ଧର୍ମ

ଯେତେବେଳେ ଘରେ ଧନ ର ଅଭାବ ହେବାକୁ ଲାଗିବ, ତ ନିଶ୍ଚୟ କରନ୍ତୁ ଏହି 1 କାମ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ, ଚାଣକ୍ୟ ନୀତି ରେ ଉଲ୍ଲେଖ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ । କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ଭାଗ୍ୟ ଚମକିବାକୁ ଲାଗିଥାଏ ସେହି ସମ୍ବନ୍ଧରେ ଆମେ ଆପଣଂକୁ କହିବୁ । ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ବିଦ୍ୱାନ ଥିଲେ । ତାଙ୍କ ଗ୍ରନ୍ଥ ରେ ଥିବା ନୀତିର ମୁଖ୍ୟ ଉଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ଚାଣକ୍ୟ ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ ।

ବନ୍ଧୁଗଣ ସେହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଦୁନିଆ ର ସବୁ ବ୍ୟକ୍ତି ପାଇବାର କାମନା କରିଥାନ୍ତି । ତେବେ ଚାଣକ୍ୟ ନୀତି ଅନୁସାରେ କିଛି କାର୍ଯ୍ୟ ଏପରି ଅଛି ଯାହା କରିବା ଦ୍ୱାରା ଆପଣଙ୍କର ଉନ୍ନତି ସାଧନ ହୋଇଥାଏ ଏବଂ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯାଇଥାଏ ଏବଂ ଅର୍ଥ ର ଅଭାବ ରହି ନଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ରବିବାର ଦିନ ରାତିରେ ଶୋଇବା ସମୟରେ ଏକ ଗ୍ଲାସ ପାଣିରେ ଅଳ୍ପ କ୍ଷୀର ମିଶାଇ ରଖି ଦିଅନ୍ତୁ ଏବଂ ଶୁଅନ୍ତୁ । ଏହି ଗ୍ଲାସ କୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ରଖିବା ଦ୍ଵାରା ରାତିରେ ଆପଣ ଶୋଇଥିବା ସମୟରେ ଯେପରି ସେହି ଗ୍ଲାସ ରେ ହାତ ବାଜି ତଳେ ପଡ଼ି ନଯାଉ । ସକାଳୁ ଉଠିବା ପରେ ଏହି ଗ୍ଲାସ ରେ ଥିବା କ୍ଷୀର କୁ ବବୁଲ ଗଛ ମୂଳରେ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ କେବେବି ଅର୍ଥର ଅଭାବ ହୋଇନଥାଏ ।

୨. ବନ୍ଧୁଗଣ ଯଦି ଆପଣଙ୍କର କୌଣସି କାର୍ଯ୍ୟ ବହୁତ ଦିନରୁ ଅଟକି ରହିଛି ଏବଂ ପୂରଣ ହୋଇ ପାରୁ ନାହିଁ ତେବେ ଆପଣ ରବିବାର ଦିନ କଳା କୁକୁର କୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ କଳା ପକ୍ଷୀ କୁ ଦାନା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ ହୋଇଥାଏ ଏବଂ ଧନ ର ବୃଦ୍ଧି ହୋଇଥାଏ । ଏହା ସହିତ ରବିବାର ଦିନ ଘରେ ମୁଗ ଡାଲି ବନାଇବା ଦ୍ୱାରା ଭଗବାନ ଶନି ଦେବ ଙ୍କ କୃପାଦୃଷ୍ଟି ମଧ୍ୟ ଲାଭ ହୋଇଥାଏ ।

୩. ବନ୍ଧୁଗଣ ପ୍ରତି ରବିବାର ସକାଳୁ ଉଠି ସ୍ନାନ କରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଜଳ ଅର୍ପଣ କରିବା ସମୟରେ ଜଳ ର ଧାରାରୁ ସୂର୍ଯ୍ୟ ଦେବ ଙ୍କ ଦର୍ଶନ କରନ୍ତୁ । ଏହାଦ୍ବାରା ସୂର୍ଯ୍ୟ ଦେବ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଆପଣ ନିରୋଗ ଏବଂ ସୁସ୍ଥ ରହିଥାନ୍ତି । ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ସମୟରେ ଓଃ ସୂର୍ଯ୍ୟଦେବାୟଃ ନମଃ ମନ୍ତ୍ର ଜପ କରନ୍ତୁ । ଏହାଦ୍ବାରା ସୂର୍ଯ୍ୟ ଦେବ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ମଧ୍ୟ ଲାଭ ହୋଇଥାଏ ।

୪. ବନ୍ଧୁଗଣ ସକାଳୁ ଶୀଘ୍ର ଉଠିବା ପରେ ସ୍ନାନ କରି ଏକ ଲାଲ ରଙ୍ଗର ରେଶମୀ କପଡ଼ା ରେ ୨୧ଟି ଚାଉଳ କୁ ବାନ୍ଧି ଦିଅନ୍ତୁ ଏବଂ ଲକ୍ଷ୍ମୀ ମାତା ଙ୍କ ପୂଜା କରନ୍ତୁ । ପୂଜା କରିବା ସମୟରେ ସେହି ଚାଉଳ ଥିବା ଲାଲ କପଡ଼ାକୁ ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଜୀବନ ରେ କୌଣସି ପ୍ରକାର ଆର୍ଥିକ ସମସ୍ୟ ରହିବ ନାହିଁ । ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button