. ବୃଷ ଆଉ ସିଂହ ରାଶି – ଏହି ଦୁଇ ରାଶି ମଧ୍ୟରେ ଝଗଡା ସେତେବେଳେ ହୁଏ ଯେତେବେଳେ ସେମାନେ ନିଜ ସମ୍ପର୍କ କୁ ବୁଝିବାରେ ଅସଫଳ ହୁଅନ୍ତି. କାହିଁକି ନା ସିଂହ ରାଶିର ଇଚ୍ଛା ବୃଷ ରାଶିର ଲୋକ କରିପାରନ୍ତି ନାହିଁ ସେଇପରି ସିଂହ ରାଶିର ଲୋକ ନିଜ ସ୍ୱାର୍ଥ ପାଇଁ ବୃଷ ରାଶିର ଲୋକଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପ୍ରେମ କରି ପାରନ୍ତି ନାହିଁ .ଏହି କାରଣ ଯୋଗୁ ଏମାନଙ୍କ ଭିତରେ ଝଗଡା ହୋଇଥାଏ.

2. ମେଷ ରାଶି ଓ ବୃଷ ରାଶି – ମେଷ ରାଶିର ର ଲୋକ ବହୁତ ଆତ୍ମବିଶ୍ଵାସୀ ହୋଇଥାନ୍ତି ତେଣୁ ସେ ଯଦି ହିଁ ଆବେଗପ୍ରବଣ ହୋଇଯାଇଥାନ୍ତି ଏବଂ ଆଉ କାହା କଥା ଶୁଣିବା ହିଁ ସେମାନଙ୍କୁ ପସନ୍ଦ ନ ଥାଏ .ସେହିପରି ବୃଷ ରାଶିର ଲୋକ ଙ୍କ ର ଦୃଷ୍ଟିକୋଣ ଭଲ ହୋଇଥାଏ ସେଥିପାଇଁ ସେ ତାଙ୍କ ପ୍ରେମକୁ ନେଇ ଚିନ୍ତିତ ଥାନ୍ତି ଏହି କାରଣ ପାଇଁ ଦୁଇ ଜଣଙ୍କ ଭିତରେ ଜଗଦା ହୋଇଥାଏ .

3.କର୍କଟ ରାଶି ଓ ମକର ରାଶି – ଏହି ଦୁଇ ରାଶିର ଲୋକ ଙ୍କ ବିଚାର ଶକ୍ତି ଅଲଗା ଅଲଗା ହୋଇଥାଏ . ଏହି ଦୁଇ ରାଶିର ର ଜାତକ ନିଜକୁ ପ୍ରେମ କରିଥାନ୍ତି କିନ୍ତୁ ସେଥିପାଇଁ ଜଗଦା ହେବ ତ ସ୍ୱାଭାବିକ ହୋଇଥାଏ କାରଣ ମକର ରାଶିର ଲୋକ ଭିତରେ ସାହିବ ଶକ୍ତି ବହୁତ ଥାଏ ଓ ସେମାନେ ବହୁତ ସ୍ଥିର ହୋଇଥାନ୍ତି ସେଇଠି କର୍କଟ ରାଶିର ଲୋକ ମାନେ ସବୁବେଳେ ସ୍ବପ୍ନ ଦେଖିଥାନ୍ତି.

4. ବୃଷ ରାଶି ଓ ମିଥୁନ ରାଶି – ଏହି ଦୁଇ ରାଶି ର ଲକ ମାନଙ୍କ ଭୀତର ଯଦି ପ୍ରେମ ହୋଇଥାଏ ତେବେ ଏହାର ପ୍ରଭାବ ଆଖ ପାଖରେ ଥିବା ଲୋକଙ୍କ ଉପରେ ପଡିଥାଏ .କାରଣ ମିଥୁନ ରାଶିର ଲୋକ ଙ୍କ ସ୍ଵଭାଵ ଉଗ୍ର ହୋଇଥାଏ ଆଉ ବୃଷ ରାଶିର ଲୋକ ମାନେ ବିଚାରଶୀଳ ହୋଇଥାନ୍ତି. ଏଥି ପାଇଁ ଏ ଦୂଇ ରାଶିର ଲୋକ ଚାହିଁଲେ ବି ନିଜ ନିଜ ଉପରେ ଭରସା କରିପାରନ୍ତି ନାହିଁ .ତେଣୁ ବହୁତ ଜଗଦା ହୁଏ .

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button