ସ୍ୱାସ୍ଥ୍ୟ

ଦୈନିକ ପିଅନ୍ତୁ କମଳା ରସ, ଦୂର ରହିବ ଏହି ଭୟଙ୍କର ରୋଗ

ସାଧାରଣତଃ ଆମେ ଜାଣିଛୁ ଫଳ ସେବନ ଆମ ଶରୀର ପାଇଁ ଖୁବ ଲାଭକାରୀ। ଏପରିକି କିଛି ନିର୍ଦ୍ଧିଷ୍ଟ ଫଳ ଖାଇବା ଦ୍ବାରା ଆମ ଶରୀରରେ ଅନେକ ରୋଗ ମଧ୍ୟ ହୋଇନଥାଏ। କିନ୍ତୁ ଆଜି ଆମେ ସାଧାରଣତଃ ସବୁ ଋତୁରେ ମିଳୁଥିବା କମଳାର ଉପକାରିତା ବିଷୟରେ କହିବାକୁ ଯାଉଛୁ। ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଦୈନିକ କମଳା ସେବନ ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

orange-juice-

– ଦୈନଦିନ କମଳା ରସ ପିଉଥିଲେ କିଡନିରେ ଷ୍ଟୋନ୍ ହେବାର ସମ୍ଭାବନା କମ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।

– ଆଜିକାଲି ଅନେକଙ୍କ ମଧ୍ୟରେ ଭୋକ ନହେବା ସମସ୍ୟା ଦେଖାଯାଉଛି। କମଳା ରସ ପିଇବା ଦ୍ବାରା ଭୋକ ହୁଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଏହା ବ୍ୟତୀତ କଫ, କାଶରୁ ରକ୍ଷା ପାଇବାରେ କମଳା ସାହାଯ୍ୟ କରିଥାଏ।

-Oranges

– କମଳା ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହାର ଚୋପା କର୍କଟ ରୋଗକୁ ଯଥା ସମ୍ବାବ ଦୂର କରିବାରେ ସହାୟକ ହୁଏ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।

– କମଳା ଚୋପାରୁ ତିଆରି ହେଉଥିବା ତୈଳ ଶରୀର ପାଇଁ ଖୁବ ଲାଭଦାୟକ। ଏହା କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, କର୍କଟ ଆଦିକୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button