ବିଚାର

ଯାହା ଘରେ ଏହି ଗଛ ଥାଏ ତାଙ୍କ ପାଖରେ ଧନ, ଘର, ଗାଡି ସବୁ ଭରି ରହିଥାଏ

ଗଛ ମଣିଷର ବିଭିନ୍ନ ଉପକାର କରିଥାଏ, କିନ୍ତୁ ଏପରି କିଛି ଗଛ ରହିଛି ଯାହା ଆପଣ ଙ୍କ ଭାଗ୍ୟ ବଦଳେଇ ଦେଇ ଥାଏ । ଆପଣ ମାନେ ଘରେ ଫୁଲ ଗଛ ଲଗାଉ ଥିବେ, କିନ୍ତୁ ଏପରି କିଛି ଗଛ ଅଛି ଯାହା ଦ୍ୱାରା ଆପଣ ଙ୍କ ଭାଗ୍ୟ ରେ ଉନ୍ନତି ଆସି ଥାଏ । ତେଣୁ ଆପଣ ମାନଙ୍କୁ ମୁଁ ଆଜି କିଛି ଗଛ ବିଷୟ ରେ ଜଣେଇବି ଯେଉଁ ଗଛ ଆପଣ ଲଗେଇବା ଦ୍ବାରା ଆପଣ ଙ୍କ ବିଭିନ୍ନ ଉନ୍ନତି ହେବ ।

୧ . ପ୍ରଥମ ରେ ରହିଛି ଭୃସଙ୍ଗ ଗଛ

 

ଏହି ଗଛ ଆପଣ ଘରେ ଲଗାଇବା ଦ୍ବାରା ଆପଣ ଙ୍କ ଘରେ ଶନି ଗ୍ରହ ର ଦୋଷ କଟି ଯାଇ ଥାଏ । ଏହି ଗଛ ର ପତ୍ର ବିଭିନ୍ନ ଖାଦ୍ୟ ରେ ପଡି ଥାଏ । ଏହି ପତ୍ର ସେବନ ଦ୍ବାରା ଉଚ୍ଚ ରକ୍ତ ଚାପ ରୋଗ ବହୁତ ପରି ମାଣ ରେ କମି ଯାଇ ଥାଏ । ଏହା ଦ୍ଵାରା ବହୁତ ଆଖି ରୋଗ ମଧ୍ୟ ଭଲ ହୋଇ ଥାଏ

୨ . ଦ୍ଵିତୀୟ ରେ ରହିଛି ଆଲୋଭେରା ଗଛ

ଏହି ଗଛ ଘରେ ଲଗାଇବା ଦ୍ବାରା ଆପଣ ଙ୍କ ଘରେ ପ୍ରଚୁର ପରିମାଣ ରେ ଅମ୍ଳଜାନ ମିଳି ଥାଏ । ଏହି ଗଛ ର ପାଖୁଡା କୁ ମୁହଁ ରେ ଲଗାଇବା ଦ୍ୱାରା ଅନେକ ପ୍ରକାର ମୁହଁ ବ୍ରଣ ଭଲ ହୋଇ ଥାଏ । ଏହି ଗଛ ର ଡେମ୍ଫର ରସ ପ୍ରତିଦିନ ପାନ କଲେ ମଧୁ ମେହ ରୋଗ ପାଇଁ ଏହା ବହୁତ ଉପକାରୀ ହୋଇ ଥାଏ ।

୩ . ତୃତୀୟ ରେ ରହିଛି ସ୍ପାଇଡ଼ର ଗଛ

ଏହି ଗଛ ଘରେ ଲଗା ଇବା ଦ୍ବାରା ଏହା କାର୍ବୋନ ଡାଇ ଅକ୍ସାଇଡ଼ ଗ୍ୟାସ କୁ ଦୁର କରି ଥାଏ । ଏହି ଗଛ କମ ଖରା ରେ ମଧ୍ୟ ବଢି ପାରି ଥାଏ ।

୪ . ଚତୁର୍ଥ ରେ ରହି ଅଛି ତୁଳସୀ ଗଛ

ଏହି ଗଛ ଘରେ ଚଉରା ରେ ଲଗା ଯାଇ ଥାଏ । ଏହା ବହୁତ ଅମ୍ଳ ଯାନ ଦେଇ ଥାଏ । ତୁଳସୀ ରସ ପ୍ରତି ଦିନ ଛୋଟ ପିଲା ଙ୍କୁ ଦେଲେ ତାଙ୍କ ର ଦେହ ସୁସ୍ଥ ରହି ଥାଏ । ଏହି ଗଛ ର ପତ୍ର କୁ ସବୁ ଦିନ ଦୁଇ ରୁ ତିନି ଟି ସେବନ କଲେ ଅମ୍ଳ ପିତ୍ତ ଭଲ ହୋଇ ଥାଏ । ଏହି ଗଛ ର ଅନେକ ଔଷଧିୟ ଗୁଣ ରହି ଥାଏ ।

୫ . ପଞ୍ଚମ ରେ ହେଉଛି ବେଲ ଗଛ

ଏହି ଗଛ ର ପତ୍ର ପ୍ରତି ଦିନ ଦୁଇ ରୁ ତିନି ଗୋଟି ଖାଇବା ଦ୍ବାରା ଖାଦ୍ୟ ଠିକ ଭାବ ରେ ହଜମ ହୋଇ ଥାଏ । ଏହି ଗଛ ର ଫଳ କୁ ପଣା କରି ପିଇବା ଦ୍ୱାରା ଆମେ ଗ୍ୟାସ ରୋଗ ରୁ ବହୁତ ଶୀଘ୍ର ଭଲ ହେଇ ଥାଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button