ବିଚାର

ଆପଣଙ୍କ ଗୋଡର ଦ୍ଵିତୀୟ ଆଙ୍ଗୁଠି ଯଦି ବୁଢା ଆଙ୍ଗୁଠି ଠାରୁ ବଡ ତ ଆଜି ହିଁ ଜାଣି ନିଅନ୍ତୁ ଏହି କଥା, ବହୁତ ବଡ ରାଜ ରହିଛି ଏଥିରେ

ଆପଣ ବହୁତ ଲୋକମାନଙ୍କର ଗୋଡ ଦେଖି ଥିବେ ଏବଂ ଯଦି ଆପଣ ଭଲ ଭାବରେ ଦେଖିବେ କିଛି ଲୋକ ମାନଙ୍କର ଗୋଡରେ ଆଙ୍ଗୁଠି ରେ ଥିବା, ଦୁତୀୟ ଆଙ୍ଗୁଠି ପ୍ରଥମ ଆଙ୍ଗୁଠି ବଡ ହୋଇ ଥାଏ । ଏହାକୁ ଦେଖି ଲୋକମାନେ ବହୁତ କଥା କୁହନ୍ତି, ଯାହାର ଏହି ଭଳି ଭାବରେ ଆଙ୍ଗୁଠି ଅଛି ସେ ଭାଗ୍ୟଶାଳୀ ଅଟେ । କିନ୍ତୁ ଆଜି ଆମେ ଏହି ବିଷୟରେ ସମ୍ପୂର୍ଣ ଆଲୋଚନା କରିବା ।

ଯେଉଁ ଲୋକମାନଙ୍କର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ରୁ ବଡ ହୋଇଥାଏ ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ତାଙ୍କର କେଶ ବହୁତ ସୁନ୍ଦର ହୋଇଥାଏ ଯାହା ଦ୍ଵାରା ସେମାନେ ଅନ୍ୟ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରି ପାରିଥାନ୍ତି ।

ଯଦି କୌଣସି ମହିଳା ର ଏମିତି ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ କେବେ ବି ନିଜର ଭଲ ପାଇବାକୁ ସ୍ଵାମିଙ୍କୁ ଜଣାନ୍ତି ନାହିଁ । ଭାରତୀୟ ଝିଅମାନଙ୍କ ଭିତରେ ଲୋକଲଜ୍ୟା ଏବଂ ଲଜ୍ୟା ଭଳି ପ୍ରବୃତି ଭାରି ଦେଖା ଯାଇଥାଏ, ସେମାନେ ନିଜର ଭଲପାଇବା କୁ ନିଜେ କହିବେ ତେବେ ତାଙ୍କର ସ୍ଵାମୀ ତାହା ବିଷୟରେ କିଛି ଖରାପ ନ ଭାବିନିଏ, ସେଥିପାଇଁ ସେମାନେ ନିଜର ଭଲପାଇବା ଖୋଲିକି କୁହନ୍ତି ନାହିଁ ।

ଗୋଡର ଦୁତୀୟ ଆଙ୍ଗୁଠି ଯାହାର ବି ବଡ ହୋଇଥାଏ ବହୁତ ରାଗି ହୁଅନ୍ତି କିନ୍ତୁ ଏହି ରାଗ କେବଳ ବାହାରେ ହୋଇଥାଏ, କିନ୍ତୁ ଏହି ଲୋକମାନେ ମନରୁ ବହୁତ ଶାନ୍ତ ସ୍ଵଭାବ ଏବଂ ଭଲ ହୋଇଥାନ୍ତି । କିନ୍ତୁ ସେମାନେ ନିଜର ଏହି ଭାବନାକୁ କାହାକୁ କୁହନ୍ତି ନାହିଁ । ସେଥିପାଇଁ ସେ ଅନ୍ୟଙ୍କ ଉପରେ ରାଗି ଥାନ୍ତି କାରଣ ଏମିତି ଲୋକମାନେ ଚାହାନ୍ତି ନାହିଁ କି ତାଙ୍କ ଭିତରେ ଲୁଚିଥିବା ଏହି ଗୁଣର କେହି ଲାଭ ନ ଉଠାଉ ସେଥିପାଇଁ ସେମାନ ଏହାକୁ ଲୁଚେଇବା ପାଇଁ ସବୁବେଳ ରାଗିଥାନ୍ତି ।

ଯେଉଁ ଲୋକ ମାନଙ୍କର ଗୋଡର ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ବଡ ହୋଇ ଥାଏ ତାଙ୍କ ଜୀବନରେ ଟିକେ ଅସୁବିଧା ହୋଇଥାଏ କିନ୍ତୁ କିଛି ସମୟ ପରେ ଏମାନେ ନିଜ ଜୀବନରେ ବହୁତ ସଫଳତା ପାଇ ଥାନ୍ତି । କାହିଁକି ଆରମ୍ଭରୁ ଏହି ଲୋକମାନଙ୍କର ଜୀବନରେ ବହୁତ ଅସୁବିଧା ହୋଇ ଥାଏ କିନ୍ତୁ କଷ୍ଟ କଲେ ଏମାନେ ନିଶ୍ଚୟ ସଫଳତା ପାଇବେ । ସଫଳତା ପାଇବା ପାଇଁ ସମସ୍ତଙ୍କୁ କଷ୍ଟ କରିବାକୁ ପଡି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button