ବିଚାର

ଏହି ନାମର ଝିଅମାନଙ୍କୁ ମିଳିଥାଏ ସ୍ଵର୍ଗ ଭଳି ଶଶୁରଘର ଯେଉଁଠି ସେମାନେ ସବୁବେଳେ ରହିଥାନ୍ତି ଖୁସିରେ

ଯେମିତି କି ବର୍ଷ ବର୍ଷ ଧରି ଏକ ମାନ୍ୟତା ଚାଲି ଆସୁଛି ଏବଂ ଆପଣମାନେ ବି ଏହା ଦେଖି ଥିବେ କି ବାହାଘର ପୂର୍ବରୁ ସବୁ ଝିଅମାନଙ୍କୁ ଏହା ଡର ଥାଏ କି ତାଙ୍କର ଶଶୁରଘର କେମିତି ହୋଇଥିବ । ସମସ୍ତେ ଚାହାନ୍ତି କି ସେମାନେ ତାଙ୍କ ଶଶୁରଘରେ ଖୁସିରେ ରହିବା ପାଇଁ । କିନ୍ତୁ ଏହି କଥା ବି ଠିକ ଅଟେ କି ବାହାଘର ପରେ ଝିଅମାନଙ୍କୁ ଏକ ନୂଆ ଘରକୁ ଯିବାକୁ ପଡିଥାଏ, ତେବେ ଏମିତିରେ ଝିଅମାନଙ୍କର ଡରିବା ତ ଉଚିତ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ସ୍ଵର୍ଗ ଭଳି ଶଶୁର ଘର ମିଳିଥାଏ । ଯେଉଁଠି ତାଙ୍କୁ କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେମାନେ ବହୁତ ଖୁସିରେ ରୁହନ୍ତି ।

Image courtesy: Google

ସର୍ବ ପ୍ରଥମେ ଆପଣଙ୍କୁ କହିଦେଉଛୁ ଯେ ଯେଉଁ ମଣିଷ ଭଲ ହୋଇଥାଏ ତାହ ସହିତ ଭଲ ହିଁ ହୁଏ । ଆଜି ଆମେ ଯେଉଁ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କର ହୃଦୟ ବହୁତ ଭଲ ଅଟେ । କୁହାଯାଏ କି ସେମାନେ ନିଜର ହୃଦୟରେ କାହା ପାଇଁ କିଛି ଖରାପ ଭାବନା ରଖନ୍ତି ନାହିଁ । ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେଥିପାଇଁ ତାଙ୍କୁ ବହୁତ ଭଲ ଶଶୁରଘର ମିଳିଥାଏ । ଏହି ନାମର ଝିଅମାନଙ୍କୁ ଶାଶୁ ଶଶୁର ନିଜ ମୁଣ୍ଡରେ ବସାଇ ରଖିଥାନ୍ତି ।

Image courtesy: Google

ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ଏହି ନାମର ଝିଅମାନଙ୍କୁ ତାଙ୍କର ସ୍ଵାମୀମାନେ ବହୁତ ଭଲ ପାଆନ୍ତି । ଆପଣମାନେ କହି ପାରନ୍ତି କି ଏମାନଙ୍କର ଯୋଡି ସ୍ଵର୍ଗରୁ ହିଁ ହୋଇ ଆସିଛି ଓ ସେଥିପାଇଁ ତାଙ୍କୁ ଶଶୁରଘରେ ନିଜ ଘର ଠାରୁ ବି ଅଧିକ ଭଲ ପାଇବା ମିଳିଥାଏ ଏବଂ ସେମାନେ ସମସ୍ତଙ୍କର ବରାବର ଧ୍ୟାନ ରଖନ୍ତି ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଏହି ଝିଅମାନଙ୍କୁ ଧୋକା ଦେବା ବିଲକୁଲ ପସନ୍ଦ ନୁହେଁ । ଏହି ଝିଅମାନଙ୍କର ସବୁଠୁ ବିଶେଷ କଥା ଅଟେ କି ଏମାନେ ସବୁବେଳେ ସତ୍ୟ ମାର୍ଗରେ ଚାଲିଥାନ୍ତି । ତେବେ ଚାଲନ୍ତୁ ଆପଣଙ୍କୁ କହିଦେଉଛୁ ଯେ ଏହି ଝିଅମାନଙ୍କ ବିଷୟରେ ଯେଉଁମାନେ ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହି ଝିଅମାନଙ୍କର ନାମ A, K ଏବଂ M ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନେ ନିଜର ଶଶୁରଘରେ ସବୁବେଳେ ଖୁସିରେ ରହିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button