ବିଚାର

ଆଶ୍ଚର୍ଯ୍ୟ ! ୮ ମାସର ଶିଶୁ କାନ୍ଦ ନାହିଁ କି ଅଝଟ ନାହିଁ…ମା’ ସହ ତାଳ ଦେଇ କହୁଛି ଶ୍ଳୋକ, ବିଶ୍ଵାସ ନହେଲେ ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଖବର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଜାଣି ଆପଣ ମଧ୍ୟ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ  ୮ ମାସର ଶିଶୁଟି କାନ୍ଦ ନାହିଁ କି ଅଝଟ ନାହିଁ । ମା’ ସହିତ ତାଳ ଦେଇ କହୁଛି ଶ୍ଳୋକ । ମାତ୍ର ୮ ମାସର ଏହି ଶିଶୁଟିର ପାଟି ମଧ୍ୟ ଫିଟିନାହିଁ । ଦୁନିଆ କ’ଣ ଜାଣିନାହିଁ । କିନ୍ତୁ ସେ ବୁଝୁଛି କଥା ଏବଂ କହୁଛି ଶ୍ଳୋକ ।

ଏହି କଥାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆପଣ ମାନେ ଭାବୁଥିବେ ଏହି କୁନି ଛୁଆଟି ସେ ଶ୍ଳୋକ କ’ଣ କହିବ ? ଏହି କଥାକୁ ଯିଏ ମଧ୍ୟ ଦେଖୁଛନ୍ତି ଅଥବା ଶୁଣୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ ମା’ ପଚାରୁଛନ୍ତି ଗୋଟିଏ ପରେ ଗୋଟିଏ ଶ୍ଳୋକ, ଆଉ ଛୁଆଟି ଦେଉଛି ଉତ୍ତର । ତେବେ ଏହି ଘଟଣା ଟି କେଉଁ ସ୍ଥାନର କିଛି ସ୍ପଷ୍ଟ ହୋଇନାହିଁ । ମାତ୍ର ଏହା ବର୍ତ୍ତମାନ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି ।

୮ ମାସର ଶିଶୁ କହୁଛି ଦାମୋଦର ସେତାକର ଶ୍ଳୋକ । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ମା’ ପେଟରେ ଥାଇ ଏହିସବୁ ମନେ ରଖିଛି ଏହି କୁନି ଛୁଆଟି । ସେ ମା’ ଗର୍ଭରେ ଥିବା ସମୟରେ ମା’ ଏହିସବୁ ଶ୍ଳୋକ ପଢୁଥିଲେ, ଯାହାକି ମନେ ରଖିଛି ଛୁଆଟି । ତେବେ ଏହା ସନାତନ ଧର୍ମର ଶ୍ଳୋକ ଯାହାକି ୭ ହଜାର ବର୍ଷପୂର୍ବେ ମହାଭାରତରେ ଉଦୃତ ଥିଲା ।

ପ୍ରତିଦିନ ସୋ-ସି-ଆ-ଲ ମି-ଡି-ଆରେ କୁନି କୁନି ଛୁଆଙ୍କର ଅନେକ ଭି-ଡି-ଓ ହେଉଛି ଭା-ଇ-ରା-ଲ । ମାତ୍ର ଏହି ଭି-ଡି-ଓ ସଂପୂର୍ଣ୍ଣ ଭାବରେ ନିଆରା ଅଟେ । ଏତେ କୁନି ବୟସରେ ପିଲାଟି ଶ୍ଳୋକ ମନେ ରଖିବା ଏବଂ କହିବା ନିଶ୍ଚିତ ଭାବରେ ଖୁବ ଆଶ୍ଚର୍ଯ୍ୟକର । ସୂଚନା ଅନୁଯାୟୀ ଏହି ଭି-ଡି-ଓକୁ ଜଣେ ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସ ଟ୍ଵିଟରରେ ସେୟାର କରିଛନ୍ତି ।

ଏହାକୁ ଲୋକମନେ ଖୁବ ପସନ୍ଦ କରିବା ସହିତ କମେଣ୍ଟ ମଧ୍ୟ କରିଛନ୍ତି । କିଏ ଲେଖିଛନ୍ତି ଅଦ୍ଭୁତ ଏବଂ ଆଉ କିଏ କିଏ ଲେଖିଛନ୍ତି ଅତିସୁନ୍ଦର, ଆଉ କେହି କେହି ଅଭିମନ୍ୟୁଙ୍କ ଉପରେ ଲେଖିଛନ୍ତି । କିନ୍ତୁ ବାସ୍ତବିକ ଭାବରେ ପିଲାଟିର ସ୍ମରଣ ଶକ୍ତିକୁ ମାନିବାକୁ ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button