ବିଚାର

ଏଥିରେ କୌଣସି ସନ୍ଦେହ ନାହିଁ କି ସୁନ୍ଦର ଓ ଚମକଦାର ଚୁଟି ନାରୀର ସୁନ୍ଦରତାକୁ ଦ୍ଵିଗୁଣିତ କରିଦିଏ । ପୁରାତନ ସମୟରେ ଚୁଟିର ଦେଖାଶୁଣା କରିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ଉପାୟ କରୁଥିଲେ । ଯେଉଁଥିରେ ଚୁଟି ବାସ୍ତବରେ କଳା, ଘନ, ମଝବୁତ ଓ ଚମକଦାର ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତେ ବିଭିନ୍ନ ପ୍ରକାରର ସାମ୍ପୋ ଓ ଅନ୍ୟ କେତେକ ଜିନିଷ ଚୁଟିର ଦେଖାଶୁଣା ପାଇଁ ବ୍ୟବହାର କରୁଛନ୍ତି । ଏହା ଦ୍ଵାରା ଚୁଟିକୁ ପୋଷକ ତତ୍ଵ ମିଳିନଥାଏ ଓ ସମୟ ପୂର୍ବରୁ ହିଁ ଝଡିବାକୁ ଲାଗିଥାଏ । ଏହା ସହିତ ଚୁଟି ଧଳା ବି ହେବାକୁ ଲାଗେ । ବୟସ ବଢିବା ସହିତ ଚୁଟି ଧଳା ହେବା ସ୍ଵାଭାବିକ ଅଟେ । କିନ୍ତୁ କମ ବୟସରେ ଚୁଟି ଧଳା ହୋଇଯିବା ଦ୍ଵାରା ବ୍ୟକ୍ତିତ୍ଵର ଆକର୍ଷଣ କମ ହୋଇଯାଏ । କହିବାକୁ ଗଲେ ଚୁଟି ଆମର ସୁନ୍ଦରତାକୁ ଦ୍ଵିଗୁଣିତ କରିଥାଏ ସେଥିପାଇଁ ସମସ୍ତେ ଚାହାନ୍ତି କି ତାଙ୍କର ଚୁଟି ସବୁବେଳେ ସୁନ୍ଦର, କଳା ଓ ଘନ ରହିଥାଉ । यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Snap On Smile Veneers इन 10 सेलेब कपल्स की उम्र का फर्क जानकर चौंक जाएंगे Brainberries Hidden Clues Spark Major Breakup Speculation Herbeauty पुरुषों को सुडौल महिलाएं क्यों लगती हैं आकर्षक? Herbeauty କିନ୍ତୁ ଫ୍ୟାସନ ଚକ୍କରରେ ଲୋକମାନେ ଆଜିକାଲି ବଜାରରେ ମିଳୁଥିବା କେମିକାଲ ଯୁକ୍ତ ସାମ୍ପୋ ଓ ତେଲର ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ସେମାନଙ୍କର ଚୁଟି ସମୟ ପୂର୍ବରୁ ହିଁ ଧଳା ଓ ଝଡିବାକୁ ଲାଗିଥାଏ । ଯେତେବେଳେ କୌଣସି ବ୍ୟକ୍ତିର ଚୁଟି ଧଳା ହେବାକୁ ଲାଗେ ତେବେ ଲୋକମାନେ ତାକୁ ମେହେନ୍ଦି ଲଗାଇବାକୁ କୁହନ୍ତି କିନ୍ତୁ ତାହା ଗୋଟିଏ କିମ୍ବା ଦୁଇ ମାସରୁ ଅଧିକ ଦିନ ରୁହେ ନାହିଁ ଓ ଚୁଟି ପୁଣି ଥରେ ଧଳା ଦେଖାଯାଏ । अन्य जबरदस्त कंटेंट You’ve Lost Weight. Why Does It Come Back? Herbeauty Putin’s Reckless Drone Strike On Poland Sparks Global Fury Buzz Day Things You May Not Know About Meghan Markle Zestradar Your Nails May Reveal Your Lifespan – Here’s How! Buzz Day ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହା ଦ୍ଵାରା ଚୁଟି ସବୁଦିନ ପାଇଁ କଳା ହୋଇଯିବ । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଅଁଳା ପାଉଡର ନେବାକୁ ପଡିବ । ଏହା ପରେ ଏହି ପାଉଡରକୁ ଅଧ ଲିଟର ପାଣିରେ ମିକ୍ସ କରି ଭଲ ଭାବରେ ପେସ୍ଟ କରି ନିଅନ୍ତୁ, କିନ୍ତୁ ଏହି ପେସ୍ଟକୁ କରିବା ମାତ୍ରେ ହିଁ ଚୁଟିରେ ଲଗାଇବେ ନାହିଁ । ଏହାକୁ ରାତିସାରା ପାଣିରେ ମିକ୍ସ କରି ରଖି ଦିଅନ୍ତୁ ଓ ପୁଣି ସକାଳୁ ଉଠି ଏହାକୁ ଗ୍ୟାସ ଉପରେ ରଖି ଗରମ କରନ୍ତୁ । ଯାହା ଦ୍ଵାରା ଏହି ପେସ୍ଟ ପୂର୍ବ ଅପେକ୍ଷା ଅଧିକ ଗାଢା ହୋଇଯିବ । ଏହା ପରେ ଏଥିରେ ଅତି କମରେ ଗୋଟିଏ ଚାମଚ ରିଠା ପାଉଡର ମିଶାଇ ଦିଅନ୍ତୁ ଓ ବର୍ତ୍ତମାନ ଏହି ପେସ୍ଟକୁ ଭଲ ଭାବରେ ମିକ୍ସ କରି ଥଣ୍ଡା କରିବା ପାଇଁ ରଖି ଦିଅନ୍ତୁ । ଯେତେବେଳେ ଏହି ପେସ୍ଟ ଧଣ୍ଡା ହୋଇଯିବ ତେବେ ଏହି ପେସ୍ଟରେ ଲେମ୍ବୁ ରସ ମିଶାନ୍ତୁ ଓ ଏହାକୁ ଚୁଟିରେ ଲଗାନ୍ତୁ । ଧ୍ୟାନ ରଖିବେ କି ଏହି ପେସ୍ଟକୁ ଆପଣଙ୍କୁ ଚୁଟିର ମୂଳରୁ ନେଇ ଚୁଟିର ଶେଷ ପର୍ଯ୍ୟନ୍ତ ଲଗାଇବାର ଅଛି । କିଛି ଘଣ୍ଟା ପରେ ଏହା ଶୁଖିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାକୁ ଆପଣ ସପ୍ତାହକୁ ୨ ଥର କରନ୍ତୁ ଏହା ପରେ ଧୀରେ ଧୀରେ ଆପଣଙ୍କ ଚୁଟି କଳା ହୋଇଯିବ । ଏହା ସହିତ ଚୁଟିରେ ପ୍ରାକୃତିକ ଚମକ ଓ ମଜବୁତ ବି ଆସିଯିବ । ଏହାର ସବୁଠୁ ବଡ ଲାଭ ଏହା ଅଟେ କି ଏହା ପୂରାପୂରି ପ୍ରାକୃତିକ ହେବା କାରଣରୁ ଆପଣଙ୍କର ଚୁଟିକୁ ଏହା କ୍ଷତି ପହଞ୍ଚାଇବ ନାହିଁ । ଆପଣଙ୍କର ମୁଣ୍ଡକୁ ବି ଥଣ୍ଡା ରଖିବ ।

ଥଣ୍ଡା ଦିନରେ ନିଜକୁ ଗରମ ରଖିବା ପାଇଁ ଆମେ ଗରମ କପଡା ଠାରୁ ନେଇ ନିଜର ଡାଏଟରେ ବି ଖାସ ଜିନିଷ ସାମିଲ କରିଥାଉ । ଅନ୍ୟ ପଟେ ଥଣ୍ଡା ଦିନରେ ଲୋକମାନେ ନିଜ ଘରେ ରୁମ ହିଟର ଓ ବ୍ଲୋଅରର ବି ବହୁତ ବ୍ୟବହାର କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଦରକାର ଠାରୁ ଅଧିକ ବ୍ଲୋଅର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିପାରେ ।

ଆପଣଙ୍କର ମସ୍ତିଷ୍କ ଉପରେ ପଡିଥାଏ ଖରାପ ପ୍ରଭାବ

ହିଟର କିମ୍ବା ବ୍ଲୋଅର ଥରେ ଅନ କରି ଛାଡି ଦିଅନ୍ତୁ ନାହିଁ । ଏହାକୁ ମଝିରେ ମଝିରେ ବନ୍ଦ କରନ୍ତୁ ଓ ରୁମକୁ ପୂରାପୂରି ବନ୍ଦ କରି ରଖନ୍ତୁ ନାହିଁ । ଯଦି ହିଟର ପାଖରେ ବସି ନାହାଁନ୍ତି ତ ଏହାକୁ ବନ୍ଦ କରି ଦିଅନ୍ତୁ । ଘର ବନ୍ଦ କରି ହିଟର ଅନ କରି ବାହାରକୁ ଯାଆନ୍ତୁ ନାହିଁ । ନଚେତ ରୁମରେ କାର୍ବନ ମନୋଅକ୍ସାଇଡ ଗ୍ୟାସ ଭରିପାରେ । ଯାହା ଆପଣଙ୍କର ମସ୍ତିଷ୍କ ସହିତ ଶରୀରର ଅନ୍ୟ କେତେକ ଅଂଶକୁ ବି କ୍ଷତି ପହଞ୍ଚାଇ ପାରେ ।

ଶୋଇବା ସମୟରେ ନିଶ୍ଵାସ ବନ୍ଦ ହୋଇପାରେ

ଯଦି ଆପଣ ରାତିରେ ଶୋଇବା ସମୟରେ ହିଟର ଅନ କରି ଶୋଇବା ବିଷୟରେ ଚିନ୍ତା କରୁଛନ୍ତି ତେବେ ଏହା ବିଲକୁଲ ଭୁଲ ଅଟେ । ରାତି ସାରା ହିଟର କିମ୍ବା ବ୍ଲୋଅର ଅନ କରି ଶୋଇବା ଦ୍ଵାରା ଆପଣଙ୍କୁ ନିଶ୍ଵାସ ନେବାରେ ଅସୁବିଧା ବି ହୋଇପାରେ । ରୁମ ହିଟର କିମ୍ବା ବ୍ଲୋଅରର ବ୍ୟବହାର କରିବା ସବୁଠୁ ସାଧାରଣ ପ୍ରୋବ୍ଲେମ ଏହା ଅଟେ କି ରୁମଏୟାର ର ସମସ୍ତ ମୟଶ୍ଚର ହିଟର ଶୋଷି ନେଇଥାଏ । ଯେଉଁ କାରଣରୁ ରୁମ ଭିତରର ପବନ ପୂରାପୂରି ଡ୍ରାଏ ହୋଇଯାଏ । ଏମିତିରେ ଯେଉଁ ଲୋକମାନଙ୍କର ସ୍କିନ ସେଂସିଟିଭ ଅଟେ । ତେଣୁ ସ୍କିନ ଇଂଫେକ୍ଶନ, ରେଡନେସ ଓ କୁଣ୍ଡାଇ ହେବାର ସମସ୍ୟା ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button