ଦେଶ ବିଦେଶ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 24 ରୁ 31 ଅକ୍ଟୋବର ରେ ଏହି ରାଶିକୁ ମିଳିବାକୁ ଯାଉଛି ବଡ ଖୁସି ଖବର

ବନ୍ଧୁଗଣ ଦେବଙ୍କ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ସବୁଠାରୁ ଶୁଭ ଦିନ ମାନାଯାଏ । କୁହାଯାଏ ଯେଉଁ ଭକ୍ତ ମହାଦେବଙ୍କ ଆରାଧନା କରିଥାଏ ସଚ୍ଚା ମନରେ ମହାଦେବ ତାଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ସେହି ଭକ୍ତର ସବୁ ଇଚ୍ଛା ପୂରଣ ହୋଇଥାଏ । ସୋମବାର ଦିନ ଭକ୍ତ ମାନେ ମହାଦେବଙ୍କ ମନ୍ଦିରକୁ ଯାଇଥାନ୍ତି ଓ ପୂଜା ମଧ୍ୟ କରିଥାନ୍ତି । ଭଗବାନ ଶିବଙ୍କ ଭକ୍ତଙ୍କୁ ନା ରୋଗର, ନା ଶୋକର ନା ମୃତ୍ୟୁର ଭୟ ରହିଥାଏ । ଆଜି ଆମେ ଆପଣଙ୍କୁ ଅକ୍ଟୋବର ୨୪ ରୁ ୩୧ ଯାଏଁ କିଛି ରାଶିଙ୍କୁ ମହାଦେବଙ୍କ କୃପାରୁ ମିଳିବାକୁ ଯାଉଛି ଖୁସି ଖବର ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନା ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଆସିବାକୁ ଯାଉଛି । ବିଗିଡି ଯାଇଥିବା କାମ ପୁରା ହେବ । ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । କାହାକୁ ପଇସା ଉଧାର ଦେଇଥିଲେ ଆପଣଙ୍କୁ ଫେରି ମିଳିବାର ସମ୍ଭାବନା ରହିଛି । ପୁରୁଣା କରଯ ରୁ ମୁକ୍ତି ପାଇବେ ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା ରାଶି : ଆପଣଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଅପାର ଧନ ଲାଭ ହେବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ବ୍ୟବସାୟରେ ଭାରି ଧନ ଲାଭର ଯୋଗ ରହିଛି । ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ପରିବାରର ସହଯୋଗ ପାଇବେ । ବ୍ୟାପାରରେ ଲାଭ ପାଇବେ ।

କୁମ୍ଭ ରାଶି : କୁମ୍ଭ ରାଶିର ଲୋକଙ୍କ ଜୀବନରେ ବହୁର ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କର ସବୁ ଅଟକି ରହିଥିବା କାମ ପୂରଣ ହେବ । ଚାକିରି କରୁଥିବା ଜାତକଙ୍କୁ ଅଧିକ ସଫଳତା ମିଳିବ । ସମାଜରେ ମାନ ସମାନ ବଢିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।

କନ୍ୟା ରାଶି : ଆପଣଙ୍କ ଜୀବନରେ ଏହି ସୋମବାର ଠାରୁ ଅନେକ ପରିବର୍ତ୍ତନ ହେବ ସାହ ବହୁତ ଫାଇଦା ମିଳିବାକୁ ଯାଉଛି । ଆପଣଙ୍କୁ ପ୍ରତେକ କାମରେ ଲାଭ ମିଳିବାକୁ ଯାଉଛି । ପ୍ରତେକ ଅଟକି ରହିଥିବା ଧନ ଫେରି ପାଇବେ । ଦାଂପତ୍ଯ ଜୀବନ ଭଲ ବ୍ଯତୀତ ହେବ । ଅଚାନକ ଧନ ପ୍ରାପ୍ତି ହେବ ।

ବୃଷ ରାଶି : ମହାଦେବ ଙ୍କ କୃପାରୁ ଆପଣଙ୍କ ଜୀବନରେ ଅନେକ ନୂଆ ନୂଆ ପରିବର୍ତ୍ତନ ଦେଖାଯିବ । ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପା କାରଣରୁ ଧନ ଓ ଯଶ ରେ ବୃଦ୍ଧି ହେବ । ଆପଣ ଯେଉଁ କାମ ସଚ୍ଚା ମନରେ କରିବେ ତାହା ନିଶ୍ଚୟ ସଫଳ ହେବ । ଆପଣଙ୍କୁ ପାରିବାରିକ ବିବାଦରୁ ରିହାତି ମିଳିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ପ୍ରେମ ଜୀବନରେ ଢେର ସାରା ଖୁସି ଆସିବାକୁ ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button