ଜୀବନଶୈଳୀ

ନାକର ପ୍ରକାର, ଆପଣଙ୍କ ନାକ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ, କ’ଣ ଆପଣ ଜାଣିଛନ୍ତି ?

ଆପଣଙ୍କ ଶରୀର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଏହା କୌଣସି ଟିପିକଲ ଫ୍ୟାକ୍ଟ ନୁହେଁ ବରଂ ସାଇଣ୍ଟିଫିକାଲି ପୃଭେନ ଫ୍ୟାକ୍ଟ ଅଟେ । ଆପଣଙ୍କୁ ତ ଜଣାଥିବ କି ଆମ ସମସ୍ତଙ୍କ ଭିତରେ ଜିନ ଥାଏ, ଏହା ଏକ ଏମିତି ଜିନିଷ ଯେଉଁଥିରେ ଏହା ଲେଖା ହୋଇଥାଏ କି ଆପଣ କେମିତି ହେବେ, ଆପଣଙ୍କ ବାଳ କେତେ ଗହବା ହେବ, ଆପଣଙ୍କ ସ୍କିନ କଲର କେମିତି ହେବ, ଆପଣ ଗୋରା ହେବେ ନା ଶ୍ୟାମଳ, ଆପଣଙ୍କ ଆଖିର ରଙ୍ଗ କେମିତି ହେବ, ଆପଣଙ୍କ ଫେସ ର ସେପ କଣ ହେବ, ଆପଣ ମୋଟା ହେବେ ନା ପତଳା, ଆପଣ ଡେଙ୍ଗା ହେବେ ନା ଗେଡା ।

ଜିନ ବ୍ୟତୀତ ଆପଣଙ୍କ ଶରୀରର ଅଲଗା ଅଲଗା ଅଙ୍ଗ ବି ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ଜାଣିବା ନାକ ର ଆକାର ବିଷୟରେ ଯାହା ଆପଣଙ୍କ ପରସ୍ନାଲିଟି ବିଷୟରେ ବହୁତ କିଛି କହିଥାଏ ।

୧. ଲମ୍ବା ନାକ

ଯେଉଁ ଲୋକମାନଙ୍କ ନାକ ଲମ୍ବା ହୋଇଥାଏ ସେମାନେ ବହୁତ ଆମ୍ବିସିଅସ ହୋଇଥାନ୍ତି ଅର୍ଥାତ ସେମାନଙ୍କ ମଧ୍ୟରେ କିଛି କରି ଦେଖେଇବାର ଇଚ୍ଛା ନର୍ମାଲ ଲୋକଙ୍କ ତୁଳନାରେ ବହୁତ ହୋଇଥାଏ । ସେମାନେ ଯେଉଁ ଲକ୍ଷ ସ୍ଥିର କରିଥାନ୍ତି ସେଥିରେ ସେମାନେ ଅଟଳ ରହିଥାନ୍ତି । ସେମାନେ ନିଜର ପର୍ଶନାଲ ଲାଇଫ କୁ ଏତେ ଗୁରୁତ୍ତ୍ଵ ଦେଇ ନଥାନ୍ତି । ଏମାନଙ୍କ ପାଇଁ ନିଜର କ୍ଯାରିଅର ସବୁଠୁ ଅଧିକ ଜରୁରୀ ହୋଇଥାଏ ।

୨. ଚେପେଟା ଓ ଛୋଟ ନାକ

ଏହି ନାକ ର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ବହୁତ ଇମୋସନାଲ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ସେଂସିଟିଭିଟି ଅଧିକ ହୋଇଥାଏ । ସେ ନିଜର ଫିଲିଙ୍ଗ୍ସ କୁ ଅଧିକ ମହତ୍ତ୍ଵ ଦେଇଥାନ୍ତି । ନିଜ କ୍ଯାରିଅର ରେ ଆଗକୁ ଯିବା ବଦଳରେ ଏମାନଙ୍କ ମଧ୍ୟରେ ନିଜ ଫାମିଲି କୁ ସବୁବେଳେ ସାଥିରେ ରଖିବାର ଇଚ୍ଛା ସବୁଠୁ ଅଧିକ ଥାଏ ।

୩. ପଏଣ୍ଟେଡ଼ ବା ତୀକ୍ଷଣ ନାକ

ଏହି ଲୋକମାନେ ପଇସା କୁ ସବୁଠୁ ଅଧିକ ମହତ୍ତ୍ଵ ଦେଇଥାନ୍ତି । ସେମାନେ ସବୁବେଳେ ପଇସାକୁ କେମିତି ମ୍ୟାନେଜ କରିବେ ଭାବିଥାନ୍ତି । ଅର୍ଥାତ ଏମାନଙ୍କ ଦୁନିଆ କେବଳ ପଇସା ହୋଇଥାଏ ।

୪. ସିଧା ନାକ

ଏହି ନାକ ପ୍ରକୃତରେ ବହୁତ ବୁଦ୍ଧିମାନୀ କୁ ଦର୍ଶାଇ ଥାଏ । ଏମାନଙ୍କ I. Q ଜନ୍ମରୁ ହିଁ ଅଧିକ ଥାଏ । ଗ୍ରୀକ ଫିଲୋସଫର ARISTOTLE ସିଧା ନାକ ବାଲା ଇଣ୍ଟେଲିଜେଣ୍ଟ ମଣିଷର ସବୁଠୁ ବଡ ଉଦାହରଣ ।

୫. ସବୁଠୁ ସୁନ୍ଦର ନାକ ବା ବଟନ ନୋଜ

ଏମାନେ ବହୁତ ଆଶାବାଦି ହୋଇଥାନ୍ତି । ଏମାନଙ୍କୁ ନିଜ ଉପରେ ଓ ନିଜ ଫିଉଚର ଉପରେ ବହୁତ ଭରସା ଥାଏ । ଏମାନଙ୍କର ଏକ୍ସପେକ୍ଟେସନ ସବୁ ଜିନିଷରେ ଅଧିକ ଥାଏ ।

୬. ବିଗ ନୋଜ ବା ବଡ ଓ ଚଉଡା ନାକ

ଏମାନଙ୍କ ପର୍ସନାଲିଟି ବହୁତ ଖୋଲା ମିଞ୍ଜାସ ର ହୋଇଥାଏ । ମାନେ ଏମାନେ ସବୁ କାମ ଖୋଲା ମନରେ କରିଥାନ୍ତି ଯେମିତି ପଇସା ଖର୍ଚ୍ଚ କରିବା ହେଉ ବା ଆଉ କିଛି । ଏମାନେ କାହାକୁ ବି କିଛି କହିବାରେ ପଛ ଘୁଞ୍ଚା ଦିଅନ୍ତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button