ମନୋରଞ୍ଜନ

ଏମିତି ଦେଶୀ ଯୁଗାଡ ଆପଣ ଆଗରୁ କେବେ ବି ଦେଖି ନଥିବେ, ଥାଳି, ଗିନା, ବୋତଲରେ ବ୍ୟାଣ୍ଡ ପାର୍ଟି, Video ଦେଖିଲେ ପ୍ରଶଂସା ନକରି ରହି ପାରିବେନି

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ଅସହ ଜଡିତ ହୋଇ ରହୁଛନ୍ତି । କାରଣ ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟ ଫର୍ମ ଯେଉଁଠି ଯେକୌଣସି ଲୋକ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇପାରିବ ।

ବର୍ତ୍ତମାନର ସମୟରେ ଛୋଟ ଛୋଟ ପିଲା ମାନେ ସୋସିଆଲ ମିଡିଆରେ ନିଜର ଟ୍ୟାଲେନ୍ଟ ଦେଖାଉଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯେଉଁଠି କିଛି ଛୋଟ ପିଲା ବ୍ୟାଣ୍ଡ ପାର୍ଟି କରୁଛନ୍ତି । ହେଲେ ଏହି ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି କାରଣ ସେହି ଛୋଟ ଛୁଆ ମାନେ ଥାଳି ଗିନା ଓ ବୋତଲର ବ୍ୟବହାରରେ ବ୍ୟାଣ୍ଡ ପାର୍ଟି ବଜାଉ ଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଏହି କିଛି ଦିନ ହେବ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଭିଡିଓଟି ହେଉଛି ସୋନପୁରର ।

 

ସୋନପୁରର କିଛି ଛୋଟ ଛୋଟ ପିଲା ମାନେ ଥାଳି, ଗିନା, ବୋତଲ ଓ ଜାର ଆଦିର ବ୍ୟବହାରରେ ବାଦ୍ୟ ବଜାଉଥିବାର ନଜର ଆସୁଛନ୍ତି । କିଛି ଅତ୍ୟାବସକୀୟ ସାମଗ୍ରୀର ଏହି ପରି ବ୍ୟବହାରକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଛୋଟ ଛୁଆ ମାନେ ବହୁତ ସୁନ୍ଦର ବାଜା ମଧ୍ୟ ବଜାଉଛନ୍ତି । ପାଖା ପାଖି ୧୦ ରୁ ୧୫ ଜଣ ପିଲା ବାଜା ବଜାଉଥିବାର ନଜର ଆସୁଛନ୍ତି । ଏହି ପିଲା ମାନଙ୍କ ବୟସ ୭ ରୁ ୧୫ ବର୍ଷ ମଧ୍ୟରେ ରହିଛି ।

ପିଲା ମାନେ ବହୁତ ମଜାର ସହ ବାଜା ବଜାଉଥିବାର ନଜର ଆସୁଛନ୍ତି । ଏହି ଛୋଟ ପିଲା ମାନଙ୍କର ବ୍ୟାଣ୍ଡ ପାର୍ଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button