ବିଚାର

କେବଳ ଏହି ଗୋଟିଏ ପତ୍ର, ୯୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନି କୌଣସି ରୋଗ ବେମାରି- Health Tips

ଆମେ ମାନେ ଜାଣିଛୁ ଉଦ୍ଭିଦ ଆମର ବନ୍ଧୁ ଯାହାର କିଛିବି ଅଙ୍ଗ ବ୍ୟର୍ଥ ନୁହେ । ସାରା ଜୀବନ କେବଳ ଜୀବିତ ପ୍ରାଣୀ ମାନଙ୍କୁ ଦେଇ ନିଜେ ସନ୍ତୋଷ ଲାଭ କରେ । ତେବେ କେତେବେଳେ ଆମେ ଉଦ୍ଭିଦର ଗଣ୍ଡି, ଶାଖା,ଫଳ, ଚେର, ଫୁଲ, ପତ୍ରକୁ ବ୍ୟବହାର କରୁ ତେବେ ଆସନ୍ତୁ ଜାଣିବା ଏମିତି ଏକ ପାତ୍ର ର ଉପକାରିତା ବିଷୟରେ ଯାହା ଆମ ପାଇଁ ଅମୃତ ଭଳି କାମ ଦେବ । ଏହାର ବ୍ୟବହାରରେ ଆପଣ ଅମର ନ ହୋଇ ପାରନ୍ତି ମାତ୍ର ଦୀର୍ଘାୟୁ ଓ ସୁସ୍ଥ ନିଶ୍ଚୟ ରହି ପାରିବେ । ଆପଣ ଅମୃତଭଣ୍ଡା ସହ ବେସ ପରିଚିତ ଥିବେ ।

ଏହାର ଉପକାରିତା କାହାକୁ ଅଛପା ଥିବା କାରଣ ଏହାକୁ ଆମେ ନିଜ ଶରୀର ଓ ତ୍ଵଚାର ଇମ୍ୟୁନିଟି ପାଇଁ ବ୍ୟବହାର କରୁ ଯେମିତିକି ଆପଣ ଜାଣିଥିବେ ଏହାକୁ ଖାଇବା ଦ୍ଵାରା ପେଟ ସଫା ହୁଅ , ଆଖିର ଦ୍ରୁଷ୍ଟି ଶକ୍ତି ବଢିଥାଏ , ଏହା ଆମ ଶରୀରର ଜଳିଆ ଅଂଶକୁ ବଜାୟ ରଖେ ।

ଏହା ସହ ଏହା ଆମ ତ୍ଵଚାରେ ଥିବା ଦାଗ, ବ୍ରଣ, ସୁଖା ପଣରୁ ମୁକ୍ତି ଦିଏ, ତେବେ ଏହାର ପାତ୍ର ମଧ୍ୟ କିଛି କମ ଉପକାରୀ ନୁହେଁ ।ଆସନ୍ତୁ ଜାଣିବା ଆମେ ମାନେ କି କଣ କଣ ଉପକାର ପାଇ ଥାଉ ଏହା ଦ୍ଵାରା।ଏହାର ପତ୍ରକୁ ଜଦି  ଆପଣ ଜୁସ କରିକି ପିବେ ତେବେ ଜାଣି ପାରିବେ କି ଏଥିରେ କେତେ ଗୁଣ ଅଛି ।

ଏହାର ସ୍ଵାଦ ସାମାନ୍ଯ ପିତା ଅଟେ ମାତ୍ର ଏହାକୁ ପିବା ଦ୍ଵାରା ଆପଣ ଅନେକ ରୋଗରୁ କୋଷ ଦୂରରେ ରହିବେ ବ ସେହି ରୋଗ ଆପଣଙ୍କୁ ଜୀବନରେ କେବେବି ନ ହୋଇ ପାରେ ।ଏହାର ପତ୍ରରେ ଭିଟାନିମ – A, ଭିଟାମିନ – B, ଭିଟାମିନ – C, ଭିଟାମିନ- D, ଭିଟାମିନ – E ରହିଥାଏ ଏଥିରେ କ୍ୟାଲସିୟମ ମଧ୍ୟ ଅଧିକ ମାତ୍ରାରେ ଥାଏ .ଯାହା ଆମ ଶରୀରର ରୋଗ ପ୍ରତି ରୋଧକ ଶକ୍ତି ବଢାଇ ଥାଏ ।

ଏହାକୁ ଖାଇବା ଦ୍ଵାରା କ୍ୟାନ୍ସର , ଥଣ୍ଡା , କାସ, ହୋଇନଥାଏ ।ଏହା ଆମ ଶରୀରରେ ହ୍ଵାଇଟ ବ୍ଲଡ଼ ସେଲ କୁ ବଢାଇ ଥାଏ ଯାହା ପାଇଁ ଆମର ଇମ୍ଯୁନ ପାଉଆର ବଢିଥାଏ ।ଏଥିରେ ଆଣ୍ଟି ମ୍ୟାଲେରିଆ ଗୁଣ ଥାଏ ଏହା ପାଇଁ ମ୍ୟାଲେରିଆ ହେବାର ଡର ନଥାଏ । ଡେଙ୍ଗୁ ରୋଗ ପାଇଁ ଏହା ସଞ୍ଜିବନୀ ଅଟେ । ଏହାର ବ୍ୟବହାରରେ ଆପଣ ନିଶ୍ଚିତ ଭଲ  ହେବ । ଏହା ଛଡା ଆପଣ ଯଦି ଏହାକୁ ପ୍ରତେକ ଦିନ  ପିବେ ତେବେ ଆପାଙ୍କର ଚେହେରାରେ ହେଉଥିବା ପିମ୍ପୁଲ ଭଲ ହୋଇ ଥାଏ ।

ଏହା ଛଡା ଆପଣଙ୍କ ପାଚନ ତନ୍ତ୍ର ମଧ୍ୟ ଭଲ ରହି ଥାଏ ।ପାଚନ ତନ୍ତ୍ର ଭଲ ରହିବା ଦ୍ଵାରା ଆପଣ ମଧ୍ୟ ସୁସ୍ଥ ରହିବେ କାରଣ ଆପଣଙ୍କୁ ସଠିକ ସମୟରେ ଭୋକ ଲାଗିବ ଓ ଆପଣ ନିଜ ହଜମ ଶକ୍ତି ଅନୁସାରେ ଖାଦ୍ଯ ଗ୍ରହଣ କରିବେ । ସନ୍ତୁଳିତ ଖାଦ୍ଯ ଖାଇବା ଦ୍ଵାରା ଆପଣ ନିଜକୁ ଫୁର୍ତ୍ତି ଅନୁଭବ କରିବେ । ଆଳସ୍ୟ ପଣରୁ ମୁକ୍ତିର ଆଉ ଏକ ବେମାରିରୁ ବଞ୍ଚି ପାରିବେ ସେ ହେଉଛି ମୋଟାପା ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button