କିଛି ପିଲା ବହୁତ ଅସ୍ଥିର ହେଉଥିବାର ଦେଖାଯାଏ । ସେମାନେ ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି ନାହିଁ । ଅତି ଚଞ୍ଚଳଭାବ ଯୋଗୁଁ ପାଠପଢା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟରେ ଭୁଲ କରନ୍ତି । ଏହାକୁ ପିଲାଟି ବହୁତ ଚଗଲା ହେଉଛି ବୋଲି ପରିବାର ଲୋକେ ଭାବିଥାନ୍ତି । ହେଲେ ଛୋଟ ପିଲାଙ୍କ ଠାରେ ଅସ୍ଥିର ମନ କିମ୍ବା ଚଞ୍ଚଳପଣ ଏକ ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ହୋଇପାରେ । ଏନେଇ ବିଶିଷ୍ଟ ମନୋବିଜ୍ଞାନୀ ସମ୍ବିତ ନନ୍ଦ କଣ କହୁଛନ୍ତି ଆସନ୍ତୁ ଜାଣିବା । ଆଜିକାଲି ପିଲାଙ୍କ ଠାରେ ମାନସିକ ସମସ୍ଯା ଦେଖାଯାଉଛି । ଯାହା ଛୋଟବେଳୁ ତାଙ୍କ ବିକାଶରେ ମଧ୍ୟ ବାଧାପ୍ରାପ୍ତ ହେବା ହେତୁ ହୋଇଥାଏ ବୋଲି କୁହାଯାଏ । ପିଲା ଅସ୍ଥିର ହେବା, କୌଣସି କାର୍ଯ୍ୟରେ ମନ ନଦେବା କିମ୍ବା ଚଞ୍ଚଳ ହେବା ଆଦି ସମସ୍ଯାକୁ ଏଡିଏଚଡି (ADHD) ବା ଆଟେନସନ ଡେଫିସିଟ ହାଇପରଆକ୍ଟିଭ ଡିଜଅର୍ଡର କୁହାଯାଏ । ଗର୍ଭାବସ୍ଥା ସମୟରେ ପିତା କିମ୍ବା ମାତା ସ୍ମୋକିଂ କିମ୍ବା ଡ୍ରିଙ୍କିଙ୍ଗ କରୁଥିବେ ତେବେ ପିଲାଠାରେ ଏଭଳି ସମସ୍ଯା ଦେଖା ଦେଇପାରେ । The Most Harmful Part Of The Chicken You Should Avoid At All Cost Herbeauty You Won’t Believe Which Snake Is Actually The Biggest Brainberries Would You Meet A Lush Woman Like Her? Herbeauty यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Snap On Smile ପିଲାର ବ୍ରେନରେ ଯଦି କିଛି ସମସ୍ଯା ହୁଏ କିମ୍ବା ଜିନ ଯୋଗୁଁ ମଧ୍ୟ ଏପରି ସମସ୍ଯା ପିଲାଠାରେ ଦେଖା ଦେଇପାରେ । ଏହା ଏକ ସାଧାରଣ ଅବସ୍ଥା ନୁହେଁ ବରନଗ ଏକ ସମସ୍ଯା ଅଟେ । ଜନ୍ମ ସମୟରେ ଓଜନ କରିବା ଏବଂ ଅତ୍ୟଧିକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଯୋଗୁଁ ମଧ୍ୟ ପିଲାକୁ ଏପରି ହୋଇପାରେ । ଏହି ସମସ୍ଯାକୁ ଯେତେ କମ୍ ବୟସରୁ ଚିକିତ୍ସା କରାଯାଇ ପାରିବ ତାହା ଉଭୟ ପିଲା ଏବଂ ବାପାମା’ଙ୍କ ପାଇଁ ଭଲ ହେବ । କାରଣ ଏଥିପାଇଁ ନିର୍ଦ୍ଦିଷ୍ଟ ଥେରାପି ଆବଶ୍ୟକ । अन्य जबरदस्त कंटेंट The Monster Snake That Makes Anacondas Look Tiny! Brainberries Viewers Had To Look Away When This Happened On Live Tv Buzz Day What People Are Finally Saying About Kim Kardashian Zestradar Chew Cloves Daily? What Happens Next Will Surprise You! Zestradar ଏହି ସମସ୍ଯା ଯୋଗୁଁ ପିଲାର ଭଲ ବୁଦ୍ଧି ଥିଲେ ମଧ୍ୟ ସେ କିଛି ଭଲରେ ଶିକ୍ଷାଗ୍ରହଣ କରିପାରେ ନାହିଁ । ଭୁଲ ହେଉ ଠିକ ହେଉ ଶୀଘ୍ର ପାଠ ଶେଷ କରିଦେବାକୁ ଚେଷ୍ଟା କରନ୍ତି କିମ୍ବା ଅସ୍ଥିରତା ଯୋଗୁଁ ଅନେକ ସମୟ ନିଅନ୍ତି । ଏପରି ପିଲାଙ୍କ ପାଇଁ ନିୟମ ମାନିବା ମଧ୍ୟ ଖୁବ କଷ୍ଟକର ହୋଇଥାଏ । ତେଣୁ ପିତାମାତା ମାନେ ଏହି ସବୁ ଲକ୍ଷଣକୁ ଧ୍ୟାନ ଦେଇ ପିଲାକୁ ଉପଯୁକ୍ତ ଥେରାପି ଦେବା ଆବଶ୍ୟକ । ଯାହାଦ୍ଵାର ପିଲାଟି ଧ୍ୟାନ ଦେବା ଶିଖିବ, ଗୋଟିଏ ସ୍ଥାନରେ ବସି ରହିବା ଶିଖିବ, ଅସ୍ଥିରତା କମିବ ଓ ସାଧାରଣ ବ୍ୟବହାର କରିବାକୁ ପାରିବ । ବିଭିନ୍ନ ପ୍ରକାର ଖେଳକୁଦ ଓ ଟାସ୍କ ମାଧ୍ୟମରେ ପିଲାକୁ ଏହି ଥେରାପି ସବୁ ଦିଆଯାଏ । ପିଲାକୁ ସ୍କୁଲ ଜୀବ ପୂର୍ବରୁ ଏହି ଥେରାପି ଦେଇପାରିଲେ ସବୁଠୁ ଭଲ । କାରଣ ସ୍କୁଲ ଯିବାପରେ ଏହିସବୁ ଶିକ୍ଷା ପିଲାକୁ ଅନେକ ସାହାଯ୍ୟ କରିବ । ବୁଝିବା, ମନ ରଖିବା, ମନଯୋଗ କରିବା, ଯୋଜନା କରିବା ଆଦି ପ୍ରକ୍ରିୟା ପିଲା ଶିଖିବା ଆବଶ୍ୟକ । ଏହିସବୁ ଶିଖିବା ପାଇଁ ଥେରାପିଷ୍ଟଙ୍କ ପାଖେ ଅନେକ ମଡେଲ ରହିଥାଏ । ଯାହାଦ୍ୱାରା ବିଭିନ୍ନ ଖେଳଣା, ରଙ୍ଗ ଦେବା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାର ଚିକିତ୍ସା କରାଯାଏ । ତେବେ ପିଲାକୁ ସ୍ଥିର କରିବାରେ ପିତାମାତାଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ପିଲା ପ୍ରତି ଯେତେ ଧ୍ୟାନ ଦେବେ ସେତେ ସେମାନଙ୍କ ପାଇଁ ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ଆଜିକାଲି ପ୍ରାୟତ ମହିଳା ବା ପୁରୁଷଙ୍କର କେଶ ଧଳା ହେବାରେ ଲାଗିଛି । ଯାହାକୁ ନେଇ ଅନେକ ସମସ୍ଯା ଦେଖା ଯାଉଛି । ଏଥିପାଇଁ ଅନେକ ଲୋକ ମାନେ ବଜାରରେ ମିଳୁଥିବା ଅନେକ ପ୍ରକାରର ଶ୍ୟାମ୍ପୋ ବା କେଶ କଳା କରିବା ପାଇଁ କଳାର ବ୍ୟବହାର କରୁଛନ୍ତି । କିନ୍ତୁ ଏହା ମାତ୍ର କିଛି ଦିନ ପାଇଁ ରହୁଛି । ଏହା ପରେ ପୁଣି ପୂର୍ବ ଭଳି କେସ ଧଳା ହୋଇ ଯାଉଛି । ଆଜି ଆମର ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଧଳା କେସ ସଂପୂର୍ଣ୍ଣ ଭାବେ କଳା ହୋଇଯିବ ।

ଏଥିପାଇଁ ଆପଣ ପ୍ରଥମେ ଏକ ରୁ ଦେଢ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ପାଣି କୁ ଗରମ କରନ୍ତୁ । ଏହା ପରେ ଆପଣ ୪ରୁ ୫ ଚାମଚ ଚାହାପତି ପକାନ୍ତୁ । ଏହା ପରେ ପାଣି ଫୁଟିଲା ପରେ ଆଞ୍ଚ ଧିମା କରନ୍ତୁ । ମଝିରେ ମଝିରେ ଏହାକୁ ଚାମଚ ଦ୍ଵାରା ୧୫ରୁ ୨୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ପାଣି ରେ ଚାହାପତି ଭଲ ଭାବେ ଫୁଟିଯିବ । ଏହା ପରେ ଏକ ପାତ୍ର କୁ ଆପଣ ଛାଣି ଦିଅନ୍ତୁ ।
ଏହା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଆଡ କରନ୍ତୁ ୩ରୁ ୪ ଚାମଚ କଫି ପାଉଡର ଆଡ କରନ୍ତୁ । ଯଦି ଆପଣ ଅଧିକ ଦାର୍କ କରିବାକୁ ଚାହୁଁଛନ୍ତି ତେବେ ଅଧିକ କଫି ପାଉଡର ଆଡ କରି ପାରିବେ । ଏହା ପରେ ଆଲୋଭେରା ପତ୍ରର ରସ ଆଡ କରନ୍ତୁ । ଏହା ପରେ ଆଡ କାରଣରୁ ୪ରୁ ୫ ଚାମଚ କଳାଜିରାର ଫାଇନ ପାଉଡର । ଯଦି କଳାଜିରା ଖଦଡା ରହିଯାଏ ତେବେ ଏହା ଚାଲୁଣି ଦ୍ଵାରା ଚଳେଇ ପାରିବେ ।

ଯଦି ଆପଣ ଚାହିଁବେ ତେବେ ହେନା ମେହେନ୍ଦି ରେ ବ୍ୟବହାର କରି ପାରିବେ । ଏହି ହେୟାର ଡାଏ ଲଗାଇବା ପୂର୍ବ ରୁ ଆପଣ ନିଜର କେଶ କୁ ଭଲ ଭାବେ ଶ୍ୟାମ୍ପୋ କରନ୍ତୁ । ନଚେତ ଏଥିରୁ ଆପଣଙ୍କୁ କୌଣସି ଭଲ ଫଳ ମିଳିବ ନାହି । ପ୍ରଥମେ ଏହାକୁ ଆପଣ ନିଜର କେଶ ମୂଳରେ ଲାଗନ୍ତୁ । ଯେଉଁ ଠାରେ ଆପଣଙ୍କ କେଶ ଅଧିକ ଧଳା ଅଛି ସେଠାରେ ଅଧିକ ପ୍ରୟୋଗ କରନ୍ତୁ ।
ଏହାକୁ ଲଗାତାର ୨୦ ରୁ ୨୫ ଥର ପ୍ରୟୋଗ କରିଲେ ଧଳା କେଶ କଳା ହୋଇଥାଏ । ବଜାରରେ ମିଳୁଥିବା କେମିକାଲ ବ୍ଯବହର କରିବା ଅପେକ୍ଷା ଆଜିର ଆମର ଏହି ହୋମ ରେମଡି ଆପଣ ବ୍ୟବହାର କରିଲେ ନିଶ୍ଚୟ ଧଳା କେଶ କଳା ହେବାରେ ଲାଗିବ । ଏହା ସହ କେଶ ଘନ, ମଜବୁତ ହେବା, କେଶ ବଢିବା ଓ କଳା ମଧ୍ୟ ହେବ । ଏହା ସହ କେଶ ଝଡିବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ।

ଏହାକୁ ସପ୍ତାହକୁ ୩ଥର ଲଗାନ୍ତୁ । ଏହା ଲଗାଇବାର ୩ରୁ ୪ଘଣ୍ଟା ଲଗାଇ ରଖି ପାଣିରେ ଧୋଇ ଦେବେ । ଧୀରେ ଧୀରେ ଆପଣଙ୍କ କେଶ ପ୍ରାକୃତିକ କଳା ହୋଇଯିବ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜାଣନ୍ତୁ ।



