ମନୋରଞ୍ଜନ

ସଫା ହୃଦୟର ହେଇଥାନ୍ତି ଏହି 9 ନାମର ଝିଅ, କେବେବି ଦେଇ ନଥାନ୍ତି ଧୋକା

ଆଜିକାଲି ସମସ୍ତେ ଦୁନିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି କୌଣସି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ସେହି ବ୍ୟକ୍ତିର ସ୍ଵଭାବ, ଏବଂ ତାର ଭବିଷ୍ୟ ବିଷୟରେ ବହୁତ କିଛି ଜଣାପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ ଅକ୍ଷର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଏହି ନାମର ଝିଅମାନେ ଜନ୍ମରୁ ହିଁ ଭାବୁକ, କୋମଳ, ଏବଂ ସ୍ୱଚ୍ଛ ହୃଦୟର ହୋଇଥାନ୍ତି ଯିଏ କେବେ କାହାକୁ ଦୁଃଖ ଦେବାକୁ ଭାବନ୍ତି ନାହିଁ ।

ଏବଂ ନିଜ ଜୀବନସାଥି ଙ୍କୁ ପ୍ରେମ ଆଊ ତାଙ୍କ ସୁଖ ଦୁଃଖରେ ତାଙ୍କ ସହିତ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା । A ନାମର ଝିଅମାନେ:- ଜ୍ୟୋତିଷ ଶାସ୍ତ୍ର ଅନୁସାରେ A ନାମାରୁ ଆରମ୍ଭ ହେଉଥିବା ଝିଅମାନଙ୍କ ମନ ବହୁତ ସଫା ହୋଇଥାଏ । ଏମାନେ ବହୁତ ବିଶ୍ୱସନୀୟ ହୋଇଥାନ୍ତି । ଏହି ଝିଅମାନେ ଯଦି କାହାକୁ କଥା ଦିଅନ୍ତି ତେବେ ସେ ଏହି କଥାକୁ ନିଶ୍ଚୟ ରକ୍ଷା କରନ୍ତି ।

B ନାମର ଝିଅମାନେ:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପାଟନର କୁ ବହୁତ ବେଶି ଭଲପାଆନ୍ତି ଏବଂ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି । ଏମାନେ ବହୁତ ଦୟାଳୁ ମଧ୍ୟ ହୋଇଥାନ୍ତି ।

D ନାମର ଝିଅମାନେ:- ଏହି ନାମର ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି । ଏହି ଝିଅମାନେ ସବୁବେଳେ ଖୁସିରେ ରୁହନ୍ତି । ଏହି ଝିଅମାନେ ପ୍ରେମରେ ସବୁବେଳେ ସଚ୍ଚୋଟ ହୋଇଥାନ୍ତି ।

L ନାମର ଝିଅମାନେ:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ଦୟାଳୁ ହୋଇଥାନ୍ତି । ଏମାନେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି । ଏମାନେ ଭଗବାନ ଙ୍କ ଉପରେ ବହୁତ ବିଶ୍ବାସ ରଖିଥାନ୍ତି । ଏମାନେ ବହୁତ ଜ୍ଞାନୀ ହୋଇଥାନ୍ତି । ଏହି ଝିଅମାନେ କେବେ ମଧ୍ୟ ଗର୍ବ କରନ୍ତି ନାହିଁ । ଯାହା ଦ୍ଵାରା ଏମାନେ ସବୁବେଳେ ସଫଳତା ହାସଲ କରିଥାନ୍ତି ।

M ନାମର ଝିଅମାନେ:- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ କଥା ଦ୍ଵାରା ସମସ୍ତଙ୍କ ହୃଦୟ କିଣିଥାନ୍ତି । ଏହି ଝିଅମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ । ପ୍ରେମରେ ଏହି ଝିଅମାନେ ସଚ୍ଚୋଟ ହୋଇଥାନ୍ତି । ଏମାନେ ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି ।

N ନାମର ଝିଅମାନେ:- ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନେ ନିଜ ବୁଦ୍ଧି ଦ୍ଵାରା ସଫଳତା ପ୍ରାପ୍ତି କରିଥାନ୍ତି । ଏହି ଝିଅମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ବିବାହ ମଧ୍ୟ କରିଥାନ୍ତି ।

S ନାମର ଝିଅମାନେ:- ଏହି ନାମର ଝିଅମାନେ ସଫା ହୃଦୟର ହୋଇଥାନ୍ତି । ଏମାନେ ବହୁତ ଧାର୍ମିକ ହୋଇଥାନ୍ତି । ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ହୃଦୟର କଥା କାହାକୁ କୁହନ୍ତି ନାହିଁ । ଏମାନେ ସବୁବେଳେ ସମସ୍ତଙ୍କ ଭଲ ଚିନ୍ତା କରିଥାନ୍ତି । ଏହି ଝିଅମାନେ ବହୁତ ସଫା ହୃଦୟର ହୋଇଥାନ୍ତି ।

P ନାମର ଝିଅମାନେ:- ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ଛନ୍ଦ କପଟ କିଛି ବୁଝନ୍ତି ନାହିଁ । ଏମାନେ ସମସ୍ତଙ୍କ କଥା ସୁଣିଥାନ୍ତି । ଏହି ଝିଅମାନେ ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କ ମନ କିଣିଥାନ୍ତି ।

R ନାମର ଝିଅମାନେ:- ଏହି ଝିଅମାନେ ନିଜ ପାଟନର ପାଇଁ ସଚ୍ଚୋଟ ରହିଥାନ୍ତି । ଏମାନେ ଗୁରୁଜନଙ୍କ ସମ୍ମାନ କରିଥାନ୍ତି । ଏମାନେ ସବୁବେଳେ ନିଜ ବୁଦ୍ଧି ଦ୍ଵାରା ସଫଳତା ହାସଲ କରିଥାନ୍ତି । ଏହି ଝିଅ ମାନେ ନିଜ ହୃଦୟର ସୁଣିଥାନ୍ତି । ଏହି ଝିଅମାନେ ନିଜ ଜୀବନରେ ସଫଳତା ହାସଲ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button