ଦେଶ ବିଦେଶ

Jyotish Shastra- ସବୁଠୁ ଅଧିକ ଦ୍ଵାଇତ୍ଵବାନ ସ୍ଵାମୀ ହୋଇଥାନ୍ତି ଏହି 5 ଟି ନାମର ପୁରୁଷ, ଦେଖନ୍ତୁ କଣ ଆପଣଙ୍କ ପାର୍ଟନରଙ୍କ ନାମ ଅଛି ଏଥିରେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୫ଟି ନାମ ଥିବା ପୁରୁଷ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଜୀବନ ସାଥି ତାଙ୍କ ସହ ଜୀବନ ସାରା ଖୁସି ରେ ରହିଥାଏ। ବନ୍ଧୁଗଣ ପ୍ରତ୍ୟେକ ନାରୀ ନିଜ ଜୀବନରେ ନିଜ ବାହାଘର କୁ ନେଇ ବହୁତ କିଛି ସ୍ବପ୍ନ ଦେଖିଥାଏ ଏବଂ ଚାହିଁଥାଏ ଯେ ଭବିଷ୍ୟତ ରେ ଯେଉଁ ବ୍ୟକ୍ତି ତା’ର ଜୀବନ ସାଥି ହୋଇଥାଏ ସେ ତାକୁ ସର୍ବଦା ହସଖୁସିରେ ରଖୁ ଏବଂ ଦୁନିଆ ର ସମସ୍ତ ଖୁସି ପ୍ରଦାନ କରୁ। ବନ୍ଧୁଗଣ ବିବାହ ପରେ କିଛି ପୁରୁଷ ଏଭଳି ଅଛନ୍ତି ଯିଏ ନିଜ ପତ୍ନୀ ଙ୍କ ଯତ୍ନ ସଠିକ ଭାବରେ ନିଅନ୍ତି ନାହିଁ ଏବଂ ଭଲ ପାଇବା ଦେଇ ପାରନ୍ତି ନାହିଁ। କିନ୍ତୁ ବନ୍ଧୁଗଣ କିଛି ଏଭଳି ପୁରୁଷ ମଧ୍ୟ ଅଛନ୍ତି ଯିଏ ବିବାହ ପରେ ନିଜ ପତ୍ନୀ ଙ୍କୁ ଦୁନିଆ ର ସବୁ ଖୁସି ପ୍ରଦାନ କରିଥାଏ ଏବଂ ନିଜଠାରୁ ମଧ୍ୟ ଅଧିକ ଭଲ ପାଇବା ଦେଇଥାଏ।ଏହା ସହ ନିଜ ପତ୍ନୀ ଙ୍କୁ ରାଜରାଣୀ ଭଳି ରଖିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୫ଟି ନାମ ଥିବା ପୁରୁଷ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ଜୀବନ ସାଥୀଙ୍କୁ ଅଶେଷ ଭଲ ପାଇବା ଦେଇଥାନ୍ତି ଏବଂ ତାଙ୍କ ଜୀବନ ସାଥି ତାଙ୍କ ସହ ସର୍ବଦା ଖୁସି ରେ ରହିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ଟି ନାମ ଥିବା ପୁରୁଷ ଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ଯେଉଁ ପୁରୁଷ ଙ୍କ ନାମ ‘A’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ପୁରୁଷ ମାନେ କେବଳ ନିଜ ପତ୍ନୀ ହିଁ ନୁହେଁ ପରିବାର ର ସମସ୍ତ ସଦସ୍ୟ ଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିଥାନ୍ତି। ଏମାନେ ନିଜର ସମସ୍ତ କର୍ତ୍ତବ୍ୟ କୁ ପାଳନ କରିଥାନ୍ତି। ଏହି ନାମ ଥିବା ପୁରୁଷ ମାନେ ନିଜ ସ୍ତ୍ରୀ ଏବଂ ଛୁଆ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି। ଏହି ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ଉପରେ ଆସୁଥିବା ସମସ୍ତ ସମସ୍ୟା କୁ ବୁଝିଥାନ୍ତି ଏବଂ ତାର ସାମାଧାନ କରିବା ନିମନ୍ତେ ମଧ୍ୟ ଚେଷ୍ଟା କରନ୍ତି। ଏହି ପୁରୁଷ ମାନେ କେବେବି ନିଜ ପତ୍ନୀ ଏବଂ ଛୁଆ ଙ୍କ ଉପରେ କୌଣସି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ।

୨. ବନ୍ଧୁଗଣ ଯେଉଁ ପୁରୁଷ ଙ୍କ ନାମ ‘K’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ପୁରୁଷ ମାନଙ୍କ ଖାସ ଗୁଣ ହେଉଛି ଏମାନେ ଖୁବ କମ ବୟସରେ ହିଁ ଦାୟିତ୍ବବାନ ହୋଇଯାନ୍ତି। ଏମାନେ ଚାକିରୀ ହେଉ ଅଥବା ବ୍ୟବସାୟ ସବୁ କ୍ଷେତ୍ରରେ ନିଜ ଦାୟିତ୍ୱ କୁ ପୂର୍ଣ କରିଥାନ୍ତି। ଏହି ନାମ ଥିବା ପୁରୁଷ ମାନଙ୍କୁ ଯେଉଁ ନାରୀ ବିବାହ କରିଥାଏ ସେ ଭବିଷ୍ୟତରେ ବହୁତ ଖୁସି ରେ ରୁହେ କାରଣ ତାଙ୍କ ପତି ତାଙ୍କ ଉପରେ କୌଣସି ଅସୁବିଧା ଆସିବାକୁ ଦିଅନ୍ତି ନାହିଁ ଏବଂ ତାଙ୍କର ସମସ୍ତ ଆବଶ୍ୟକତା କୁ ପୂର୍ଣ କରିଥାନ୍ତି।

୩. ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କ ନାମ ‘L’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ପୁରୁଷ ମାନେ ନିଜ କର୍ତ୍ତବ୍ୟ କୁ ସଠିକ ଭାବରେ ପାଳନ କରିଥାନ୍ତି ଏବଂ ଏମାନେ ନିଜ ପତ୍ନୀ ଙ୍କୁ ନିଜ ବନ୍ଧୁ ବୋଲି ମାନିଥାନ୍ତି ଏବଂ ନିଜର ସମସ୍ତ ଅସୁବିଧା କୁ ନିଜ ପତ୍ନୀ ଙ୍କ ସହ ବାଣ୍ଟି ଥାନ୍ତି ଯାହାଦ୍ୱାରା ସେହି ସମସ୍ୟା ର ତୁରନ୍ତ ସମାଧାନ ହୋଇଯାଏ। ଏହି ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ସହ ବନ୍ଧୁ ଭଳି ରୁହନ୍ତି ଯାହା ଫଳରେ ଏମାନଙ୍କ ସମ୍ପର୍କ ର ଡୋର ଅତ୍ୟନ୍ତ ମଜବୁତ ହୋଇଥାଏ।

୪. ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କ ନାମ ‘M’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ପୁରୁଷ ମାନେ ସମସ୍ତ ସମ୍ପର୍କ କୁ ସମ୍ମାନ ଦେଇଥାନ୍ତି। ଏମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଏହାସହ ଏମାନେ ନିଜ ପତ୍ନୀ ଙ୍କୁ ସମ୍ମାନ ମଧ୍ୟ ଦେଇଥାନ୍ତି ଯାହାଦ୍ୱାରା ଏମାନଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଯାଏ ଏବଂ ଏମାନେ ସର୍ବଦା ଖୁସି ରେ ରୁହନ୍ତି।

୫. ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କ ନାମ ‘Y’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ନିଜ ପଲକ ରେ ବସାଇ ରଖନ୍ତି ଏବଂ କେବେବି ନିଜ ପତ୍ନୀ ଙ୍କ ଆଖିରେ ଲୁହ ଦେଇ ନଥାନ୍ତି। ଏମାନେ ନିଜ ପତ୍ନୀ ଙ୍କ ପ୍ରତି କର୍ତ୍ତବ୍ୟକୁ ସଠିକ ଭାବରେ ପାଳନ କରିଥାନ୍ତି ଏବଂ ଏମାନଙ୍କ ସମ୍ପର୍କ ର ବନ୍ଧନ ଅତୁଟ ହୋଇଥାଏ ଏବଂ ଏମାନେ ଜୀବନ ସାରା ହସଖୁସିରେ ରୁହନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button