ବିଚାର

ଲକ୍ଷେ ରୁ ଜଣେ ବୁଦ୍ଧିମାନ ବ୍ୟକ୍ତିହିଁ ବାହାର କରି ପାରେ ଏହି ପରିସ୍ଥିତିରୁ ବଞ୍ଚିବାର ରାସ୍ତା, କ୍ଲିକ କରି ଜାଣନ୍ତୁ ଆପଣଙ୍କ ସ୍ଥିତି

ଜୀବନ ଯେତେ ସୁନ୍ଦର ହେଇଥିଲେ ବି ସେଥିରେ କିଛି ଖରାପ ସବୁବେଳେ ଘଟୁ ଥାଏ, କିନ୍ତୁ ଯିଏ ଏହାକୁ ପାର ହୋଇ ଖୁସି ରେ ରହିଥାଏ । ତାହାଠୁ ବଢି କୌଣସି ଖୁସି ନାହିଁ । ଲୋକମାନଙ୍କ ସାମନାରେ କିଛି ନା କିଛି ସମସ୍ୟା ଆସିଥାଏ । କିନ୍ତୁ ଯିଏ ଏହି ସମସ୍ୟା ର ସମଧାନ ବାହାର କରିଥାଏ ସେଠି ସେ ତାହାର ବୁଦ୍ଧିମାନର ପରିଚୟ ଦେଇଥାଏ ।

ଯେତେବେଳେ ବିଷମ ପରିସ୍ଥିତି ଆସିଥାଏ, ତେବେ ବୁଦ୍ଧି ଶୂନ୍ୟ ହୋଇଯାଏ । ଏମିତିରେ ଯିଏ ଧର୍ଯ୍ୟ ଏବଂ ବୁଦ୍ଧିମତା ର ପରିଚୟ ଦେଇଥାଏ ସେ ହିଁ ବିପଦ ସମୟରୁ ବିଜୟ ପାଇଥାଏ ।

ପିଲାବେଲେ ଆପଣଙ୍କୁ ଗୋଟିଏ ପାଠ ପଢାଯାଇଥାଏ । ଦୁଇଟି ଘନିଷ୍ଠ ବନ୍ଧୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ । ଅଚାନକ ତାଙ୍କ ସାମନାରେ ଭାଲୁ ଦେଖିଲେ । ଜୀବନ ବଞ୍ଚିବା ପାଇଁ ଗୋଟିଏ ସାଙ୍ଗ ଗଛ ଉପରେ ଚଢିଗଲା । କିନ୍ତୁ ଅନ୍ୟ ସାଙ୍ଗଟିକୁ ଗଛ ଚଢିବା ଆସେ ନାହିଁ । ସେଥିପାଇଁ ସେ ନିଜର ନିଶ୍ଵାସ ବନ୍ଦ କରି ତଳେ ପଡିରହିଲା ।

କାରଣ ତାକୁ ଜଣା ଥିଲା କି ଭାଲୁ ମରିଥିବା ବ୍ୟକ୍ତିକୁ ଏବଂ ଶବକୁ ଖାଏ ନାହିଁ । ଯାହାଦ୍ୱାରା ତାହାର ଜୀବନ ବଞ୍ଚିଯାଇଥିଲା ।

କିନ୍ତୁ ଯଦି ସମସ୍ୟା ଅଲଗା ଥିବ । ଫଟୋକୁ ଠିକ ସେ ଦେଖନ୍ତୁ :

ଏଠି ଦେଖନ୍ତୁ ଫଟୋରେ କିଛି ଏମିତି ପରକାର କିଛି ସମସ୍ୟା ଥିବ ।

ନଦୀ ତୁଠରେ ଗୋଟିଏ ବ୍ୟକ୍ତି ଛିଡା ହୋଇଛି, ଅଚାନକ ଗୋଟିଏ ସିଂହ ଆସିଲା । ବ୍ୟକ୍ତିଟି ନଦୀରେ ଡେଇଁ ବାର ଥିଲା କିନ୍ତୁ ସେହି ସମୟରେ କୁମ୍ଭୀର ଦେଖାଗଲା, ବର୍ତ୍ତମାନ ତାହା ପାଖରେ କୌଣସି ରାସ୍ତା ବଞ୍ଚିଲା ନାହିଁ । ସେ ବର୍ତ୍ତମାନ ଅନ୍ୟ କିଛି ଉପାୟ ନ ପାଇ ଗଛ ଉପରକୁ ଚଢି ଗଲା କିନ୍ତୁ ସାମନାରେ ଗୋଟିଏ ବିଶାଳ ସାପ ଦେଖାଗଲା ।

କିନ୍ତୁ ଭଲ କଥା ଏହା ଥିଲା କି ଗଛ ତଳେ ଗୋଟିଏ ବନ୍ଧୁକ ପଡିଥିଲା । ଯଦି ସେ ସେହି ବନ୍ଧୁକ ରୁ ଗୁଳି ଚଳାଇ ସିଂହକୁ ମାରି ବଞ୍ଚି ପାରିବ । ଏମିତିରେ ସେ କଣ କରିବ ଯାହା ଦ୍ଵାରା ସେ ବଞ୍ଚି ପାରିବ ।

ବର୍ତ୍ତମାନ ଆପଣମାନେ ସମସ୍ତେ ଏହି ସମସ୍ୟାର ସମଧାନ ବାହାରକରନ୍ତୁ ।

ବ୍ୟକ୍ତିଟି ସାପରୁ ମାତ୍ର ଅଳ୍ପ ଦୂରରେ ଥିଲା । ଯଦି ସେ ସାପକୁ ଧରି ସାଙ୍ଗେ ସାଙ୍ଗ ସିଂହ ଉପରେ ପକାଇ ଦିଏ ତେବେ ସିଂହ ପଛକୁ ହଟି ଯାଇପାରେ । ଏବଂ ତାହାର ଧ୍ୟାନ ଅନ୍ୟ ଆଡକୁ ହୋଇଯିବ । ଏହି ସମୟରେ ତଳେ ଓହ୍ଲାଇ ସେ ବନ୍ଧୁକ ଉଠାଇ ପାରିବ ।

ଅନ୍ୟ ଉତ୍ତରଟି ହେଉଛି କି ଅନ୍ୟ ଡାଳ ଭାଙ୍ଗି ସେ ସାପଟିକୁ ମାରି ପାରିବ । ଏହା ପରେ ସିଂହକୁ ସାପସାହାର୍ଯ୍ୟରେ ନିଜ ଆଡୁ ଧ୍ୟାନ ହଟାଇ ପାରିବ । ଏବଂ ବନ୍ଧୁକ ଉଠାଇ କୌଣସି ସ୍ଥିତିକୁ ସାମନା କରିହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button