ଜୀବନଶୈଳୀ

ଭୁଲରେ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ, ହୋଇଥାଏ ଅଶୁଭ

ଆମ ସମାଜରେ ଜଣେ ଜଣଙ୍କ ଖୁସି ପାଇଁ ଉପହାର ଦେବାର ପରମ୍ପରା ରହିଛି। ଅନେକ ଶୁଭ ଅବସରରେ ଆମେ ଆମର ବନ୍ଧୁ ଏବଂ ପରିଜନ ମାନଙ୍କୁ ଉପହାରରେ ବହୁତ ଜିନିଷ ଦେଇଥାନ୍ତି ଏବଂ ନେଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ ଜିନିଷ ଏମିତି ଅଛି ଯାହାକୁ ଉପହାରରେ ଦେବା ଦ୍ବାରା ଅଶୁଭ ଫଳର ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ୫ଟି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଉପହାରରେ ଦେବା ଦ୍ବାରା ଆପଣଙ୍କୁ ଆର୍ଥିକ କ୍ଷତି ଏବଂ ଚିନ୍ତା ବଢ଼ିଥାଏ।

ganeshଅନେକ ଶୁଭ ଅବସରରେ ସବୁବେଳେ ପରଷ୍ପରକୁ ଉପହାର ଦେବାବେଳେ ପ୍ରଥମେ ଗଣେଷ ମୂର୍ତ୍ତି ମନକୁ ଆସିଥାଏ ଏବଂ ଗଣେଷ ମୂର୍ତ୍ତି ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ଦେଇଥାନ୍ତି। କେବେ ମଧ୍ୟ ଗଣେଷ ମୂର୍ତ୍ତି ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବା ଉଚିତ ନୁର୍ହେଁ। ଏହି କାରଣରୁ ଧନ ପ୍ରାପ୍ତି ବଦଳରେ ଧନର କ୍ଷତି ହୋଇଥାଏ। କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ଭଗବାନ ଗଣେଷଙ୍କର ମାତା ଅଟନ୍ତି।

knifeବାସ୍ତୁ ଶାସ୍ତ୍ରରେ ଧାରଯୁକ୍ତ ହତିଆର କିମ୍ବା ଧାରୁଆ ଜିନିଷକୁ ଉପହାରରେ ଦେବା ଉଚିତ ନୁହେଁ। ଏହି ପ୍ରକାର ଉପହାର ନେବା ଏବଂ ଦେବା ଦ୍ବାରା ଘରେ ଅଶାନ୍ତିର ମାହୋଲ ରହିଥାଏ।

shoeକାହାକୁ ମଧ୍ୟ କଳା ରଙ୍ଗର କପଡା ଏବଂ ଜୋତାକୁ ଉପହାରରେ ଦେବା ଉଚିତ ନୁହେଁ କାରଣ ଏହା ଅଶୁଭ ବୋଲି ଧରାଯାଏ କଳା ରଙ୍ଗର କପଡାକୁ ଉପହାରରେ ଦେବା ଦ୍ବାରା ଜୀବନରେ ବିଶ୍ରୁଙ୍ଖଳା ବଢ଼ି ଯାଇଥାଏ।

lionଉପହାରରେ ହିଂସ୍ର ପଶୁଙ୍କ ଫଟୋ ଦିଅନ୍ତୁ ନାହି ଏବଂ ନିଅନ୍ତୁ ନାହିଁ। ଏହିଭଳି ଫଟୋକୁ ଉପହାରରେ ଦେବା ଦ୍ବାରା ଅଶାନ୍ତିର ପରିବେଶ ସ୍ରୁଷ୍ଟି ହୋଇଥାଏ।

rumalବାସ୍ତୁ ଅନୁସାରେ କାହାକୁ ମଧ୍ୟ ରୁମାଲକୁ ଉପହାର ସ୍ବରୂପ ଦେବା ଉଚିତ ନୁହେଁ। ରୁମାଲକୁ ଉପହାରରେ ଦେବା ଦ୍ବାରା ନକାରାତ୍ମକ ବଢ଼ିଥାଏ । ଏହାଛଡା ସମ୍ପର୍କରେ ଫାଟ ସ୍ରୁଷ୍ଟି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button