ସ୍ୱାସ୍ଥ୍ୟ

ଏବେ ଏହି ଥେରାପୀ ଆପଣଙ୍କୁ ହୃଦରୋଗରୁ ରଖିବ କୋଷେ ଦୂରରେ, ଆସିଗଲା ବେଷ୍ଟ ଚିକିତ୍ସା ପ୍ରଣାଳୀ

ରିସର୍ଚ୍ଚରମାନେ ନିକଟରେ ଏକ ଏମିତି ଚିକିତ୍ସାର ଉପଷମ ଖୋଜି ବାହାର କରିଛନ୍ତି ଯାହା ହୃଦଘାତ ପରେ ହୃଦରୋଗୀଙ୍କ ଚିକିତ୍ସାରେ କାରିଗରୀ ପ୍ରମାଣିତ ହେବ। ଏହି ରିସର୍ଚ୍ଚକୁ westmead institute for medical research and university of Sydney କରିଛନ୍ତି।

ରିସର୍ଚ୍ଚରେ କୁହାଯାଇଛି ଯେ ପ୍ରୋଟୀନ ଥେରାପୀ ଯାହାକୁ ମଣିଷର ପ୍ଲେଟଲେଣ୍ଟସରୁ ମିଳିଥିବା ଗ୍ରୋଥ୍‌ ଫ୍ୟାକ୍ଟର ଆର.ଏଚ.ପି.ଡି.ଜି,ଏଫ-ଏ.ବି.ର ବ୍ୟବହାର କରାଗଲା, ଯାହାଦ୍ୱାରା ହୃଦଘାତ ପରେ ହୃଦୟର ସ୍ଥିତିରେ ସୁଧାର ଆସିବାର ଦେଖାଗଲା। ହୃଦଘାତ ପରେ ହାର୍ଟର ଉତ୍ସକରେ ଘା ହୋଇଯାଇଥାଏ, ଯାହାଦ୍ୱାରା ହୃଦୟର କାଯ୍ୟର୍ପ୍ରଣାଳୀକୁ କ୍ଷତି ପହଁଚିଥାଏ।

heartଅନୁସନ୍ଧାନକାରୀ ପାଇଲେ ଯେ ଯେତେବେଳେ ରୋଗୀଙ୍କୁ ଆର.ଏଚ.ପି.ଡି.ଜି,ଏଫ-ଏ.ବି. ଦିଆଗଲା ସେତେବେଳେ ଦେଖିବାକୁ ମିଳିଲା ଯେ ଉତ୍ସକରେ ହୋଇଥିବା ଘା କମ୍‌ ହେବାରେ ଲାଗିଲା। ହୃଦୟର ଗତି ଅସାମାନ୍ୟ ହେବା କାରଣରୁ ମୃତ୍ୟୁର ଭୟ ବଢ଼ିଯାଇଥାଏ। ଏହି ଅନୁସନ୍ଧାନର ମୁଖ୍ୟ ରିସର୍ଚ୍ଚର କହିଛନ୍ତି ଯେ ପ୍ରୋଟୀନ ଥେରାପୀର ବ୍ୟବହାର ଦ୍ୱାରା ହୃଦଘାତକୁ ଭଲ କରାଯାଇହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button