ସ୍ୱାସ୍ଥ୍ୟ

କ-ରୋ-ନା କାରଣରୁ ଗଳା ଓ ଫୁସଫୁସ ରେ ଜମୁଥିବା କଫକୁ ଏହି 3 ଉପାୟରେ କରନ୍ତୁ ସଫା -Health Tips

ଆମ ଦେଶରେ କ-ରୋ-ନା-ର ଦିତୀୟ ଲହର ଯେପରି ତୀବ୍ର ଭାବେ ମା-ତି-ବା-ରେ ଲାଗିଛି ଏଥିପାଇଁ ଅନେକ ଲୋକଙ୍କର ମୃ-ତ୍ୟୁ-ବ-ର-ଣ ହୋଇ ସାରିଲାଣି । ଗତ ବର୍ଷ କ-ରୋ-ନା-ର ପ୍ରଥମ ଲହର ଆସିଥିଲେ ମଧ୍ୟ ଚଳିତ ବର୍ଷ ଏହାର ଦିତୀୟ ଲହର ପୁରା ବିଶ୍ବରେ ଆ-ତ-ଙ୍କ ସୃଷ୍ଟି କରୁଛି । ବର୍ତ୍ତମାନ ଏହାର ଅନେକ ଲକ୍ଷଣ ଦେଖା ଯାଉଛି ଯାହା ପ୍ରଥମ ଲହରରେ ଦେଖାଯାଉ ନ ଥିଲା । ଆଜି ଆମେ ଆପଣ ମାନଙ୍କୁ କ-ରୋ-ନା-ର ଦିତୀୟ ଲହରରେ କେଉଁ ନୂଆ ଲକ୍ଷଣ ଦେଖା ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ । କ-ରୋ-ନା-ର ଦିତୀୟ ଲହରରେ ଏହାର ମା-ରା-ତ୍ମ-କ ଭା-ଇ-ର-ସ ସିଧାସଳଖ ଆମ ତଣ୍ଟିରେ ପ୍ରଭାବ ପକାଉଛି ।

ଅଧିକ ଭା-ଇ-ର-ସ ଯୋଗୁ ଆମ ତଣ୍ଟିରେ ଅଧିକ କଫ ଜମା ହୋଇଥାଏ । ଏହା ଫଳରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଏହି କଫ ଆମ ଶରୀରରେ ତିନି ଦିନ ପର୍ଯ୍ୟନ୍ତ ରହିଥାଏ । ଏହା ପରେ ଏହାର ପ୍ରଭାବ ଆମ ଶରୀରରେ ପରିଲକ୍ଷିତ ହୋଇଥାଏ । ଏହି କଫ ଆମ ଶରୀରରେ କିଡନି, ଲିବରରେ ଖରାପ ପ୍ରଭାବ ପକାଇଥାଏ । ଏହି କଫ ଆମ ଶରୀରରେ ଜମା ହେବା ଦ୍ଵାରା ଶୁଖିଲା କାଶ ହୋଇଥାଏ । ଫୁସଫୁସରେ ଏହି ଭାଇରସ ଜମା ହେବା ଦ୍ଵାରା ଆମେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ କଷ୍ଟ ଅନୁଭବ କରିଥାଉ।

ଏହାକୁ ରୋକିବା ପାଇଁ ପ୍ରତି ଦିନ ଗରମ ପାଣି, ଚାହା, କଫି ବା କିଛି ଉଷୁମ ପାଣିରେ ହଳଦୀ ମିଶାଇ ପିଇବା ଉଚିତ । ଯଦି ଆପଣଙ୍କର ଅଧିକ କାଶ ହେଉଥାଏ ତେବେ ଗରମ ପାଣିରେ କିଛି ଲୁଣ ମିଶାଇ କୁଳି କରିଲେ ଏହି ସମସ୍ଯା ଦୂର ହୋଇଥାଏ । ବର୍ତ୍ତମାନ କ-ରୋ-ନା ଭା-ଇ-ର-ସ-ରୁ ରକ୍ଷା ପାଇବା ପାଇଁ ଆମ ସମସ୍ତଙ୍କୁ ସତର୍କ ରହିବା ଉଚିତ । ଅଧିକାଂଶ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ଶରୀରରେ କମ ଥାଏ ସେହି ବ୍ୟକ୍ତିକୁ କ-ରୋ-ନା ସଂ-କ୍ର-ମ-ଣ ହେଉଛି ।

ସେଥି ପାଇଁ ଆମ ଶରୀରରେ ଇମ୍ୟୁନିଟି ପାୱାର ବଢେଇବା ପାଇଁ ଭିଟାମି ଡି, ଭିଟାମିନ ସି ଆଦି ଖାଦ୍ଯ ଖାଇବା ଉଚିତ । ଯେପରି ଡାଲଚିନି, ଅଦା, ରସୁଣ ଓ ମସରୁମ ବା ଛତୁ ସେବନ କରିବା ଉଚିତ । ଏହା ବ୍ୟତୀତ ସବୁଜ ପନିପରିବା ଓ ଫଳ ଖାଇବା ଉଚିତ ।

ଏହା ଛଡା କ୍ଷୀର, ମାଛ, ମାଂସ, ଅଣ୍ଡା ଆଦି ଭିଟାମିନ ଓ କ୍ୟାଲିସିୟମ ଖାଦ୍ଯ ଖାଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ବଢିଥାଏ । ଆମ ଶରୀରରେ ଇମ୍ୟୁନିଟି ପାୱାର ଅଧିକ ରହିଲେ ଆମେ କ-ରୋ-ନା ସହ ଲ-ଢେ-ଇ କରି ପାରିବୁ । ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିବ । ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button