ଜୀବନଶୈଳୀ

ସବୁବେଳେ ଖୁସିରେ ରହିବାକୁ ଚାହାଁନ୍ତି ତ ଥରେ ନିଶ୍ଚୟ ଜାଣି ରଖନ୍ତୁ ଏହି 5 ଟି କଥା, ଜୀବନରେ କେବେ ବି ଦୁଃଖ ଆପଣଙ୍କ ପାଖ ବି ମାଡିବନି

କେତେ ଥର ଆମେ ଖୁସିରେ ରହୁ ଓ ଆମେ କଣ କରୁ । ଆମେ କଣ ସବୁ ଏମିତି କରୁ ଓ କଣ କହୁଛୁ ଆମେ ନିଜକୁ ଗାଳି କରୁ ଓ ଆମେ ନିଜକୁ ନିନ୍ଦା କରୁ । ଆମେ ଭାବୁ ଆମଠାରୁ ଖରାପ ଲୋକ ଏହି ଦୁନିଆରେ କେହି ନାହାନ୍ତି। ମୋ ପଡୋଶିବି ଖୁସି ମୋ କଜିନମାନେ ଖୁସି ଅଛନ୍ତି ମୁଁ କାହିଁ ଖୁସି ହେଉନି। ଆମେ।ଆପଣଙ୍କୁ ୫ଟା ଟିପ୍ସ କହିବୁ, ଯେମିତି ଆପଣମାନେ ଖୁସିରେ ରହିବେ । ୧, ସବୁଦିନ ବ୍ୟାୟାମ କରିବା ;- ସବୁଦିନ ବ୍ୟାୟାମ କଲେ ଭଲ । ଏହିପରି କଲେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେବ ।

ଯଦି ରକ୍ତ ସଞ୍ଚାଳନ ଭଲ ହେବ ଓ ଶରୀର ସୁସ୍ଥ ରହିବ ଓ ସବୁବେଳେ ଭଲ ହେବ । ବ୍ୟାୟାମ କର ସବୁ ଭଲ ହେବ । ଘରେ କୁହନ୍ତି ଯେ ଦୋକାନରୁ ଏହି ଜିନିଷ ଆଣିଲେ ପାଦକୁ କଷ୍ଟ ଲାଗେ କହିଲେ ସବୁ ଭଲ ହେବ। ଯଦି କିଛି ସମୟ ଚାଲିଲେ ଭଲ ହେବ । ତନ୍ଦୁରସ୍ତ ରହିବା ଦରକାର ।

୨. ସବୁ ଜିନିଷ କିଛି ଦିନ ପାଇଁ;- ଏହି ଦୁନିଆରେ କିଛି ବି ସବୁଦିନ ପାଇଁ ନୁହେଁ,। ସବୁକିଛି କିଛିଦିନ ପାଇଁ ଅସ୍ଥାୟୀ ଅଟେ। ଦିନ ପରେ ରାତି, ସମୟ ପରେ ସମୟ ଗଡ଼ି ଚାଲିଛି। ତାହା ହେଲେ ସ୍ଥାୟୀ ସବୁବେଳେ କିଛି ନୁହେଁ । ଏମିତି କାହିଁ ଭାବୁଛ, ଏଇ ସମୟ ଖରାପ ହେଲା ବୋଲି ଆଗକୁ ସମୟ ଖରାପ ହେବ ।

ଯଦି ଆପଣ ହାର ମାନୁଛନ୍ତି ତାହେଲେ ହତାଶ ହେବ। ଯଦି ଆପଣ ମାନୁଛନ୍ତି, ଏହି ସମସ୍ୟା ଆସୁଛି, ଏହି ସମସ୍ୟାକୁ ସମାଧାନ କରିବା ଉଚିତ୍। ଯଦି କିଛି ଖରାପ ହେଉଛି ତାକୁ ସାମ୍ନା କରିବା ଉଚିତ୍।

3. ଧନି ହୋଇ ନିଜ ଇଚ୍ଛାରେ କଣ କରିବା ଉଚିତ୍ ;- କିଛି ହାତ ତିଆରି ବନେଇବା ଶିଖ ଓ କାମ କରିବା ଉଚିତ୍ । ଗୋଟେ ଜିନିଷକୁ ନିଜ ନିୟନ୍ତ୍ରଣରେ ରଖିବା ଯେତେ ଭଲ ନାଲାଗେ, ନିଜେ ଅନୁଭବ କଲେ ଗୋଟେ ଜିନିଷ ଭଲ ଲାଗେ। ଗୋଟେ ଜିନିଷ ବନେଇଲେ ଯେତେ ଭଲ ନ ଲାଗିବ, ଗୋଟେ ଜିନିଷ ଖାଇଲେ ସେତେ ଭଲ ଲାଗେ । କୌଣସି ଜାଗାରେ ବୁକିବାପାଇଁ ଗଲେ ସେହି ଦୃଶ୍ୟର ଭିଡିଓ ବନେଇବାଠାରୁ ଗଲେ ସବୁ ଭଲ ହେବ ।

4. ନିଜକୁ ଅନ୍ୟ ଜଣକ ସାଙ୍ଗରେ ତୁଳନା କରନାହିଁ ;- ସମସ୍ତେ ଅନ୍ୟ ଜଣକୁ ତୁଳନା କରନାହିଁ। ପୁଅ ଓ ଝିଅ ସାଙ୍ଗରେ ତୁଳନା କରନାହିଁ । ତାଙ୍କ ଝିଅ କେତେ ପଢୁଛି । ଆମ ଝିଅ ଭଲ ପଡୁନାହିଁ, ତାଙ୍କ ଝିଅ ଭଲ ପଢୁଛି। ତୁଳନା ଏମିତି ହୁଏ ଜଣକ ଠାରୁ ଆଗକୁ ଯିବା ଓ ଅନ୍ୟମାନଙ୍କୁଠୁ ପଛକୁ ଯିବା। ସେଥିପାଇଁ କାହା ସହିତ ନିଜକୁ ତୁଳନା କରନାହିଁ।

୫. ମିଳିମିଶି ଖାପ ଖୁଆଇ ଚଳିବା;- ସବୁବେଳେ ନିଜ ହିସାବରେ ଚଳିବନି,।ସେଥିପାଇଁ ମିଳିମିଶି ସମସ୍ତେ ଚଳିବା ଦରକାର । ସବୁକିଛି ଆମ ହିସାବରେ କିଛି କାମ ହୋଇନଥାଏ ।।ଆମକୁ ସମସ୍ତଙ୍କ ସାଙ୍ଗରେ ଖାପଖୁଆଇ ଚଳିବ। ଆମେ ପରୀକ୍ଷାରେ ଭୁଲରେ କାମ କଲେ ଓ ନମ୍ବର ଭୁଲ କଲେ ସମସ୍ତେ ପାଟି କରନ୍ତି। ଶେଷରେ ସବୁ ଟପ୍ କଲେ ଭଲ ହେବ । ଯଦି ସବୁବେଳେ ଭଲ ପାଠ ପଢିବେ ଭଲ ନମ୍ବର ରହିବ। ଆମ ଲେଖା ଭଲ ଲାଗିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button