ଧର୍ମ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯାହାର ନିଦ ଭୋର 3 ଟା ରୁ 5 ଟା ଭିତରେ ଭାଙ୍ଗିଯାଏ, ସେମାନଙ୍କୁ ଭଗବାନ ଦେଇଥାନ୍ତି ଏହି ସଙ୍କେତ

ଯଦି ଆପଣଙ୍କର ନିଦ ରାତି ୩ ଟା ରୁ ୫ ଭାଙ୍ଗିଯାଉଛି ତେବେ ଏହାର କେଉଁଥି ପାଇଁ ହେଉଛି ଓ ଭଗବାନ ଶ୍ରୀକୃଷ୍ଣ ଏହା ବିଷୟରେ କଣ କହୁଛନ୍ତି ଆସନ୍ତୁ ଜାଣିବା । ଏହା ତାଙ୍କ ସହ କଣ ହୋଇଥାଏ ଯାହା ତାଙ୍କୁ ବହୁତ ଅଲଗା ବନାଇ ଦେଇଥାଏ । ଯେଉଁ ସମୟରେ ସେ ଦୁନିଆକୁ ଗଢିଥିଲେ ସେହି ସମୟରେ ସେ କିଛି ଜିନିଷ ଛାଡିଥିଲେ ।

ଏହା ମନୁଷ୍ୟ ଉପରେ ଛାଡିଥିଲେ ସେ ଦେଖିବାକୁ ଚାହୁନଥିଲେ କି ଏହାକୁ ମନୁଷ୍ୟ କିପରି ସମାଧାନ କରିପାରୁଛି । ଆମ ସହିତ ଯାହାବି ହେଉ ସେ ଭୁଲ ବା ଠିକ ଏହା ଦେବତାଙ୍କର ହାତ ଥାଏ ଏଥିରେ ତାଙ୍କର କିଛି ମନୁଷ୍ୟକୁ ଶିକ୍ଷା ଦେବାପାଇଁ ମଧ୍ୟ ଥାଏ । ଯଦି ଆମର ଦେବତାଙ୍କ ପ୍ରତି ଶ୍ରଧା ଓ ବିଶ୍ଵାସ ଅଛି ତେବେ ଆମେ ସେହି ସଙ୍କେତ ଗୁଡିକୁ ଜାଣିପାରୁ ।

କିନ୍ତୁ ଯଦି ଆମେ ତାଙ୍କ ଉପରେ ବିଶ୍ଵାସ ନକରୁ ତେବେ ଏହା ଆମେ ଜାଣିପାରୁ ନାହୁଁ । ଆପଣ ମାନେ କେବେ ନା କେବେ ଦୁର୍ଘଟଣା ହୋଇଥିବେ ତେବେ ଏହା ସେ କିଛି ଦିନ ପୁବରୁ ହିଁ ଆପଣଙ୍କୁ କୌଣସି ଏକ ସଙ୍କେତରେ କହିଥିବେ ଯଦି ଆପଣ ଇଶ୍ଵର ପ୍ରେମୀ ହୋଇଥିବେ ତେବେ ଏହାକୁ ଆପଣ ବୁଝି ପାରିବେ ।

ଅର୍ଥାତ ଆମ ସାଙ୍ଗରେ କିଛି ଘଟୁଥିବା ଛୋଟ ଅଘଟଣ ବା ଆମ ଆଖ ପାଖରେ ହେଉଥିବା ଅସାମାନ୍ୟ କଥା ବା ଆମେ ଯେଉଁ କାର୍ଯ୍ୟରେ ବାହାରକୁ ଯିବା ପାଇଁ ଚାହୁନ୍ଥିବୁ କିନ୍ତୁ ଘରର କେହି ଗୁରୁଜନ ଏହି କାର୍ଯ୍ୟ କରିବା ପାଇଁ ମନା କରନ୍ତୁ ବା କୌଣସି ଏକ ଜାଗାକୁ ଯିବା ପାଇଁ ମନା କରନ୍ତୁ ଏବଂ ବିନା ଲେଖା ପଢୀରେ କୌଣସି ଏକ କାଗଜରେ ସାଇନ ମାରିବା ।

କହିବାକୁ ଗଲେ ଆମେ ଦେଖୁଥିବା କିଛି ସ୍ଵପ୍ନ ହେଉ ଆମେ କିଛି ସଂକେତ ଦ୍ଵାରା ପାଇଥାଉ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଆମ ସହିତ ହେଉଥିବା ଛୋଟ ମୋଟ ଘଟଣାକୁ ଆମେ ଧ୍ୟାନ ଦେବା ଉଚିତ ଓ ପ୍ରକୃତି ମାଧ୍ୟମରେ ଆମକୁ ଯେଉଁ ସଂକେତ ଦେଉଛନ୍ତି ବା ଆଦେଶ ଦେଉଛନ୍ତି ଏହାକୁ ଆମେ ମାନିବା ନିହାତି ଦରକାର ।

ସ୍ବାଭାବିଜ ଭାବରେ ଆମେ ଶୋଇଲା ପରେ ଆମ ନିଦ ଭାଙ୍ଗିଥାଏ କିନ୍ତୁ ରାତି ୩ ଟା ରୁ ୫ ଭାଙ୍ଗିଯାଉଛି ଏହା ଏକ ବହୁତ ଖାସ କଥା ଅଟେ । ଆପଣ ମାନେ ବ୍ରହ୍ମ ମୁହୂର୍ତ ଜାଣିଥିବେ ରାତି ୩ ଟା ରୁ ଭୋର ୬ଟା ପର୍ଯ୍ୟନ୍ତ କୁ ବ୍ରହ୍ମ ମୁହୂର୍ତ କୁହାଯାଏ । ଶ୍ରେକୃଷ୍ଣ କହିଛନ୍ତି ଯେଉଁ ମାନେ ବ୍ରହ୍ମ ମୁହୂର୍ତରେ ଉଠିଥାନ୍ତି ସେମାନେ ବହୁତ ଧନୀ ବାନ ବ୍ୟକ୍ତି ହୋଇଥାନ୍ତି ।

ବ୍ରହ୍ମା ସୃଷ୍ଟି ବନାଇଥିଲେ ସେଥିପାଇଁ ସେହି ସମୟକୁ ବ୍ରହ୍ମ ମୁହୂର୍ତ ବା ନିର୍ମାଣ ସମୟ ମଧ୍ୟ କହିପାରିବେ । ଏହି ସମୟରେ ନିର୍ମାଣ କରା ଯାଇଥିଲା । ତେଣୁ କରି ଆପଣ ଏହି ସମୟରେ ନିଜେ ଭିତରେ କିଛି ଶକ୍ତି ଆଣିପାରିବେ ବା କିଛି ଭଲ ବିଚାର ଓ ଚିନ୍ତା ମଧ୍ୟ ଆଣି ପାରିବେ । ଏହା କରି ଆପଣ ନିଜ ଭିତରେ ଦେବତାଙ୍କୁ ଅନୁଭବ କରିପାରିବେ ।

କିଛି ଲୋକଙ୍କୁ ବ୍ରହ୍ମ ମୁହୂର୍ତରେ ଉଠିବା ପାଇଁ ବହୁତ କଷ୍ଟ ଅନୁଭବ କରିଥାନ୍ତି । ଯେଉଁ ମାନେ ଚେଷ୍ଟା କରି ମଧ୍ୟ ସେହି ସମୟରେ ଉଠି ପାରନ୍ତି ନାହିଁ ଓ ଆଉ କିଛି ଲୋକଙ୍କର ନିଦ ଭାଙ୍ଗି ଯାଏ ସେମାନେ ବହୁତ ଭାଗ୍ୟ ଶାଳି ଅଟନ୍ତି । କାରଣ ଏହି ସମୟକୁ ଦେବତାଙ୍କ ସମୟ ମାନିଥାଉ ଓ ଏହି ସମୟ ଏପରି ଏକ ସମୟ ଅଟେ ଆପଣ ଯଦି ଏହି ସମୟରେ ଉଠୁଛନ୍ତି ତେବେ ନିଜ ଜୀବନରେ ବହୁତ କିଛି ପରିବର୍ତନ ଆଣିପାରିବେ ।  ଶାସ୍ତ୍ରରେ ମଧ୍ୟ ଲେଖା ଯାଇଛି କି ଆମେ ବ୍ରହ୍ମ ମୁହୂର୍ତରେ ଉଠିବା ଫଳରେ ଆମର ବଳ, ବୃଦ୍ଧି ଓ ଆୟୁ ବଢିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button