ମନୋରଞ୍ଜନ

ବଜାର ନୁହେଁ ଘରେ ବନାଇ ଖାଆନ୍ତୁ ମୁଙ୍ଗ୍‌ ଡାଲ ନମକିନ୍‌

ପ୍ରାୟ ସମସ୍ତେ ଚା ସହିତ କିଛି ଚଟପଟା ଖାଇବାକୁ ପସନ୍ଦ କରନ୍ତି। ଏମିତିରେ ଚା ନମକିନ୍‌ ଏକ ବହୁତ ଭଲ ଅପସନ, ଯାହା ଭାରତୀୟଙ୍କୁ ବହୁତ ପସନ୍ଦ ଆସିଥାଏ। ଏଥିପାଁ ଆଜି ଆମେ ଆପଣଙ୍କୁ ଚଟପଟା ସ୍ୱାଦ ଦେଉଥିବା ମୁଗ ଡାଲି ନମକିନ ବିଷୟରେ ଜଣାଇବୁ। ଯାହାକୁ ଆପଣ ସହଜରେ ଘରେ ବସି ବନାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୩ କପ୍‌ ମୁଗ ଡାଲି
  • ଲୁଣ ଏବଂ ଚାଟ ମସଲା ସ୍ୱାଦାନୁସାରେ
  • ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

-ମୁଗଡାଲିକୁ ଧୋଇ ୪ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖିଦିଅନ୍ତୁ।

-ଏହାପରେ ସବୁ ପାଣିକୁ ବାହାର କରି ସୂତା କପଡାରେ ସୁଖାଇ ଦିଅନ୍ତୁ। ଯେମିତି ଏଥିରୁ ସବୁ ଏକ୍ସଟ୍ରା ପାଣି ବାହାରିଯିବ।

-କଡାରେ ତେଲ ଗରମ କରନ୍ତୁ।

-ଗରମ ହୋଇଗଲା ପରେ ଅଳ୍ପ ଅଳ୍ପ କରି ମୁଗ ଡାଲି ଛାଣି ଦିଅନ୍ତୁ।

-ଏହାପରେ ଏହାକୁ ଲୁଣ ଏବଂ ଚାଟ ମସଲା ମିଶାଇ ଦିଅନ୍ତୁ।

-ଏବେ ଏହାକୁ ଏୟାର ଟାଇଟ କଣ୍ଟେନରରେ ଭରି ୮ ରୁ ୧୦ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button