ସ୍ୱାସ୍ଥ୍ୟ

ବିଟ୍ ର ଚମତ୍କାରୀ ଫାଇଦା, ଜାଣିଲେ ଦୈନିକ କରିବେ ସେବନ

ପରିବା ଖାଇବା ଶରୀର ପାଇଁ ଖୁବ ଲାଭକାରୀ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ରକ୍ତ ବଢ଼ାଇଥାଏ। ସେନେଇ ଆଜି ଆମେ ଆପଣଙ୍କୁ ବିଟ ଖାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ। ସାଲାଡରୁ ଆରମ୍ଭ କରି ତରକାରୀ ପାଇଁ ବ୍ୟବହାର ହୋଇଥିବା ବିଟରେ ରହିଛି ଅନେକ ଔଷଧିୟ ଗୁଣ। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

 beetroot

-ବିଟର ସେବନ ଶରୀରରେ ନୂତନ ରକ୍ତ ସ୍ରୁଷ୍ଟି କରିଥାଏ।

-ଏହାର ସେବନ ଲିଭର, କିଡନୀ ଆଦି ପାଇଁ ଲାଭକାରୀ ହୋଇଥାଏ। ଏହା ଶରୀରରୁ ଦୂଷିତ ପ୍ରଦାର୍ଥ କାଢ଼ିବାରେ ଲାଭକାରୀ ହୋଇଥାଏ।

-ଏଥିରେ ପର‌୍ୟ୍ୟପ୍ତ ପରିମାଣର ଭିଟାମିନ ରହିଥାଏ। ଏଥିରେ କ୍ୟାଲସିୟମ୍, ଫସଫରସ ଏବଂ ଆୟରନ ରହିଥାଏ। ଯାହା ଦ୍ବାରା ପାଚନକ୍ରିୟା ସକ୍ରିୟ ହୋଇଥାଏ।

beetroot

-ବିଟର ସେବନ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ।ଏହାଛଡ଼ା ଏହାକୁ ଜୁସ କରି ସେବନ କରିବା ଦ୍ବାରା ଗାଲବ୍ଳାଡର ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

-ଏଥିରେ ଶକ୍ତିଶଳୀ ଆଣ୍ଟଅକ୍ସିଡେଣ୍ଟ ରହିଥାଏ। ଯାହା କ୍ୟାନ୍ସର ଭଳି ରୋଗ ଲଢ଼ିବା ପାଇଁ ସହାୟକ ହୋଇଥାଏ। ସବୁଠାରୁ ଖାସ କଥା ଏହାର ଦୈନିକ ସେବନ ଓଜନ କରିବା କରିବା ସହ ତ୍ବଚାର ଚମକ ବଢ଼ାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button