ଧର୍ମ

12 ଏପ୍ରିଲ ପରେ ଏହି 3 ଟି ରାଶି ଉପରେ ଭୋଲେନାଥଙ୍କ କୃପା ବର୍ଷା, ସୁନା ପରି ଚମକିବ ଭାଗ୍ୟ

ହିନ୍ଦୁ ଧର୍ମକୁ ସବୁ ଧର୍ମ ମଧ୍ୟରେ ସବୁଠୁ ପୁରୁଣା ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଅନେକ ଦେବା ଦେବୀମାନଙ୍କର ପୂଜା ଅର୍ଚ୍ଚନା କରାଯାଏ । ଶାସ୍ତ୍ର ଅନୁସାରେ ଶିବଙ୍କୁ ତ୍ରିଦେବ ବୋଲି କୁହାଯାଏ । ଭଗବାନ ଶିବଙ୍କୁ ସଂହାରର ଦେବତା ବୋଲି ମଧ୍ୟ କୁହାଯାଏ । ଏହିଭଳି ଭାବରେ ଭଗବାନ ଶିବଙ୍କର ୧୨ ଟି ନାମ ପ୍ରକ୍ଷାତ ଅଛି ।

ଆଜି ଆମେ ଆପଣମାନଙ୍କୁ ଭଗବାନ ଶିବଙ୍କ ବିଷୟରେ ଏହା ଏଥିପାଇଁ କହୁଛୁ କାରଣ ୧୨ ଏପ୍ରିଲ ପରେ ଭଗବାନ ଶିବ ଏହି ତିନୋଟି ରାଶିର ଭାଗ୍ୟକୁ ବଦଳାଇ ଦେବେ କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଏବଂ ମଙ୍ଗଳ ଏକ ସ୍ଥାନରେ ବିରାଜମାନ ଅଛନ୍ତି ଏବଂ ଚନ୍ଦ୍ରମା ଦୁଇଟି ସ୍ଥାନ ଉପରେ ଭ୍ରମଣ କରିବେ । ଚାଲନ୍ତୁ ଜାଣିବା ସେହି ତିନୋଟି ରାଶି ବିଷୟରେ ।

ତୁଳା ରାଶି

ମହାଦେବଙ୍କ କୃପାରୁ ତୁଳା ରାଶିଙ୍କର ଭାଗ୍ୟ ୧୨ ଏପ୍ରିଲ ପରେ ପୁରା ବଦଳିଯିବ । କୌଣସି କାମ କାରଣରୁ ଆପଣଙ୍କୁ ଅଧିକ ଯିବା ଆସିବା କରିବାକୁ ପଡିବ । କିନ୍ତୁ ଏଥିରୁ ଆପଣଙ୍କୁ ବହୁତ ବଡ ଲାଭ ମିଳିବ । ଆପଣଙ୍କର ସମସ୍ତ ସରକାରୀ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବ । ଆପଣ ଜଲ୍ଦି ହିଁ ନିଜ ଘରେ ପ୍ରବେଶ କରି ପାରିବେ । ଖର୍ଚ୍ଚ ଉପରେ ଅଳ୍ପ ଧ୍ୟାନ ଦିଅନ୍ତୁ ।

ସିଂହ ରାଶି

୧୨ ଏପ୍ରିଲ ପରେ ସିଂହ ରାଶିର ଜାତକଧାରୀମାନଙ୍କର ଭାଗ୍ୟ ବଦଳିବାର ଅଛି । ଏହି ବ୍ୟକ୍ତିମାନଙ୍କର ଜୀବନରେ ଏହିଭଳି ଏକ ପ୍ରତିଷ୍ଠିତ ବ୍ୟକ୍ତିର ଆଗମନ ହେବ ଯାହା ଦ୍ଵାରା ସେହି ବ୍ୟକ୍ତିମାନଙ୍କର ଲାଭ ଦୁଇଗୁଣ ହୋଇଯିବ । କିନ୍ତୁ ମନେ ରଖିଥିବେ କି ବୁଝାମଣା କରିବା ସମୟରେ କାଗଜ ପତ୍ରକୁ ବିଶେଷ ରୂପରେ ଦେଖିବେ । ଏହା ଏଥିପାଇଁ କାରଣ ଆପଣଙ୍କୁ କେହି ନିଜର ଲୋକ ହିଁ ଧୋକା ଦେଇ ପାରନ୍ତି । ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିଯିବ ।

କୁମ୍ଭ ରାଶି

୧୨ ଏପ୍ରିଲ ପରେ ଏହି ରାଶିମାନଙ୍କର ଭାଗ୍ୟ ଚମକିବାର ଅଛି । କୌଣସି ବିଶେଷ କଥାକୁ ନେଇ ଚିନ୍ତାରେ ରହୁଥିବା ବ୍ୟକ୍ତିମାନଙ୍କର ସବୁ ଚିନ୍ତା ଦୂର ହୋଇଯିବ । ପରିବାରରେ ଆପଣଙ୍କର ଦାୟିତ୍ଵ ବଢିବାର ଅଛି । ଖରାପ ସମୟରେ ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କ ଠାରୁ ପୁରା ସହଯୋଗ ମିଳିବ । ଧନ ଲାଭର ଯୋଗ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button