ସ୍ୱାସ୍ଥ୍ୟ

ମାତ୍ର ୩ ଦିନ କ୍ଷୀରରେ ଫୁଟାଇ ପିଇ ନିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ହାଡ କାମଜୋରି, ଆଣ୍ଠୁ ଗଣ୍ଠି ଦରଜ କେବେ ବି ହେବ ନାହିଁ – Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଜିନିଷ ସମ୍ବନ୍ଧରେ କହିବୁ ଯାହାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ଥିବା ହାଡ଼ ଜନିତ ସମସ୍ୟା ସହିତ ଆହୁରି ବିଭିନ୍ନ ପ୍ରକାର ସମସ୍ୟା ତୁରନ୍ତ ଦୁର ହୋଇଯିବ।ବନ୍ଧୁଗଣ ଆମେ ଯେଉଁ ଜିନିଷ ସମ୍ବନ୍ଧରେ କହିବୁ ତାହାର ସେବନ ଦ୍ଵାରା ଆମ ଶରୀର କୁ ତାକତ ମିଳିଥାଏ ଏବଂ ଏହା ସହିତ ଆମ ହାଡ଼ ଏବଂ ମାଂସପେଶୀ କୁ ମଜବୁତ ମଧ୍ୟ କରିଥାଏ।ବନ୍ଧୁଗଣ ସେହି ଚମତ୍କାରୀ ଜିନିଷ ଟି ହେଉଛି ‘ଖଜୁରୀ’।

ଖଜୁରୀ ରେ ବାତ ଏବଂ ପିତ ଧାତୁ କୁ ନଷ୍ଟ କରିବାର ଗୁଣ ରହିଥାଏ ଏବଂ ଏହାର ସେବନ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ବୈଜ୍ଞାନିକ ଦୃଷ୍ଟି ରୁ ଯଦି ଦେଖିବା ତେବେ ଖଜୁରୀ ରେ ମ୍ୟାଗନେସିୟମ, ପୋଟାସିୟମ, କ୍ୟାଲସିୟମ, ଫାଇବର ଆଦି ଗୁଣ ରହିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଖଜୁରୀ ରେ ଥିବା ବିଭିନ୍ନ ଉପକାରୀତା ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଖଜୁରୀ ର ସେବନ କରିବା ଦ୍ୱାରା ଏହା ଆମ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇ ଥାଏ ଏବଂ ଖଜୁରୀ ଖାଇବା ଦ୍ଵାରା ଆମ ଶରୀରରେ ରକ୍ତ ର ଅଭାବ ହୋଇନଥାଏ। ଏହା ଦ୍ଵାରା ଆମ ଶରୀରରେ ହିମୋଗ୍ଲୋବିନ ର ମାତ୍ରା ବଢ଼ିଥାଏ।ଏହା ସହିତ ଖଜୁରୀ ସେବନ କରିବା ଦ୍ୱାରା ଆମ ଶରୀରରେ ମାଂସପେଶୀ ଏବଂ ହାଡ଼ ମଜବୁତ ହୋଇଥାଏ।

୨. ବନ୍ଧୁଗଣ ଖଜୁରୀ ର ସେବନ କରିବା ଦ୍ୱାରା ଏହା ଆମ ସ୍କିନ କୁ ଗ୍ଲୋ କରିଥାଏ ଏବଂ ତ୍ୱଚା ଉଜ୍ଜ୍ୱଳ କରିଥାଏ। ଏହା ସହିତ ଖଜୁରୀ ଖାଇବା ଦ୍ଵାରା ପେଟ ରେ ଥିବା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ ପେଟରେ କୌଣସି ପ୍ରକାର ସମସ୍ୟା ଦେଖାଯିବା ଦ୍ଵାରା ଆମ ଶରୀର ରେ ବିଭିନ୍ନ ପ୍ରକାର ରୋଗ ଦେଖା ଯାଇଥାଏ। ତେଣୁ ଖଜୁରୀ ର ସେବନ କରିବା ଦ୍ୱାରା ଏହା ଆମ ଶରୀରରେ ଥିବା ବିଭିନ୍ନ ପ୍ରକାର ପେଟ ସମସ୍ୟା କୁ ଦୁର କରିଥାଏ।ଖଜୁରୀ କୁ କ୍ଷୀର ବା ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ଏହାର ଫାଇଦା ମିଳିଥାଏ।

୩. ବନ୍ଧୁଗଣ ଖଜୁରୀ ସେବନ କରିବା ଦ୍ୱାରା ଏହା ଉଚ୍ଚ ରକ୍ତଚାପ ର ସମସ୍ୟା ଦୂର କରିଥାଏ ଏବଂ ଏହା ସହିତ ଏଥିରେ ଥିବା ପୋଟାସିୟମ ଆମ ହାର୍ଟ କୁ ଷ୍ଟ୍ରଙ୍ଗ କରିଥାଏ ଏବଂ ଯାହାଦ୍ୱାରା ହୃଦ୍ଘାତ ଭଳି ସମସ୍ୟା ଦେଖାଯାଇ ନଥାଏ। ତେଣୁ ପ୍ରତିଦିନ ୨ଟି ଖଜୁରୀ କୁ କ୍ଷୀର ଅଥବା ପାଣିରେ ଫୁଟାଇ ସେବନ ନିଶ୍ଚିତ ଭାବରେ କରନ୍ତୁ।

୪. ବନ୍ଧୁଗଣ ପ୍ରତିଦିନ ଖଜୁରୀ ର ସେବନ କରିବା ଦ୍ୱାରା ଏହା ଆମ ଶରୀରରେ ସଠିକ ଭାବରେ ରକ୍ତ ସଞ୍ଚାଳନ କରିଥାଏ। ଯାହାଦ୍ୱାରା ଆମ ଶରୀରର ବିଭିନ୍ନ ଅଙ୍ଗରେ ପୋଷକ ତତ୍ତ୍ୱ ପହଂଚିଥାଏ ଏବଂ ଆମ ଶରୀର ସୁସ୍ଥ ରହିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ପ୍ରତିଦିନ କ୍ଷୀର ଅଥବା ପାଣି କୁ ଫୁଟାଇ ଖଜୁରୀ ସେବନ କରନ୍ତୁ। ଆପଣଂକୁ ଏହାର ଚାମତ୍କାରୀ ଫାଇଦା ନିଶ୍ଚିତ ଭାବରେ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button