ମନୋରଞ୍ଜନ

ନୂଆ ବିବାହ କରିଥିବା ଓଡିଆ ଅଭିନେତ୍ରୀ Jhilik Bhattacharjee ଶାଶୁଘରେ ପାଳନ କଲେ ମକର ସଙ୍କ୍ରାନ୍ତି, ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଅଲିଉଡ ଅଭିନେତ୍ରୀ ମାନେ ସବୁବେଳେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି ଏକିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟଚାର୍ଜ୍ୟ ।

ଆପଣ ମାନେ ସମସ୍ତେ ବହୁତ ଓଡିଆ ଫିଲ୍ମରେ ଝିଲିକଙ୍କ ଅଭିନୟକୁ ଦେଖିଥିବେ । ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବଡ ବଡ ଫିଲ୍ମରେ ଝିଲିକ ନିଜର ଅଭିନୟର ଜଲବା ଦେଖାଇଛନ୍ତି । ଲୋକମାନେ ଝିଲିକଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଝିଲିକଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  । ଏହି ଭିଡିଓଟି ହେଉଛି ମକର ସଙ୍କ୍ରାନ୍ତିର ଭିଡିଓ । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଝିଲିକଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ଅଧିକ ରୁଚି ଥିଲା । ସେ ଓଡିଆ ଫିଲ୍ମ ସହିତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି  ।ସେ ଆମ ଅଲିଉଡର କେତେକ ଦିଗଜ ଅଭିନେତାଙ୍କ ସହ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଝିଲିକ ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କୁ ବିବାହ କରି ଓଡିଆ ବୋହୁ ସାଜିଛନ୍ତି ।

ବଙ୍ଗାଳୀରୁ ଓଡିଆ ବୋହୁ ସାଜିବା ପରେ ଝିଲିକ ଓଡିଆ ଧର୍ମର ସମସ୍ତ ରୀତିନୀତିକୁ ବହୁତ ସୁନ୍ଦର ଭାବରେ ମଧ୍ୟ ପାଳନ କରୁଛନ୍ତି । ବନ୍ଧୁଗଣ ଆଜି ହେଉଛି ମକର ସଙ୍କ୍ରାନ୍ତି । ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ଝିଲିକ ମନ୍ଦିର ଯିବା ସହିତ ଦରିଦ୍ର ଲୋକ ମାନଙ୍କୁ ଦାନ କରିଛନ୍ତି ଏହା ସହିତ ସେ ଗାଈ ଓ କୁକୁର ମାନଙ୍କୁ ମଧ୍ୟ ଖାଇବା ପାଇଁ ଦେଇଛନ୍ତି ।

 

ବନ୍ଧୁଗଣ ଆଜି ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ଝିଲିକ ନିଜ ଶାଶୁ ଘର ଛାତ ଉପରେ ଗୁଡି ଉଡାଉ ଥିବାର ନଜର ଆସିଛନ୍ତି । ବନ୍ଧୁଗଣ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ମଧ୍ୟ ଆସୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button