ଓଡିଶା

ଜଣେ ଲୋକ ମଶାକୁ କହିଲା ଦିନରେ କାହିଁକି କାମୁଡୁଛୁ ତ ମଶା କହିଲା କି ଓଭର ଟାଇମ କରୁଛି ସାହାବ କାରଣ…

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତେ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

ପ୍ରଥମ ଜୋକ

ଭଗବାନ ଜଣେ ବିବାହିତ ପୁରୁଷକୁ ପଚାରିଲେ –

ତୁମର କଣ ଇଚ୍ଛା ଅଛି ?

ବ୍ୟକ୍ତି – ହେ ପ୍ରଭୁ !

ଦୟାକରି ମୋର ଯୁବକ ଅବସ୍ଥାକୁ ଫେରେଇ ଦିଅନ୍ତୁ ।

ଭଗବାନ ହସି ହସି କହିଲେ –

ପୁଅ, ଇଚ୍ଛା ବିଷୟରେ କହିବାକୁ କହିଥିଲି,

ତୁମେ ତ ସ୍ଵର୍ଗ ଯିବାର କଥା କହୁଛ ।

ଦ୍ଵିତୀୟ ଜୋକ

ଜଣେ ବ୍ୟକ୍ତି ମଶାକୁ ପଚାରିଲା –

ଦିନରେ କାହିଁକି ଆମର ରକ୍ତ ପିଇବାକୁ ଆସିଛ ?

ମଶା କହିଲା –

ଓଭରଟାଇମ କରୁଛି ବାବୁ !

ମା ବାପା ଅସୁସ୍ଥ ଅଛନ୍ତି,

ଘରେ ଯବାନ ଭଉଣୀ ଅଛି,

ଆଉ ଝିଅ ବାଲା ଯୌତୁକରେ

ଏକ ଲିଟର ରକ୍ତ ମାଗିଛନ୍ତି ।

ତୃତୀୟ ଜୋକ

ମଣିଷ ଯେତେ ବ୍ୟସ୍ତ ଥିଲେ ମଧ୍ୟ

ଯଦି କୌଣସି ଝିଅର friend request ଆସୁଛି

ତେବେ ତାହାର profileକୁ ଯାଇ

CBI ଲେବୁଲର enquiry ନିଶ୍ଚିତ କରିଥାଏ…..

ଚତୁର୍ଥ ଜୋକ

ଗୋଟିଏ ପ୍ରଶ୍ନ ମୋ ମନରେ ଉଙ୍କି ମାରୁ ଥିଲା

ଭାବିଲି କି ଆଜି ପଚାରି ଦେବୀ

ଇଏ ଯେଉଁ ଇଜ୍ଜତର ପ୍ରଶ୍ନ ପଚାରନ୍ତି

ତାହା କେତେ ନମ୍ବରର ହୋଇଥାଏ………….

ପଞ୍ଚମ ଜୋକ

ପିଲାଦିନ handwritingକୁ ଠିକ କରିବାରେ ଚାଲିଗଲା

କିନ୍ତୁ ବର୍ତ୍ତମାନ ଜୀବନ keyboardରେ ବିତୁଛି ।

ଷଷ୍ଠ ଜୋକ

ମଣିଷ ବିନା ମୁହୂର୍ତରେ ଜନ୍ମ ହୋଇଥାଏ

ଓ ବିନା ମୁହୂର୍ତରେ ମରି ବି ଯାଏ

କିନ୍ତୁ ଜୀବନ ସାରା

ଶୁଭ ମୁହୂର୍ତ ପଛରେ କାହିଁକି ପଡିଥାଏ ।

ସପ୍ତମ ଜୋକ

ସ୍ତ୍ରୀ ସହିତ ଝଗଡା କରିବା ସମୟରେ

ତାକୁ କିପରି ଅନ୍ୟମନସ୍କ କରିବେ

କେବଳ ଏତିକି କହି ଦିଅନ୍ତୁ

ସୁନ୍ଦର ଅଛ ବୋଲି

କଣ କିଛି ବି କହିବ ?

୧୦୦% କାମ କରିବ ।

ଅଷ୍ଟମ ଜୋକ

ନିକିତିରେ ବସିଥିବା କୁକୁଡା

ଗ୍ରାହକକୁ ଦେଖୁ ଥିଲା ।

ଗ୍ରାହକ ପଚାରିଲା –

କଣ ପାଇଁ ମୋତେ ଦେଖୁଛୁ ?

କୁକୁଡା – ମୋତେ ତ କିଣି ଦେଲ ।

ବର୍ତ୍ତମାନ ପିଆଜ କିଣି ଦେଖ

ନବମ ଜୋକ

ଶିକ୍ଷକ – mathର ଫୁଲ୍ ଫର୍ମ କୁହ ??

ଛାତ୍ର – ମୋର ଆତ୍ମା ତୋତେ ହଇରାଣ କରିବ ।

କିନ୍ତୁ ଶିକ୍ଷକ ଆଜି ପର୍ଯ୍ୟନ୍ତ ଚିନ୍ତା କରୁଛନ୍ତି କି

ଛାତ୍ରଟି ଫୁଲ ଫର୍ମ କହିଲା ନା ଅଭିଶାପ ଦେଲା ।

ଦଶମ ଜୋକ

ସ୍ତ୍ରୀ ଯେତେବେଳେ ବାଥରୂମରୁ ଗାଧୋଇ ବାହାରିଲା

ତ ତାହାର ସ୍ଵାମୀ ତାକୁ ଦେଖୁଥିଲା

ସ୍ତ୍ରୀ ରୋମାଣ୍ଟିକ ଅନ୍ଦାଜରେ ପଚାରିଲା

କଣ ଦେଖୁଛ ?

ସ୍ଵାମୀ ପାଖକୁ ଆସି ତାକୁ ଗୋଟିଏ ଚାପୁଡା ମାରିଲା । ଆଉ କହିଲା କି ମୋ ଗରମ ପାଣିରେ କାହିଁକି ଗାଧୋଇଲ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button