ନୀତି

ମଙ୍ଗଳବାର ଦିନ କରନ୍ତୁ ଏହି ଛୋଟିଆ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର… ଘରେ ହେବ ଧନର ବର୍ଷା, ମିଳିବ ସମସ୍ତ କରଜରୁ ମୁକ୍ତି

ଆପଣ ମାନେ ଜାଣିଥିବେ ବହୁତ ଲୋକଙ୍କର ବହୁତ ଦିନ ଧରି ଆର୍ଥିକ ସମସ୍ୟା ଦେଖା ଯାଏ । ଏହାର କାରଣ ହେଉଛି ଆପଣଙ୍କର ମଙ୍ଗଳ ଗ୍ରହରେ ଥିବା କିଛି ଦୋଷ ଯୋଗୁଁ ଏହା ହୋଇଥାଏ । ଏବଂ ଯେଉଁ ଲୋକଙ୍କର ମଙ୍ଗଳ ଗ୍ରହ କମ୍ଜୋର ଥାଏ ସେମାନଙ୍କର ଧନ ଓ ମାନ ହାନି ହୋଇଥାଏ । ଯଦି ଆପଣଙ୍କର ଜୀବନରେ ଏହି ପରି କିଛି ଅସୁବିଧା ଦେଖା ଦେଉଥିବ ତେବେ ଆପଣ ଆଜି ଏକ ବହୁତ ଭଲ ଉପାୟ ନେଇ ଆସିଛୁ ଯାହାକି ଆପଣ ସେହି ଉପାୟ କରିବା ଫଳରେ ବହୁତ ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ । ମଙ୍ଗଳ ଗ୍ରହକୁ ଶାନ୍ତି କରିବାକୁ ହେଲେ ଆପଣଙ୍କୁ ଏକ ଛୋଟ ଉପାୟ କରିବାକୁ ପଡିବ ।

ଯଦି ଆପଣଙ୍କୁ ଲାଗୁଛି ନିଜର କୌଣସି କାମ ହେଉ ନାହିଁ । ଆପଣ ବହୁତ ଅସୁବିଧା ଭୋଗ କରୁଛନ୍ତି ସେଥିରୁ ମୁକ୍ତି ପାଇବା ପାଇଁ ଆମେ ଆଜି କିଛି ଉପାୟ କହିବୁ । ଆପଣଙ୍କୁ ଏହି ଉପାୟ ମଙ୍ଗଳ ବାର ଦିନ କରିବାକୁ ଅଛି । ଆପଣ ଅଳ୍ପ ଗୁଡ ଆଣନ୍ତୁ ଓ ଆଉ ଏକ ଲାଲୀ ରଙ୍ଗର ଛୋଟ କପଡା ରଖନ୍ତୁ । ଏହାପରେ ଆପଣ ଏଥିରେ ଏକ ମୁଦ୍ରା ରଖୀ ଦିଅନ୍ତୁ । ସେହି ଜିନିଷକୁ ନେଇ ଏକ ନଦୀରେ ନେଇ ଭସାଇ ଦିଅନ୍ତୁ ।

ଏହି ଗୁଡ ଯେପରି ତରଳି ଯାଉଥିବ ସେହି ଭଳି ଆପଣଙ୍କର ଥିବା ଗ୍ରହ ମଧ୍ୟରେ କିଛି ଦୁବିଧା ସବୁ ସେହି ଭଳି ମଧ୍ୟ ପରିବର୍ତନ ହେବାକୁ ଲାଗିବ । ଯେଉଁ ମାନେ ପାଠ ପଢୁଛନ୍ତି ଓ ଯେଉଁ ମାନେ ଚାକିରିର ସମସ୍ୟାରେ ଅଛନ୍ତି । ତାଙ୍କ କୁଣ୍ଡଳୀରେ କିଛି ଦୋଷ ଥିବା ହେତୁ ଏହିପରି ହୋଇଥାଏ । ଆପଣ ମଙ୍ଗଳ ବାର ଦିନ ନିଜ ହାତରେ ଏକ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ ।

ଯଦି ଗାଈ ଆପଣଙ୍କର ହାତକୁ ଚାଟିବ ତେବେ ଆପଣ ଜାଣିବେ ଆପଣଙ୍କର ଏବେ ସବୁ ମନ କାମନା ପୂର୍ଣ ହୋଇଯିବ । ଆପଣ ନିଜେ ଜାଣି ପାରୁଥିବେ କି କୌଣସି ଜିନିଷ ନଥିବେ ହେଲେ ଆପଣ ଝୁଣ୍ଟି ପଡଥିବେ । ଏହା କେବଳ ମଙ୍ଗଳ ଦୋଷ ଯୋଗୁଁ ହିନ ହୋଇଥାଏ । ଯଦି ଆପଣ କୌଣସି ଏକ ମଙ୍ଗଳ ବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ଗୁଡକୁ ପାଞ୍ଚୋଟି ଛୋଟ ଛୋଟ ଗୁଲା କରି ତାଙ୍କ ପାଖରେ ନେଇ ସମର୍ପଣ କରନ୍ତୁ ଓ ଏହାକୁ ପ୍ରସାଦ ରୂପରେ ଆପଣ କ୍ଷାନ୍ତୁ ଓ ଅନ୍ୟ ମଧ୍ୟ ଦିଅନ୍ତୁ ।

ଆପଣ ନିଜେ ଜାଣି ପାରିବେ କି ନିଜର ହେଉଥିବା ଦୁର୍ଘଟଣା ଆଉ ହେବ ନାହିଁ । ବେଳେ ବେଳେ ଆପଣ ଜାଣୂଥିବେ କି ନିଜର ଆର୍ଥିକ ସମସ୍ୟା ବହୁତ ଦିନ ଧରି ରହିଥାଏ । ଆପଣ କରଜରେ ବହୁତ ଦିନ ଧରି ବୁଡି ରହିଛନ୍ତି । ଯେଉଁ ଗୁଡକୁ ଆପଣ ହନୁମାନ ମନ୍ଦିରରେ ଦେଇଥିବେ ସେହି ଗୁଡକୁ ଆପଣ ଅନ୍ୟ ମାନଙ୍କୁ ତ ବାଣ୍ଟିବେ କିନ୍ତୁ ସେହି ଗୁଡକୁ ଆଉ ଆପଣ ନଖାଇ ସେହି ଗୁଡକୁ ଆପଣ କୌଣସି ଏକ ଗାଈକୁ ଖାଇବାକୁ ଦିଅନ୍ତୁ ।

ଆପଣଙ୍କ ଘରେ ବହୁତ ଥର ଝଗଡା ହେଉଛି ଓ କିଛି ସମସ୍ୟା ଦେଖା ଯାଉଛି ସେହି ସମୟରେ ଆପଣ ଏକ ଉପାୟ କରନ୍ତୁ । କୌଣସି ଏକ ମଙ୍ଗଳବାର ଦିନ ଆପଣ ନିଜ ଘରେ ଥିବା ମାଟି ସ୍ଥାନରେ ଆପଣ ଅଳ୍ପ ଗୁଡ ନେଇ ସେଠାରେ ପୋତି ଦିଅନ୍ତୁ । ଆପଣ ଦେଖିବେ ଘରର ସୁଖ ସମୃଦ୍ଧି ବଢିବ ଓ ଝଗଡା ମଧ୍ୟ ବନ୍ଦ ହୋଇଯିବ । ଯେଉଁ ସମୟରେ ଗୁଡ ନେଇ ମନ୍ଦିରକୁ ଯିବେ ସେହି ସମୟରେ ଏକ ତୁଲସୀ ପତ୍ର ନେଇ ଯିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button