ବିଚାର

Chanakya Neeti- ଯିଏ ଯେତେବି ମାଗିଲେ ବି ଭୁଲରେ ବି କାହକୁ ଏହି ଜିନିଷ ଦେବେ ନାହିଁ, ନେହେଲେ ପସ୍ତେଇବେ

ଚାଣକ୍ୟ ନୀତି ଚାଣକ୍ୟ ଅନକେ ଦ୍ଵାରା ଏକ ନୀତି ଗ୍ରନ୍ଥ ଅଟେ ଏଥିରେ ଚାଣକ୍ୟ ମନୁଷ୍ୟ ଜୀବନର ସାମାଜିକ ବ୍ୟବହାର ର ସବୁ ନିୟମ ବିଷୟରେ ବର୍ଣନା କରିଛନ୍ତି । ଚାଣକ୍ୟ ତାଙ୍କର ଏହି ନୀତି ଦ୍ଵାରା ଚନ୍ଦ୍ର ଗୁପ୍ତ ମୋରଜ୍ୟକୁ ରାଜ ଗାଦିରେ ବସାଇ ପାରିଥିଲେ । ଚାଣକ୍ୟଙ୍କ ଏହି ନୀତି ଆପଣଙ୍କ ଜୀବନରେ କୌଣସି ନା କୌଣସି କାମରେ ଆସିଥାଏ । ଆମ ଶାସ୍ତ୍ର ରେ ବର୍ଣନା କରାଯାଇଛି କି ଏମିତି କିଛି ଜିନିଷ ଦାନ କରିବା ଉଚିତ ନୁହେଁ ଯଦି ଏହି ଜିନିଷ କୁ ଦାନ କରାଯାଏ ତେବେ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ ।

ସାଧାରଣ ଭାବେ ଆପଣ ଜାଣିଥିବେ କି ଯେଉଁ ମାନାନକର ମୃତ୍ୟୁ ହୋଇଯାଏ ସେମାନଙ୍କର ବ୍ୟବହାର କରୁଥିବା ଜିନିଷକୁ ଦାନ କରିଦିଆ ଯାଏ ଅଥବା ଏହାକୁ ନଷ୍ଟ କରିଦିଆ ଯାଏ । କିନ୍ତୁ ଯେଉ ଜିନିଷକୁ ବ୍ୟବାହର କରାଯାଏ କଣ ଏହାକୁ ଦାନ କରାଯାଏ । ତ ଆସନ୍ତୁ ଆଜି ଜାଣିବା କେଉଁ ଜିନିଷକୁ ଆମକୁ ଦାନ କରିବା ଉଚିତ ନୁହେଁ ।

ଘଡି

ଘଡି ଦ୍ଵାରା ଆମେ ସମୟ ଜାଣି ଥାଉ । ଭଲ ବା ଖରାପ ଏହା ଆପଙ୍କ ପରିସ୍ଥିତି ଉପରେ ନିର୍ଭର କରିଥାଏ । କିନ୍ତୁ ଘଡି ଯାହାର ଅଟେ ତା ଉପରେ ଏହାର ପ୍ରଭାବ ପଡିଥାଏ । ଅନ୍ୟ କାହାର ଘଡି ପିନ୍ଧିବା ଦ୍ଵାରା ଆପଣଙ୍କ ବ୍ୟକ୍ତି ଜୀବନରେ ପ୍ରଭାବ ପଡିଥାଏ । ଅନ୍ୟ କାହାର ଘଡି ପିନ୍ଧିବା ଦ୍ଵାରା ଆର୍ଥିକ କ୍ଷେତର ରେ ଅବନତି ହୋଇଥାଏ । ଯଦି ଆପଣ ନିଜ ଘଡି କାହାକୁ ଦିଅନ୍ତି ତେବେ ଏହା ଆପଣଙ୍କ ଉପରେ କୁ ପ୍ରଭାବ ପକାଇଥାଏ ।

ଟଙ୍କା ଉଧାର ଦେବା

ଶାସ୍ତ୍ର ଅନୁସାରେ ଧାନ କୁ ମନୁଷ୍ୟର ବଡ ଶତ୍ରୁ ଭାବରେ ବିବେଚିତ କରାଯାଇଛି । କାହିଁକି ନା ଧାନ ସବୁ ଦୁଷ୍କର୍ମ ର କାରଣ ହୋଇଥାଏ । ଧାନ କାହାକୁ ବି ନିଜର ହେବାକୁ ଦିଏ ନାହିନ । ଖାସ କରି ସମ୍ପର୍କୀୟଙ୍କ ରେ ଧାନ କୁ ଦେବା ନେବା କରିବା ଉଚିତ ନୁହେଁ । ଧାନ ଦ୍ଵାରା କଳହ ସୃଷ୍ଟି ହୋଇଥାଏ, ଭାଇ ଓ ବନ୍ଧୁ ବର୍ଗାଙ୍କ ସହ ଝଗଡା ସୃଷ୍ଟି ହେବାର ସମ୍ଭାବନା ଥାଏ,

ବିବାହ ମୁଦି

 

ବିବାହ ମୁଦି ଏମିତି ଏକ ଜିନିଷ ଯାହାକୁ କି ସବୁ ନାରୀ ନିଜ ପ୍ରେମୀଙ୍କ ଠାରୁ ପାଇବା ପାଇଁ ଇଚ୍ଛା ଥାଏ କିନ୍ତୁ ଯେତିକି ଚଦର ସେତିକି ଗୋଡ ବଢେଇବା ଉଚିତ । ଆପଣ ନିଜ ସ୍ତ୍ରୀକୁ ସେହି ଜିନିଷ ଦିଅନ୍ତୁ ଯାହା ଆପଣଙ୍କର ସକ୍ଷମ ଅଟେ । ସକ୍ଷମ ଠାରୁ ଅଧିକ କିଣିବାକୁ ଚେଷ୍ଟା କରନ୍ତୁ ନାହିଁ ନଚେତ ଆପଣ ସମସ୍ୟାରେ ପଡ଼ିପାରନ୍ତି ।

ପେନ, ପେନ୍ସିଲ ଓ କଲମ

ଲୋକ କଥା ଅନୁସାରେ ଚିତ୍ର ଗୁପ୍ତା ଆମ କର୍ମକୁ ତାଙ୍କ ଲିଖନୀ ସାହାଯ୍ୟରେ ଆମ ଜୀବନର ସବୁ ଭଲ ଓ ଖରାପ କର୍ମ କୁ ଲେଖିଥାନ୍ତି । ଜୀବନରେ ପେନ ବହୁତ ମହତ୍ଵ ରଖିଥାଏ । ନିଜ କଲମ କାହାକୁ ଦେବା କିମ୍ବା କାହାଠୁ ଉଧାର ଆଣିବା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଉତ୍ପର୍ଣ କରିଥାଏ ଏଥିପାଇଁ ଜୀବନରେ କାହାଠୁ ପେନ ନା ଆଣନ୍ତୁ ନା କାହାକୁ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button