ନୀତି

Vastu Tips- ତୁଳସୀ ଗଛ ରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ। ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ଚମତ୍କାର, ହେବ ଖାଲି ଧନର ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ଏକ ଉପାୟ ସମ୍ବନ୍ଧରେ ଯାହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ସର୍ବଦା ବନି ରହିବ ଏବଂ ଘରେ ଧନ ର ବର୍ଷା ହେବ। ବନ୍ଧୁଗଣ ଗଛ ଲଗାଇବା ହେଉଛି ସବୁଠାରୁ ପୂଣ୍ୟ କାର୍ଯ୍ୟ। ଘରେ ଗଛ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଏହାସହିତ ଘରେ ଗଛ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରହିଥାନ୍ତି। ଘରେ ଗଛ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ ଏବଂ କେବଳ ଏତିକି ନୁହେଁ । ଏହାସହିତ ଗଛ ଘରର ସୌନ୍ଦର୍ଯ୍ୟ କୁ ବଢ଼ାଇ ଥାଏ ଏବଂ ଆକର୍ଷିତ କରିଥାଏ।

ବନ୍ଧୁଗଣ ଘରେ ତୁଳସୀ ଗଛ ଏବଂ ମନିପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଆଜି ଆମେ ଆପଣଂକୁ ଏହି ଦୁଇଟି ଗଛ କୁ ନେଇ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବୁ ଯାହା ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ସର୍ବଦା ଧନର ବର୍ଷା ହେବ।

ବନ୍ଧୁଗୁଣ ତୁଳସୀ ଗଛ କୁ ସବୁଠାରୁ ପବିତ୍ର ବୋଲି କୁହାଯାଏ। ତୁଳସୀ ଗଛ ଘରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହି ଗଛ ଘରେ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ କାରଣ ଏହି ଗଛ ଘରେ ଲଗାଇଲେ ଏହା ଏକ ଶୁଦ୍ଧ ବାତାବରଣ ସୃଷ୍ଟି କରିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ। ଏହାର ପତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ବନ୍ଧୁଗଣ ତୁଳସୀ ଗଛ ସହିତ ମନିପ୍ଲାଣ୍ଟ ମଧ୍ୟ ଘର ପାଇଁ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏହି ଗଛ ଘରେ ସୁଖ ସମୃଦ୍ଧି ସ୍ଥାପନ କରିଥାଏ ଏବଂ ଏହି ଗଛ ଘରେ ଲଗାଇବା ଦ୍ଵାରା ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ।ଏହି ଗଛ ଘରେ ଲଗାଇବା ଦ୍ଵାରା ଆପଣଙ୍କ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ହୋଇଥାଏ ଏବଂ ଆପଣଙ୍କ ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ।

ତେବେ ବନ୍ଧୁଗଣ ଆପଣ ଏହି ଉପାୟ ଟି କୁ ମନିପ୍ଲାଣ୍ଟ ଗଛ ସହିତ କରନ୍ତୁ। ଯଦି ଘରେ ଏହି ଗଛ ନାହିଁ ତେବେ ଆପଣ ତୁଳସୀ ଗଛ ସହିତ କରନ୍ତୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ସମ୍ବନ୍ଧରେ।
ପ୍ରଥମେ ଆପଣ ତୁଳସୀ ଗଛ ଅଥବା ମନିପ୍ଲାଣ୍ଟ ଗଛ କୌଣସି ବୋତଲ ବା କୁଣ୍ଡ ରେ ଲଗାନ୍ତୁ। ଏହାପରେ ଏଥିରେ ଲାଲ ରଙ୍ଗର ସୂତା ବା ରିବନ ବାନ୍ଧି ଦିଅନ୍ତୁ।

ବନ୍ଧୁଗଣ ଲାଲ ରଙ୍ଗ ଶୁଭ ର ପ୍ରତୀକ ହୋଇଥାଏ। ଏହି ରଙ୍ଗ ର ସୂତା ବା ରିବନ ଏହି ଦୁଇ ଗଛ ରେ ଲଗାଇବା ଦ୍ଵାରା ଏହା ଘରେ ସକରାତ୍ମକ ଶକ୍ତି କୁ ପ୍ରବେଶ କରାଇଥାଏ ଏବଂ ସମସ୍ତ ନକରାତ୍ମକ ଶକ୍ତି କୁ ନଷ୍ଟ କରିଥାଏ। ଏପରି କରିବା ଦ୍ଵାରା ଘରେ ସୁଖ ଏବଂ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ। ତେବେ ବନ୍ଧୁଗଣ ବିଳମ୍ବ ନକରି ତୁରନ୍ତ ଏହି ଉପାୟକୁ ପ୍ରୟୋଗ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button