ମନୋରଞ୍ଜନ

Bollywood ରେ ସବୁଠୁ ଅଧିକ ଡେଙ୍ଗା ଅଟନ୍ତି ଏହି 10 ଜଣ Actress, ଯାହାଙ୍କ ଆଗରେ ହିରୋମାନେ ବି ହୁଅନ୍ତି ଲଜ୍ଜିତ, ନମ୍ବର 1 ଙ୍କ ହାଇଟ କେତେ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୂର୍ବ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ୫.୫ ଇଂଚ ରୁ ଆରମ୍ଭ କରି ୫.୮ ଇଂଚ ଥିବା ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳୁଥିଲା।କିନ୍ତୁ ସମୟର ବଦଳିବା ସହିତ ବଲିଉଡ ଇଣ୍ଡଷ୍ଟ୍ରୀ ଅଧିକ ଉଚ୍ଚତା ଥିବା ଅଭିନେତ୍ରୀ ମାନେ ନିଜ ପାଦ ରଖିଥିଲେ। ଏହି ଅଭିନେତ୍ରୀ ମାନଙ୍କ ଉଚ୍ଚତା ଏତେ ମାତ୍ରାରେ ଅଧିକ ଯେ, ଏମାନେ ଚାହିଁଲେ ନିଜ କୋ ଆକ୍ଟରେସ ଙ୍କୁ ମଧ୍ୟ ଲଜ୍ଜିତ କରିପାରିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ଉଚ୍ଚତା ବହୁତ ଅଧିକ ଅଟେ।ଏମାନେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜ ହାଇଟ କୁ ନେଇ ଏଭଳି ଏଣ୍ଟ୍ରି ମାରିଥିଲେ ଯେ, ତାଙ୍କ ହାଇଟ ଏକ ଚର୍ଚ୍ଚା ର ବିଷୟ ସାଜିଥିଲା। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ୟୁକ୍ତା ମୁଖୀ- ବଲିଉଡ ଅଭିନେତ୍ରୀ ‘ୟୁକ୍ତା ମୁଖୀ’ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି ଏବଂ ଏହା ସହିତ ସେ ଜଣେ ମଡେଲର ମଧ୍ୟ ଅଟନ୍ତି। ଏହି ଅଭିନେତ୍ରୀ ଙ୍କ ହାଇଟ ୬.୧ ଇଂଚ ଅଟେ।

୨.ସୁସ୍ମିତା ସେନ୍- ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତ୍ରୀ ‘ସୁସ୍ମିତା ସେନ୍’ ଅନେକ ସୁପରହିଟ ଫିଲ୍ମ ରେ କାମ କରିସାରିଛନ୍ତି। ଏହି ଅଭିନେତ୍ରୀ ଙ୍କ ହାଇଟ ୫. ୧୦/୫ ଇଂଚ ଅଟେ।

୩. ସୋନମ କପୁର- ବଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ବ୍ଲକ ବଷ୍ଟର ଫିଲ୍ମ ରେ ଅଭିନୟ କରିଥିବା ଅଭିନେତ୍ରୀ ସୋନମ କପୁର ଙ୍କ ହାଇଟ ୫.୯/୫ ଇଂଚ ଅଟେ।

୪. ନର୍ଗିସ ଫକରୀ- ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ସଫଳତା ହାସଲ କରିଥିବା ଅଭିନେତ୍ରୀ ‘ନର୍ଗିସ ଫକରୀ’ ଙ୍କ ହାଇଟ ୫.୯ ଇଂଚ ଅଟେ।

୫. ଅନୁଷ୍କା ଶର୍ମା- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ହାଇଟ ୫.୯ ଇଂଚ ଅଟେ।

୬. କଟ୍ରିନା କୈଫ- ବଲିଉଡ ଇଣ୍ଡଷ୍ଟ୍ରୀ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ‘କଟ୍ରିନା କୈଫ’ ଙ୍କ ହାଇଟ ୫.୮/୫ ଇଂଚ ଅଟେ।

୭. ଲିଜା ହୈଡନ- ବଲିଉଡ ଇଣ୍ଡଷ୍ଟ୍ରୀ ର ସଫଳ ଅଭିନେତ୍ରୀ ଲିଜା ହୈଡନ ଙ୍କ ହାଇଟ ୫.୧୦ ଇଂଚ ଅଟେ।

୮. ଡାଏନା ପେଣ୍ଟି- ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ସୁପରହିଟ ଫିଲ୍ମ ରେ କାମ କରି ସଫଳତା ହାସଲ କରିଥିବା ଅଭିନେତ୍ରୀ ‘ଡାଏନା ପେଣ୍ଟି’ ଙ୍କ ହାଇଟ ୫.୧୦ ଇଂଚ ଅଟେ।

୯. ମୁଗ୍ଧା ଗଡ଼ସେ- ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ଼ସେ ଙ୍କ ହାଇଟ ୫.୯ ଇଂଚ ଅଟେ।

୧୦. ଦୀପିକା ପାଦୁକୋନ- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଓ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିବା ଅଭିନେତ୍ରୀ ‘ଦୀପିକା ପାଦୁକୋନ’ ଙ୍କ ହାଇଟ ୫.୯ ଇଂଚ ଅଟେ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଦମଦାର ହାଇଟ ସହିତ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ଏବଂ ବେଶ ଲୋକପ୍ରିୟତା ହାସଲ କରିଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ସମସ୍ତ ଙ୍କୁ ପଛରେ ପକାଇ ନିଜ ସଫଳତା ର ମାର୍ଗ ରେ ଅଗ୍ରସର ହେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button