ସ୍ୱାସ୍ଥ୍ୟ

ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ରାମବାଣ ଅଟେ ଏହି ଉପାୟ, ଶଯ୍ୟାଶାୟୀ ଲୋକ ବି ଉଠି ଦୌଡିବାକୁ ଲାଗିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ।ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ଏହି ହାଡ଼ ଜନିତ ସମସ୍ୟା ଯଥା ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା। ପ୍ରାୟ ୬୦ ବା ୭୦ ବର୍ଷ ବୟସ ପରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା। କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ସମସ୍ୟା କମ ବୟସ ରୁ ହିଁ ଦେଖିବାକୁ ମିଳୁଛି। ଏହା ଖାଦ୍ୟପେୟ ନିୟମିତ ନହେବା ଦ୍ୱାରା ଏବଂ ନିୟମିତ ଯୋଗ ନକରିବା ଦ୍ୱାରା ଏହି ସବୁ ସମସ୍ୟା ଦେଖିବାକୁ ମିଳିଥାଏ।

ବନ୍ଧୁଗଣ ଏହି ସବୁ ସମସ୍ୟା ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ ରେ ମନ ଲାଗି ନଥାଏ।ତେବେ ବନ୍ଧୁଗଣ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଏହି ସମସ୍ତ ସମସ୍ୟା ରୁ ମୁକ୍ତି ତୁରନ୍ତ ମିଳିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ରେ ଯେଉଁ ସାମଗ୍ରୀ ଟି ରାମବାଣ ଭଳି କାର୍ଯ୍ୟ କରିଥାଏ ତାହା ହେଉଛି ପାନପତ୍ର। ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଏହା ଭାବନ୍ତି ଯେ, ପାନ କେବଳ ମନ୍ଦ ବ୍ୟକ୍ତି ମାନେ ହିଁ ଖାଇଥାନ୍ତି ଏବଂ ଏହା ଅତ୍ୟନ୍ତ କ୍ଷତି କାରକ ଅଟେ। କିନ୍ତୁ ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ପାନପତ୍ର ହେଉଛି ଏକ ଚମତ୍କାରୀ ଜିନିଷ ଏବଂ ପାନପତ୍ର ଏକ ସାତ୍ତ୍ଵିକ ଆହାର ଅଟେ। ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ରେ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ।


୨. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣଂକୁ ଏକ ମିଠା ପାନପତ୍ର ସଂଗ୍ରହ କରିବାକୁ ପଡ଼ିବ। ଏଥିପାଇଁ ଅଳ୍ପ କିଛି ଚୂନ ବି ଆବଶ୍ୟକ ହୋଇଥାଏ। ବନ୍ଧୁଗଣ ଚୂନ ଆପଣଂକୁ ଅତି ସହଜରେ ପାନ ଦୋକାନ ରେ ମିଳିଯିବ। ବନ୍ଧୁଗଣ ପାନ ରେ ବ୍ୟବହାର ହେଉଥିବା ମସଲା ଅତ୍ୟନ୍ତ ହାନିକାରକ ହୋଇଥାଏ କିନ୍ତୁ ଚୂନ ଅତ୍ୟନ୍ତ ଲାଭ ଦାୟକ ଅଟେ। ଏହାକୁ ସମସ୍ତେ ବ୍ୟବହାର କରି ପାରିବେ। କିନ୍ତୁ ଯେଉଁ ବ୍ୟକ୍ତି ଙ୍କ କିଡ୍ନୀ ରେ ଷ୍ଟ୍ଓନ ର ସମସ୍ୟା ରହିଛି ସେମାନେ ଚୂନ ର ବ୍ୟବହାର କରିବା ଅନୁଚିତ ଅଟେ।


୩. ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ର ରେ ପାଣି ରଖି ଦିଅନ୍ତୁ ଏବଂ ସକାଳୁ ଉଠିବା ପରେ ଏହି ପାଣିକୁ ଉଷୁମ କରି ପିଇ ଦିଅନ୍ତୁ। ଏହାପରେ ଏକ ପାନ ପତ୍ର ରେ ଅଳ୍ପ ଚୂନ ଲଗାନ୍ତୁ ଏବଂ ତାହାକୁ ଧୀରେ ଧୀରେ ଚୋବାଇ ଖାଇ ଦିଅନ୍ତୁ। ବନ୍ଧୁଗଣ ଏହାକୁ ଧୀରେ ଧୀରେ ଚୋବାଇ ଖାଇବା ଦ୍ଵାରା ଚୂନ ପାଟିକୁ କୌଣସି କ୍ଷତି କରିନଥାଏ।

୪. ବନ୍ଧୁଗଣ ଏହି ଉପଚାର କୁ ପ୍ରତିଦିନ ନକରି ଦିନେ ଛାଡ଼ି ଦିନେ କରନ୍ତୁ ଅର୍ଥାତ ଏକ ମାସରେ ଏହି ଉପଚାର କୁ ଆପଣ ମାତ୍ର ୧୫ ଦିନ ପ୍ରୟୋଗ କରନ୍ତୁ। ବନ୍ଧୁଗଣ ଏହି ଉପଚାର କୁ ଏକ ମାସରୁ ଅଧିକ କରନ୍ତୁ ନାହିଁ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ସମସ୍ୟା ଦୂର ହୋଇଥାଏ ଏବଂ ଶରୀର ରୁ ଦୁର୍ବଳତା ତୁରନ୍ତ ଗାୟବ ହୋଇଥାଏ। ତେବେ ବନ୍ଧୁଗୁଣ ଯଦି ଆପଣ ମଧ୍ୟ ଏହି ସମସ୍ୟା ରେ ଅଛନ୍ତି ତେବେ ଏହି ଘରୋଇ ଉପଚାର ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ। ଏହାର ଚମତ୍କାରୀ ଲାଭ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ।

ଟିପ୍ସ ଟି କିପରି ଲାଗିଲା ନିଜର ମତାମତ ଆମକୁ ଜାଣନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button