ବିଚାର

ଜାଣନ୍ତୁ ପକେଟ୍ ରୁ ପଇସା ଗଳିବା ପଛରେ କଣ ରହିଛି ରହସ୍ୟ

ଆମ ଜୀବନରେ ବହୁତ୍ ସାରା ଘଟଣା ରହିଛି ,ଯାହା ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହାର ପ୍ରଭାବ କିଛି ସମୟ ପରେ ଦେଖାଦେଇଥାଏ। ଏହିଭଳି ଏକ ଘଟଣା ଯାହା ପ୍ରାୟ ସମସ୍ତଙ୍କ ସହିତ ଘଟିଥାଏ । ଏହିଭଳି ଏକ ଘଟଣା ହେଉଛି ପକେଟ୍ ରୁ ପଇସା ଗଳିବା।

ପକେଟ୍ ରୁ ପଇସା ଗଳିଲେ କଣ ହୋଇଥାଏ ଆସନ୍ତୁ ଜାଣିବା :

vastu11-ବାସ୍ତୁ ଶାସ୍ତ୍ର ଅନୁସାରେ ପଇସା ଗଳିବାର ଅର୍ଥ ହେଉଛି ଆପଣ ଯେଉଁ କାମରେ ବାହାରିଛନ୍ତି ,ସେହି କାମ ଆପଣଙ୍କର ପୂର୍ଣ୍ଣ ହୋଇଥାଏ। ଏହାର ଅର୍ଥ ଆପଣ ଆପଣଙ୍କ କାମରେ ସଫଳ ହୋଇପାରିବେ।

-ଯଦି ଆପଣ କୌଣସି କାମ ପାଇଁ ବାହାରକୁ ଯିବା ସମୟରେ କାହାକୁ ପଇସା ଦେଉଛନ୍ତି ଏବଂ ସେହି ସମୟରେ ପଇସା ଯଦି ତଳେ ପଡ଼ିଯାଏ ତାହେଲେ ଆପଣଙ୍କ ପାଇଁ ଏହା ଶୁଭ ହୋଇଥାଏ। କୁହାଯାଏ ଏହାଦ୍ବାରା ଆପଣଙ୍କର ଧନ ବଢିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କାପଡା ବଦଳିବା ସମୟରେ  ଯଦି ପକେଟ୍ ରୁ ପଇସା ପଡ଼ିଥାଏ ତାହେଲେ ଆପଣ ବହୁତ ପ୍ରକାର ବ୍ୟବସାୟ କରିପାରିବେ। ଆମ ପୂର୍ବପୁରୁଷରୁ ବାସ୍ତୁ ଶାସ୍ତ୍ରର ନିୟମ ପାଳନ ହୋଇଆସୁଛି । ଏହା ପାଳନ କରିବା ଦ୍ବାରା ଆମ ଆଖପାଖର ବାତାବରଣ ସକାରାତ୍ମକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button