ଦେଶ ବିଦେଶ

ଏଠାରେ ଲାଗିଥାଏ କୁଆଁରୀ ଝିଅମାନଙ୍କ ମେଳା, ମନ ପସନ୍ଦ ଝିଅ ବାଛନ୍ତୁ, ପାନ ଦେଇ ନିଜ ଇଚ୍ଛା ଅନୁସାରେ ପ୍ରେମ କରନ୍ତୁ

ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ ସେହି ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଗୋଟିଏ ପୁଅ ପାନ ଦେଇ ନିଜର ମନ ପସନ୍ଦ ଝିଅମାନଙ୍କୁ ନିଜ ସହିତ ନେଇ ଯାଇ ପାରିବ । ଏହି ପରମ୍ପରା ବିଷୟରେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି ଗୋଟିଏ ପାନ ଦେବା ଦ୍ଵାରା ଝିଅମାନେ ଫେରାର ହୋଇ ଯାଆନ୍ତି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ ।

ପୁଅ ଯଦି ଗୋଟିଏ ଝିଅକୁ ପାନ ଦେଇ ଦିଏ ତେବେ ସେହି ଝିଅ ସେହି ପୁଅ ସହିତ ଫେରାର ହେବା ପାଇଁ ପ୍ରସ୍ତୁତ ହୋଇଯାଏ । ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଏହି ଅଜବ ଗଜବ ପରମ୍ପରା ଅଛି, ଯେଉଁଥିରେ ଝିଅମାନଙ୍କୁ ପାନ ଦେଇ ଫେରାର କରି ନିଆଯାଏ । ଏହାକୁ ଏକ ମେଳା ରୂପରେ ସେଠି ଆୟୋଜନ କରାଯାଏ । ଏହି ମେଳାରେ ବହୁତ ଆଦିବାସୀ ଓ ଅନ୍ୟ ଜନଜାତିର ଲୋକମାନେ ବି ଆସନ୍ତି ।

ଏଠିକାର ଲୋକମାନେ ଠଠିୟା ନାମକ ଏହି ମେଳାରେ ନିଜର ଜୀବନସାଥୀ ବାଛିଥାନ୍ତି । ଏଥିରେ କେତେକ ପୁଅ ଓ ଝିଅମାନେ ସାମିଲ ହୋଇଥାନ୍ତି । ପୁରୁଷମାନେ ଥରେ ନିଜର ଜୀବନସାଥିକୁ ବାଛିବା ପରେ ଝିଅମାନଙ୍କୁ ପାନ ଦେଇ ତାଙ୍କ ସହିତ ବିବାହ କରି ନିଅନ୍ତି । ଏହି ପରମ୍ପରା ମୋରଗଢ଼ୀ ଗ୍ରାମରେ ବହୁତ ବର୍ଷ ହେବ ଚାଲି ଆସୁଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button