ଦେଶ ବିଦେଶ

ଦୀପାବଳି ପୂର୍ବରୁ ଏହି ବ୍ୟକ୍ତି କଲେ କିଛି ଏପରି କାମ, ଯାହାକୁ ସମସ୍ତେ କରୁଛନ୍ତି ସଲାମ

ଦେଶରେ ଦୀପାବଳି ର ପର୍ବ ବଡ ଧୂମ ଧାମ ରେ ପାଳନ କରାଯାଏ । ଏହି ଦିନ କିଛି ଲୋକ ନିଜ ପାଇଁ କିଛି ନା କିଛି ଉପହାର କିଣିଥାନ୍ତି, ତ ସେଇଠି ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଦୀପାବଳି ପାଳନ କରନ୍ତି ନାହିଁ । ଆଜ୍ଞା ହଁ ଭାରତରେ ଗରିବଙ୍କ ସଂଖ୍ୟା ବହୁତ, ଏବଂ ଏମିତି କିଛି ଗରିବ ଅଛନ୍ତି ଯେଉଁମାନେ ଦୀପାବଳି ଦିନ ଦୀପ ମଧ୍ୟ ଜଳାଇ ପାରନ୍ତି ନାହିଁ । ସେମାନଙ୍କ ପିଲାମାନେ ଆପଣଙ୍କ ଭଳି ଦୀପାବଳି ରେ ନୂଆ ଡ୍ରେସ ପିନ୍ଧି ପାରନ୍ତିନୀ କି ସାମାନ୍ୟ ମିଠେଇ ତେ ମଧ୍ୟ ଖାଇ ପାରନ୍ତିନୀ । ସେମାନଙ୍କ ପାଇଁ ଏହି ସବୁ ପର୍ବ ସାଧାରଣ ଦିନ ଭଳି ହିଁ ହୋଇଥାଏ ।

ଦୀପାବଳି ବହୁତ ବଡ ପର୍ବ ଅଟେ । କେଉଁମାନେ ଧୂମ ଧାମ ରେ ଏହି ପର୍ବ ଫଳନ୍ତି ତ କେଉଁମାନେ ପାଳନ କରିବାକୁ ଅକ୍ଷମ ଅଟନ୍ତି । ସେଥିପାଇଁ ଯେଉଁମାନେ ଆର୍ଥିକ ସକ୍ଷମ ସେମାନେ ଏହି ଦିନ ଗରିବ ମାନଙ୍କୁ କିଛି ନା କିଛି ଦାନ କରିବା ମାନବିକତା ଅଟେ । ଆଜି ଆମେ ଆପଣଙ୍କୁ ଏକ ସେହି ଭଳି ବ୍ୟକ୍ତି ଙ୍କ ବିଷୟରେ କହିବୁ ଯିଏ ଏମିତି କଛି କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ । ଗୋଟେ ଟ୍ବିଟ ରୁ ପ୍ରେରଣା ପାଇଁ ଏହି ବ୍ୟକ୍ତି ଗରିବ ମାନଙ୍କ ଘରେ ଖୁସି ବାଣ୍ଟି ଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ଜଣକ କିଏ ଓ ସେ କଣ କରିଛନ୍ତି ।

ସେହି କ୍ତିର ନାମ ହେଲା ସୂରଜ ଚୋଖାନୀ

ସୋଶଲ ମିଡିୟା ରେ ସୂରଜ ଚୋଖାନୀ ନାମ କ ବ୍ଯକ୍ତିର ବହୁତ ପ୍ରଶଂସା କରାଯାଉଛି । ସୂରଜ ଚୋଖାନୀ ଏହି ଦୀପାବଳିର ଅର୍ଥ ବୁଝାଇଛନ୍ତି ଯେ ସମସ୍ତଙ୍କ ସହ ଖୁସି ବାଣ୍ଟିବା । କୋଲକାତାରେ ରହୁଥିବା ସୂରଜ ଚୋଖାନୀ ହର୍ଷ ଗୋୟନ୍କା ଙ୍କ ଟ୍ବିଟ ରୁ ପ୍ରେରିତ ହୋଇ କିଛି ଏମିତି କରିଛନ୍ତି କି ଲୋକ ସୋଶଲ ମିଡିୟା ରେ ତାଙ୍କର ପ୍ରଶଂସାର ସୁଅ ଛୁଟେଇଛନ୍ତି ।

ହର୍ଷ ଗୋୟନ୍କା ଙ୍କ ଟ୍ବିଟ ରୁ ପ୍ରେରିତ ହୋଇ ସୂରଜ ଛୋଟ ପିଲା ମାନଙ୍କୁ ଚକଲେଟ ଓ ମିଠା ଦେଇଛନ୍ତି । ସେ ପ୍ରାୟ ସାମାଜିକ କାର୍ଯ୍ୟରେ ଆଗ୍ରହ ରଖନ୍ତି ।

 

ଆଜ୍ଞା ହଁ ହର୍ଷ ଗୋୟନ୍କା କିଛି ଦିନ ତଳେ ଟ୍ବିଟ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ କି ଏହି ଦୀପାବଳି ରେ ଲୋକମାନେ ନିଜ ଗାଡିରେ ଗିଫ୍ଟ ଆଉ ଚକଲେଟ ନେଇ ବୁଲାନ୍ତୁ ଏବଂ ସେମାନଙ୍କୁ ଦିଅନ୍ତୁ ଯେଉଁମାନେ ଦୀପାବଳି ରେ ସେହି ପିଲା ମାନଙ୍କୁ ଦିଅନ୍ତୁ ଯେଉଁମାନେ ଦୀପାବଳି ପାଳନ କରିପାରୁ ନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button