ଧର୍ମ

ଶାସ୍ତ୍ର ଅନୁସାରେ ପର ପୁରୁଷ ସହ ସମ୍ବନ୍ଧ ରଖୁଥିବା ସ୍ତ୍ରୀକୁ ମିଳିଥାଏ ଏମିତି କଠୋର ଦଣ୍ଡ

ଆମର ହିନ୍ଦୁ ଧର୍ମରେ ଶାସ୍ତ୍ରଗୁଡିକର ବହୁତ ମହତ୍ଵ ରହିଛି । ଏହି ଶାସ୍ତ୍ରରେ ସ୍ଵର୍ଗ ଓ ନର୍କ ବିଷୟରେ କିଛି କୁହା ଯାଇଛି । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ନିଜର ଜୀବନକାଳ ମଧ୍ୟରେ ଭଲ କର୍ମ କରିଥାଏ ତାହାକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ ଯେତେବେଳେ କି ଯେଉଁ ବ୍ୟକ୍ତି ଖରାପ କର୍ମ କରିଥାଏ ତାହାକୁ ନର୍କର ଦଣ୍ଡ ଭୋଗିବାକୁ ମିଳିଥାଏ । କହିବାକୁ ଗଲେ ଶାସ୍ତ୍ର ଗୁଡିକରେ କେତେକ ଜିନିଷକୁ ନେଇ ପାପ ଓ ତାହାର ଦଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବିଶେଷ କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶାସ୍ତ୍ରରେ ବହୁତ ବଡ ପାପ ବୋଲି କୁହାଯାଏ ।

କହିବାକୁ ଗଲେ ଶାସ୍ତ୍ରରେ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖୁଥିବା ସ୍ତ୍ରୀମାନଙ୍କ ପାଇଁ କିଛି ବିଶେଷ ଦଣ୍ଡ ବିଷୟରେ କୁହାଯାଇଛି । ସବୁ ମହିଳା କୌଣସି ଗୋଟିଏ ପୁରୁଷ ସହ ବିବାହ କରିଥାଏ କିନ୍ତୁ କେତେ ଥର ଦେଖା ଯାଇଛି କି କିଛି ସ୍ତ୍ରୀମାନେ ଅନ୍ୟ ଏକ ପୁରୁଷର ମାୟାରେ ପଡି ତାହା ସହିତ ସମ୍ବନ୍ଧ କରି କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଏହିଭଳି ପାପ କରିଲେ ଆପଣଙ୍କୁ ବହୁତ ଭାରି ପଡିପାରେ ।

ଅନ୍ୟ ପୁରୁଷ ସହ ସମ୍ବନ୍ଧ କରିବା ପରେ ମିଳିଥାଏ ଦଣ୍ଡ

୧. ଯେଉଁ ସ୍ତ୍ରୀମାନେ ବିବାହ ପୂର୍ବରୁ ଅନ୍ୟ କୌଣସି ପୁରୁଷ ସହ ସମ୍ବନ୍ଧ କରି ନିଜର ହେବାକୁ ଥିବା ସ୍ଵାମୀକୁ ଧୋକା ଦେଇଥାଏ ସେହି ସ୍ତ୍ରୀମାନଙ୍କୁ ନର୍କରେ ଲୁହା କଣ୍ଟା ଦ୍ଵାରା ଭରପୁର ଜେଲରେ ବାନ୍ଧି କରି ଅନନ୍ତ କାଳ ପର୍ଯ୍ୟନ୍ତ ରଖାଯାଏ ।

୨. ଯେଉଁ ମହିଳାମାନେ ନିର୍ବନ୍ଧ ପରେ ନିଜର ହେବାକୁ ଥିବା ସ୍ଵାମୀକୁ ଧୋକା ଦେଇଥାନ୍ତି ଓ ଅନ୍ୟ ଏକ ପୁରୁଷ ଆଡକୁ ଆକର୍ଷିତ ହୋଇ ତାହା ସହିତ ସମ୍ବନ୍ଧ କରିଥାନ୍ତି ସେମାନଙ୍କୁ ନର୍କରେ ଭୋକିଲା ପିଶାଚ ଆଗରେ ଫୋପାଡି ଦିଆଯାଏ ।

୩. ଯେଉଁ ସ୍ତ୍ରୀମାନେ ବିବାହ ପରେ ନିଜର ସ୍ଵାମୀଙ୍କ ସହ ବିଶ୍ଵାସଘାତକତା କରନ୍ତି ଓ ଅନ୍ୟ ପୁରୁଷ ସହ ସମ୍ବନ୍ଧ କରିଥାନ୍ତି ତାଙ୍କୁ ନର୍କରେ ଯମରାଜ ସ୍ଵୟଂ ଗରମ ତେଲର କଢେଇରେ ପକାଇଥାନ୍ତି ।

୪. ଯେଉଁ ସ୍ତ୍ରୀମାନେ ବିବାହିତା ହେବା ପରେ ବି ଅନ୍ୟ ପୁରୁଷକୁ ଖରାପ ନଜରରେ ଦେଖିଥାଏ ତାଙ୍କୁ ଆସନ୍ତା ଜନ୍ମରେ ଛେଳିର ୟୋନୀରେ ଜନ୍ମ ମିଳିଥାଏ ।

୫. ଯେଉଁ ମହିଳାମାନେ ଗୋଟିଏ ହିଁ ସମୟରେ ଅନେକ ପୁରୁଷଙ୍କ ସହିତ ସମ୍ବନ୍ଧ କରି ତାଙ୍କୁ ମୂର୍ଖ ବନାଇଥାଏ ତାଙ୍କୁ ନର୍କରେ ସାପ ଦ୍ଵାରା ଭରପୁର ଗାତରେ ପକାଇ ଦିଆଯାଏ । ଏହା ସହିତ ଆସନ୍ତା ଜନ୍ମରେ ସେ ଘୁଷୁରିର ୟୋନୀରେ ଜନ୍ମ ନେଇଥାଏ ।

୬. ଯେଉଁ ସ୍ତ୍ରୀମାନଙ୍କର ସ୍ଵାମୀ ଅନ୍ୟ ମହିଳା ସହ ସମ୍ବନ୍ଧ ରଖିଥାଏ ଓ ଏହି ସ୍ଥିତିରେ ଯଦି ପତ୍ନୀ ବି ସ୍ଵାମୀକୁ ଧୋକା ଦେଇ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖିଥାଏ ତେବେ ଏହି ସ୍ତ୍ରୀମାନେ ଆସନ୍ତା ଜନ୍ମରେ ସର୍ପ ର ୟୋନୀରେ ଜନ୍ମ ନେଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button